Odisha Link
Bridging the Missing Links in Odisha
Yearly Archives

2023

ପୁଟିନଙ୍କୁ ଭେଟିଲେ ଭାରତର ବୈଦେଶିକ…

ଓଏଲ୍‌ ବ୍ୟୁରୋ: ରୁଷିଆ ରାଷ୍ଟ୍ରପତିଙ୍କୁ ଭେଟିଲେ ଭାରତର ବୈଦେଶିକ ମନ୍ତ୍ରୀ। କ୍ରେମଲିନ୍‌ରେ ପୁତିନ୍‌ ଓ ଜୟଶଙ୍କରଙ୍କ ମଧ୍ୟରେ ସାକ୍ଷାତକାର ହୋଇଛି। ରୁଷିଆ ରାଷ୍ଟ୍ରପତି ଭାରତର ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବା ସହ ମୋଦିଙ୍କୁ ରୁଷିଆ ଯିବା ପାଇଁ ନିମନ୍ତ୍ରଣ କଲେ। ଅର୍ଥନୈତିକ ବିକାଶ ଉପରେ ଦୁଇ ଦେଶର…

ଆଜି ୧୨ ଘଣ୍ଟିଆ ବରପାଲି ବନ୍ଦ; ବିଭିନ୍ନ…

ଓଏଲ୍‌ ବ୍ୟୁରୋ: ଆଜି ୧୨ ଘଣ୍ଟିଆ ବରପାଲି ବନ୍ଦ। ଜିଲ୍ଲା ମିଶ୍ରଣକୁ ବିରୋଧ କରି ୧୨ ଘଣ୍ଟିଆ ବରପାଲି ବନ୍ଦ କରାଯାଇଛି। ପଦ୍ମପୁର ଜିଲ୍ଲା ସହ ବରପାଲି ମିଶ୍ରଣକୁ ବିରୋଧ କରି ବନ୍ଦ ପାଳନ କରାଯାଉଛି। ବରପାଲି ଓକିଲ ସଂଘ ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବନ୍ଦ କରାଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ…

ଆହୁରି ସୁଗମ ହେବ ଗମନାଗମନ ବ୍ୟବସ୍ଥା:…

ଓଏଲ୍‌ ବ୍ୟୁରୋ: ଆହୁରି ସୁଗମ ହେବ ଗମନାଗମନ ବ୍ୟବସ୍ଥା। ଏଣିକି ଦେଢ ଘଣ୍ଟାରେ ରାଉରକେଲାରୁ ଯାଇହେବ କୋଲକତା। ରାଜ୍ୟ ସରକାରଙ୍କ ସହଯୋଗରେ ଆଜିଠୁ ରାଉରକେଲାରୁ କୋଲକତାକୁ ବିମାନ ସେବା ଆରମ୍ଭ ହେବ। ଅପରାହ୍ନ ସାଢେ ୩ଟା ସମୟରେ ରାଉରକେଲା ଵିମାନ ବନ୍ଦରରୁ କୋଲକାତା ଵିମାନ ଚଳାଚଳ ଆରମ୍ଭ ହେଵ। ସପ୍ତାହରେ ୩…

ଅନେକ ସ୍ଥାନରେ ଘନକୁହୁଡ଼ିର ଆସ୍ତରଣ;…

ଓଏଲ୍‌ ବ୍ୟୁରୋ: ବଢୁଛି ପାରଦ, କମୁଛି ଶୀତ। ଆଜି ସକାଳେ ବିଭିନ୍ନ ସ୍ଥାନରେ ଘନକୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ପାଣିପାଗ ବିଭାଗ ପକ୍ଷରୁ, ଗତକାଲି ସକାଳ ଯାଏ ୧୫ ଜିଲ୍ଲାକୁ ଘନ କୁହୁଡ଼ି ସମ୍ଭାବନା ରହିଥିବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସବୁ ଜିଲ୍ଲାପାଳଙ୍କୁ ଚିଠି ସ୍ବତନ୍ତ୍ର ରିଲିଫ…

ଅଧରାତିରେ ଭୁବନେଶ୍ବରରେ ଏନକାଉଣ୍ଟର,…

ଓଏଲ୍‌ ବ୍ୟୁରୋ: ଇଂରାଜୀ ନବବର୍ଷ ପୂର୍ବରୁ ସ୍ମାଟ ସିଟି ଭୁବନେଶ୍ବରରେ ଫୁଟିଲା ଗୁଳି। କୁଖ୍ୟାତ ଅପରାଧୀ ରଘୁ ବିଶ୍ବାଳକୁ ଏନକାଉଣ୍ଟର କରିଛି ଭୁବନେଶ୍ବର କମିଶନରେଟ୍‌ ପୁଲିସ। ପାଟ୍ରୋଲିଂ ସମୟରେ ରଘୁକୁ ପିଛା କରିଥିଲା ପୁଲିସ। ପ୍ରଥମେ ପୁଲିସ ଉପରକୁ ଗୁଳି କରିଥିଲା ରଘୁ। ପାଲଟା ଗୁଳିରେ ଅପରାଧୀ ରଘୁ…

ପରଲୋକରେ ଅଭିନେତା ସାଜିଦ ଖାନ, କର୍କଟ…

ଓଏଲ୍‌ ବ୍ୟୁରୋ: ପରଲୋକରେ ହିନ୍ଦୀ ସିନେମା ଜଗତର ଚର୍ଚ୍ଚିତ ଅଭିନେତା, ନିର୍ଦ୍ଦେଶକ ସାଜିଦ ଖାନ। ମଦର ଇଣ୍ଡିଆ ଚଳଚ୍ଚିତ୍ରରେ ଅଭିନୟ କରି ସାରା ଦେଶରେ ଚର୍ଚ୍ଚାରେ ରହିଥିଲେ। ଏହାପରେ ଅଭିନେତା 'ମାୟା' ଏବଂ 'ଦି ସିଙ୍ଗିଙ୍ଗ ଫିଲିପାଇନା' ଭଳି ଆନ୍ତର୍ଜାତୀୟ ଚଳଚ୍ଚିତ୍ରରେ ଅଭିନୟ କରି ନିଜର ଏକ ସ୍ୱତନ୍ତ୍ର…

ପ୍ରକାଶ ପାଇଲା ଓଜେଏସ୍‌ ପରୀକ୍ଷାଫଳ,…

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ଓଡ଼ିଶା ଜୁଡିସିଆଲ ସର୍ଭିସ୍‌ ପରୀକ୍ଷା ଫଳ। ମୋଟ ୫୫ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ୧୦ଜଣଙ୍କ ମଧ୍ୟରେ ୮ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ଶୁଶ୍ରିତା ମିଶ୍ର ଟପ୍ପର ହୋଇଛନ୍ତି। ଓଡ଼ିଶା ଲୋକସେବା ଆୟୋଗ (ଓପିଏସି) ଦ୍ବାରା ପରିଚାଳିତ ହୋଇଥିଲା ଓଜେଏସ୍‌ ପରୀକ୍ଷା।…

ଜାନୁଆରୀ ୬ରୁ ସର୍ବସାଧାରଣଙ୍କ ପାଇଁ…

ଓଏଲ୍‌ ବ୍ୟୁରୋ: ରଙ୍ଗ ବେରଙ୍ଗ ଫୁଲର ସମ୍ଭାରରେ ଝଲସିବ ରାଜଭବନ ଉଦ୍ୟାନ। ବିଭିନ୍ନ ପ୍ରକାରର ଫୁଲ, ଓ୍ବାଟର ଫାଉଣ୍ଟେନ୍,ମ୍ୟୁଜିକାଲ୍‌ ଫାଉଣ୍ଟେନ୍, ହରିଣ ପାର୍କ ଆଦିର ମଜା ନେଇ ପାରିବେ ସାଧାରଣ ଲୋକ। କାହିଁକିନା ସାଧାରଣ ଲୋକଙ୍କ ପାଇଁ ଜାନୁଆରୀ ୬ ତାରିଖରୁ ଖୋଲିବ ରାଜଭବନ ଉଦ୍ୟାନ। ଜାନୁଆରୀ ୬ରୁ ୨୦…

ଧାମନଗରରୁ ପାଣ୍ଡିଆନଙ୍କ ନିଶାନା,…

ଓଏଲ୍‌ ବ୍ୟୁରୋ: ବିଜୁ ଜନତା ଦଳର ନଜରରେ ମିଶନ୍‌ ୨୦୨୪। ୬ଷ୍ଠ ଥର ପାଇଁ ସିଂହାସନରେ ବସିବା ପାଇଁ ଆରମ୍ଭ କଲାଣି କସରତ। ଆଉ ଏହାର ମଙ୍ଗ ଧରିଛନ୍ତି ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀ ପାଣ୍ଡିଆନ୍‌ ରାଜ୍ୟର ବିଭିନ୍ନ…

ଆୟ ଠାରୁ ୧୫୩% ଅଧିକ ସମ୍ପତ୍ତି ଠୁଳ…

ଓଏଲ୍‌ ବ୍ୟୁରୋ: ଗିରଫ ହେଲେ ଇଡକୋ ସିଜିଏମ୍‌ ସରୋଜକାନ୍ତ ମିଶ୍ର। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ମଙ୍ଗଳବାର ଇଡକୋ ସିଜିଏମ ସରୋଜଙ୍କ ଶୈଳଶ୍ରୀବିହାର ଘର ସହ ମୋଟ ୭ଟି ଠିକଣାରେ ରେ ରେଡ୍ ହୋଇଥିଲା। ଗତକାଲିଠୁ ସରୋଜକାନ୍ତଙ୍କ ବିଭିନ୍ନ ଠିକଣାରେ ପ୍ରଥମେ…