Odisha Link
Bridging the Missing Links in Odisha
Monthly Archives

December 2023

ରାଜ୍ୟରେ କମୁଛି ଶୀତ; ଏବେବି ଥରୁଛି ୪…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କମିଛି ଶୀତ। ହେଲେ କିଛି ଅଂଚଳରେ ସକାଳୁ ସକାଳୁ ଘରୁ ବାହାରିବା ହୋଇପଡ଼ୁଥିଲା ମୁସ୍କିଲ। ଓଃ କି ଶୀତ…ଜାଡର ପରିମାଣ ଏତେ ବୃଦ୍ଧି ପାଇଛି। ସମସ୍ତଙ୍କ ପାଟିରୁ ଖାଲି ଓଃ କି ଶୀତ.. ରାଜ୍ୟରେ ଏବେବି କିଛି ଅଂଚଳରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି।…

ଅପେକ୍ଷାର ହେବ ଅନ୍ତ; ଜାନୁଆରୀରେ…

ଓଏଲ୍‌ ବ୍ୟୁରୋ: ଭବ୍ୟ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ତାରିଖ ଘୋଷଣା କରାଯାଇଛି। ୨୦୨୪ ଜାନୁଆରୀ ୨୨ ତାରିଖରେ ପ୍ରତିଷ୍ଠା ହେବ ଉତ୍ତରପ୍ରଦେଶରେ ନିର୍ମିତ ହେଉଥିବା ଭବ୍ୟ ଶ୍ରୀରାମ ମନ୍ଦିର। ଆଉ ମାତ୍ର ଅଳ୍ପ ଦିନର ଅପେକ୍ଷା, ଅଗଣିତ ରାମଭକ୍ତଙ୍କ ଅପେକ୍ଷାର ହେବ ଅନ୍ତ, ଅଯୋଧ୍ୟା ରାମ ମନ୍ଦିରରେ…

ଫେବ୍ରୁଆରୀ ୧୬ରୁ +୨ ପରୀକ୍ଷା; ଆଜିଠୁ…

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା। ଫେବ୍ରୁଆରୀ ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ଯାଏଁ ଚାଲିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହା ସହ ଜାନୁଆରୀ ୨ରେ ପ୍ରାକ୍ଟିକାଲ ପରିକ୍ଷା ଆରମ୍ଭ ହେବ। +୨ ପରୀକ୍ଷା ପାଇଁ ଆଜିଠୁ ମିଳିବ…

ଚିନ୍ତା ବଢ଼ାଉଛି ନୂଆ ଭାରିଆଣ୍ଟ;…

ଓଏଲ୍‌ ବ୍ୟୁରୋ: ଚିନ୍ତା ବଢ଼ାଉଛି କରୋନାର ନୂଆ ଭାରିଆଣ୍ଟ JN.1। ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ। ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ନିକଟରେ ଲକ୍ଷଣ କମ୍ ଅଛି। ଏହା ସହ ନୂଆ ଭାରିଆଣ୍ଟ ପାଇଁ ଫେରିଲା କୋଭିଡ କଟକଣା। କର୍ଣ୍ଣାଟକରେ…

ହ୍ରାସ ପାଉଛି ଗଜରାଜଙ୍କ ସଂଖ୍ୟା;…

ଓଏଲ୍‌ ବ୍ୟୁରୋ: ହ୍ରାସ ପାଉଛି ଗଜରାଜଙ୍କ ସଂଖ୍ୟା। ଏହାରି ମଧ୍ୟରେ ଆଉ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ବାମ ଗୋଡ଼ରେ ଆଘାତ ଯୋଗୁଁ ଗୁରୁତର ଥିଲା ହାତୀ। ନୟାଗଡ଼ ମୟୁର ଝାଲିଆ ଜଙ୍ଗଲରେ ଚାଲିଥିଲା ଚିକିତ୍ସା। ନନ୍ଦନକାନନର ଡାକ୍ତରୀ ଟିମ୍‌ ଚିକିତ୍ସା କରୁଥିଲେ। ତେବେ ଚିକିତ୍ସାଧୀନ ଦନ୍ତା ହାତୀର…

ଆଜି ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ;…

ଓଏଲ୍‌ ବ୍ୟୁରୋ: ଜାତୀୟ ଉଦ୍ୟାନ ଶିମିଳିପାଳକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦୀର୍ଘ ଏକ ମାସ ପରେ ଖୋଲିବ ଶିମିଳିପାଳ। ଗତକାଲି ୩ ପଞ୍ଚାୟତ ଓ ପ୍ରଶାସନର ବୈଠକ ପରେ ନିଷ୍ପତି ନିଆଯାଇଛି। ବିଭିନ୍ନ ଦାବି ନେଇ ଯଶିପୁର ପ୍ରବେଶ ପଥ ବନ୍ଦ ଥିଲା। ପଞ୍ଚାୟତ ଓ ପ୍ରଶାସନର ବୈଠକ ପରେ ନିଷ୍ପତି ନିଆଯାଇଛି।…

ପୁଣି ଫେରିଲା କୋଭିଡ କଟକଣା:…

ଓଏଲ୍‌ ବ୍ୟୁରୋ: କରୋନାର ନୂଆ ଭାରିଆଣ୍ଟ JN.1 ଭାରତରେ ଦ୍ରୁତ ସଂକ୍ରମଣ କରୁଛି। ପୁଣି ଫେରିଲା କୋଭିଡ କଟକଣା। କର୍ଣ୍ଣାଟକରେ ବ୍ୟାପୁଛି JN.1 ଭାରିଆଣ୍ଟ। ସଂକ୍ରମିତଙ୍କ ଲାଗି କଡ଼ା କଟକଣା କରାଯାଇଛି। ୭ ଦିନିଆ ଆଇସୋଲେସନ ବାଧ୍ୟତାମୂଳକ ହୋଇଛି। ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ଟେଷ୍ଟିଂ ପାଇଁ…

ସମ୍‌ ଅଲ୍ଟିମେଟ୍‌ କ୍ରୀଡା…

ଭୁବନେଶ୍ୱର: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରର ପ୍ରଥମ ସ୍ପୋର୍ଟ ମିଟ୍‌ ‘ସମ୍ମନ୍ୱୟ- ୨୦୨୩’ ବଡ଼ଦିନ ଅବସରରେ ସୋମବାର ଉଦ୍‌ଯାପିତ ହୋଇଥିବା ବେଳେ ଏହି ସ୍ପୋର୍ଟ୍ସ ମିଟ୍‌ରେ ଭାଗ ନେଇଥିବା ୧୦ଟି ଟିମ୍‌ ମଧ୍ୟରୁ ‘ନେବୁଲା ନୋମାଡ୍ସ’ ଟିମ୍‌ ଚାମ୍ପିଅନ୍‌ ହୋଇଛି। ‘ସମ୍ମମନ୍ୱୟ -୨୦୨୩’ର ଉଦ୍‌ଯାପନୀ…

କଳିଙ୍ଗନଗରରେ ଉଦ୍‌ଘାଟିତ ପୁଲିସ ଫାଣ୍ଡି

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର କ୍ୟାମ୍ପସ୍‌-୨ ନିକଟରେ ମଙ୍ଗଳବାର କମିଶନରେଟ୍‌ ପୁଲିସ୍‌ ପକ୍ଷରୁ କଳିଙ୍ଗନଗର ପୁଲିସ ଫାଣ୍ଡି ଉଦ୍‌ଘାଟିତ ହୋଇଯାଇଛି। ଦ୍ୱୈତ ନଗରୀରର ପୁଲିସ୍‌ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଏହି ଫାଣ୍ଡିର ଉଦ୍‌ଘାଟନ କରିଥିବା ବେଳେ ଏହି ଅବସରରେ ଆଡିସ୍‌ନାଲ୍‌…

ଭାରତୀୟ ନୌସେନାର ବଢ଼ିଲା ଶକ୍ତି; ସାମିଲ…

ଓଏଲ୍‌ ବ୍ୟୁରୋ: ଭାରତୀୟ ନୌସେନାକୁ ସଫଳତା ମିଳିଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଷ୍ଟିଲଥ ଗାଇଡେଡ ମିଜାଇଲ ବିଧ୍ୱଂସକ ଯୁଦ୍ଧ ଜାହାଜ ଆଇଏନଏସ ଇମ୍ଫାଲ ନୌସେନାରେ ସାମିଲ ହୋଇଛି। ଜଳପଥରେ ଏବେ ଚୀନ ଓ ପାକିସ୍ତାନକୁ କଡା ଜବାବ ଦେବାକୁ ପ୍ରସ୍ତୁତ ହୋଇଛି ଆଇଏନଏସ ଇମ୍ଫାଲ। ମୁମ୍ବାଇ ସ୍ଥିତ ନୌସେନାର…