Odisha Link
Bridging the Missing Links in Odisha

୬୯୪୪ ଜଣିଆ ତାଲିକରେ ଆପଣ ନାହାନ୍ତି!

ଭୁବନେଶ୍ବର: କରୋନାର ଦ୍ବିତୀୟ ଜୁଆରରେ ରାଜ୍ୟର ୧୫ ସରିକି ସାମ୍ବାଦିକ ପ୍ରାଣ ହରାଇବା ପରେ ଆଜି ସରକାରଙ୍କ ନିଦ ଭାଙ୍ଗିଛି। ରାଜ୍ୟର ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ କୋଭିଡ୍‌ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି। ଏ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆମେ ଅବଶ୍ୟ ଧନ୍ୟବାଦ ଦେବା। କିନ୍ତୁ ଏ ଘୋଷଣାରେ…

PHOTOS: ପାର୍କ ପାଲଟିଲା ଶ୍ମଶାନ

ନୂଆଦିଲ୍ଲୀ: ଗତବର୍ଷ କରୋନା ପ୍ରଥମ ତରଙ୍ଗ ଆସିବା ବେଳେ ସ୍ପେନ୍‌ ଆଉ ଇଟାଲିରେ କିଭଳି ସ୍ଥତି ଥିଲା ଟିକେ ମନେପକାନ୍ତୁ। ଶହଶହ ଶବ ଗଦା ହୋଇ ପଡ଼ିଥିଲା। କବର ଦେବା ପାଇଁ ସେସବୁ ଦେଶରେ ସ୍ଥାନ ଶେଷ ହୋଇଯିବାରୁ ଖେଳପଡ଼ିଆ, ପାର୍କ ଓ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନକୁ ଅସ୍ଥାୟୀ ଭାବେ କବରଖାନାରେ ପରିଣତ…

କୋଭିଡ୍‌ ରୋଗୀଙ୍କୁ ଠକି ୨ ଗିରଫ

ନୂଆଦିଲ୍ଲୀ: ରାଜଧାନୀରେ ଅମ୍ଳଜାନର ଅଭାବ ଗୁରୁତର ହୋଇଥିବା ବେଳେ ଏହାର ଫାଇଦା ନେଉଛନ୍ତି ଠକ। ଅକ୍ସିଜେନ୍‌ ପାଇଁ ବିକଳ ଲୋକଙ୍କୁ ଚଢ଼ାଦରରେ ନିଆଁଲିଭା ଗ୍ୟାସ୍‌ ବିକ୍ରି କରିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ। ସେମାନଙ୍କ ଠାରୁ ୫ଟି ଫାୟାର୍‌ ଏକ୍‌ଷ୍ଟିଙ୍ଗୁଇସର୍‌ ସିଲିଣ୍ଡର ଜବତ…

ନୟାଗଡ଼: କରୋନା ପଜିଟିଭ୍‌ ଜଣାପଡ଼ିବାରୁ…

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବଢ଼ିଚାଲିଥିବା ବେଳେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ-ସ୍ତ୍ରୀ ଉଭୟଙ୍କର ରିପୋର୍ଟ ପଜିଟିଭ୍‌ ଆସିବା ପରେ ଭୟ ଓ ବିଷାଦରେ ଆତ୍ମହତ୍ୟା କରିଛନ୍ତି ଗୋଟିଏ ଦମ୍ପତି। ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅଞ୍ଚଳରେ।…

ଶ୍ମଶାନରେ ମିଳିଲାନି ସ୍ଥାନ, ସାଇକେଲରେ…

ଯଉଁପୁର: ସାରା ଦେଶରେ କୋଭିଡ୍‌ର ଦ୍ବିତୀୟ ଲହର ବ୍ୟାପକ ହେଉତିବା ବେଳେ ପୁଣି ଆସିଛି ଏକ ଛାତିଥରା ଦୃଶ୍ୟ। କୋଭିଡ୍‌ ସଂକ୍ରମଣ ଭୟରେ ଗ୍ରାମବାସୀ ଜଣେ ମହିଳାଙ୍କ ମୃତଦେହକୁ ଗାଁ ମଶାଣିରେ ଦାହ କରିବାକୁ ମନା କରିବାରୁ ବାଧ୍ୟହୋଇ ବୃଦ୍ଧ ସ୍ବାମୀ ଏକା ଏକା ଶବସତ୍କାର କରିଛନ୍ତି। ନିଜ ସାଇକେଲରେ ବସ୍ତା ଭଳି…

କଥାଶିଳ୍ପୀ ମନୋଜ ଦାସଙ୍କ ପରଲୋକ

ପଣ୍ଡିଚେରୀ: ଭାରତୀୟ କଥା ସାହିତ୍ୟର ଅନ୍ୟତମ ଶିଖର ପୁରୁଷ, ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡ଼ିଆ ଲେଖକ ଶ୍ରୀ ମନୋଜ ଦାସ ଆଉ ନାହାନ୍ତି। ଏକ ବର୍ଷରୁ ଅଧିକ ସମୟ ଧରି ଦୁରାରୋଗ୍ୟରେ ପୀଡ଼ିତ ପ୍ରାଧ୍ୟାପକ ଦାସଙ୍କର ଆଜି ୮୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁରେ କେବଳ ଓଡ଼ିଆ ସାହିତ୍ୟରେ ନୁହେଁ,…

ସବୁ ଜିଲ୍ଲାରେ ହେବ ଅକ୍ସିଜେନ୍‌…

ନୂଆଦିଲ୍ଲୀ: ଦେଶର ସବୁ ଜିଲ୍ଲାରେ ଅମ୍ଲଜାନ ପ୍ରସ୍ତୁତି କାରଖାନା ରଖିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ପିଏମ୍‌-କେୟାର୍ସ ଫଣ୍ଡରୁ ଏଥିପାଇଁ ଅର୍ଥ ବ୍ୟୟ କରାଯିବ। ଦେଶ ସାରା ମୋଟ ୫୫୧ଟି ପ୍ଲାଣ୍ଟ ବସିବ। ଏହି ପ୍ଲାଣ୍ଟ୍‌ ସବୁକୁ ଯଥାସମ୍ଭବ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ପ୍ରଧାନମନ୍ତ୍ରୀ ମୋଦି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ବର: କୋଭିଡ୍‌ ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି। ରାଜ୍ୟର ସମସ୍ତଙ୍କୁ ମାଗଣା ଟିକା ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ରାଜ୍ୟର ୧୮ ବର୍ଷରୁ ଅଧିକ ବୟସର ୨ କୋଟି ଲୋକ ଉପକୃତ ହେବେ। ଏଥିପାଇଁ ମୋଟ ୨,୦୦୦କୋଟି ଟଙ୍କା ଖର୍ଚ୍ଚ…

ସାମ୍ବାଦିକ ଅମଜାଦ ବାଦଶାହଙ୍କ ଦେହାନ୍ତ

ଝାରସୁଗୁଡ଼ା: କରୋନାର କରାଳ ଗ୍ରହଣରେ ବଳିପଡ଼ିଛି ପୁଣି ଜଣେ ସାମ୍ବାଦିକଙ୍କର ଜୀବନ। ବରିଷ୍ଠ ସାମ୍ବାଦିକ ଅମଜାଦ ବାଦଶାହଙ୍କର ଆଜି ପରଲୋକ ହୋଇଯାଇଛି। ଦୁଇ ସପ୍ତାହରୁ ଅଧିକ ସମୟ ଧରି ସେ କୋଭିଡ୍‌ ପଜିଟିଭ୍‌ ଥିଲେ ଓ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଆଜି ପ୍ରାଣ ହରାଇଛନ୍ତି। ପ୍ରାୟ ୨…

ନକଲ ଧରାପଡ଼ିବା ପରେ ଅକଲ ଗୁଡ଼ୁମ

ଭୁବନେଶ୍ବର: ଅଶୋକ ପତିଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା 'ମୋନାଲସା' ଆଜି ସଂଧ୍ୟା ୬ଟା ୩୦ରେ ଜି-ସାର୍ଥକ୍‌ ଟିଭିରେ ମୁକ୍ତିଲାଭ କରିବାକୁ ଥିବାବେଳେ ଏହାକୁ ସ୍ଥଗିତ ରଖାଯାଇଛି। ସିନେମାଟି ଆଜି ମୁକ୍ତିଲାଭ କରୁନାହିଁ ବୋଲି ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ବିନା ଅନୁମତିରେ ଜାତୀୟ ପୁରସ୍କାରପ୍ରାପ୍ତ ଏକ…