Odisha Link
Bridging the Missing Links in Odisha

ଚିକିତ୍ସା ଅଭାବରୁ ଯୁବକ ମୃତ,…

ବଲାଙ୍ଗିର : ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି। ଚିକିତ୍ସା ଅବହେଳାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ପ୍ରକାଶ ଯେ, ଗତକାଲି ସଦର ଥାନା ଭୁର୍ଷିପାଲି ଗାଁର ୨୪ ବର୍ଷ ବୟସ୍କ ମିଟୁ ବେହେରା ଅସୁସ୍ଥ ହେବାରୁ ତାଙ୍କୁ ମେଡିସିନ ଓ୍ୱାର୍ଡରେ ଭର୍ତ୍ତି କରାଯାଇଥିଲା ।…

ଦାୟିତ୍ବହୀନତା ଯୋଗୁଁ ରେଲଓ୍ବେ ଅଧିକାରୀ…

ଭୋପାଳ : ଦାୟିତ୍ବହୀନତା ଯୋଗୁଁ ରେଲଓ୍ବେ ଅଧିକାରୀ ସସ୍‌ପେଣ୍ଡ। ପିଇବା ପାଣି ଟାଙ୍କିକୁ ଟଏଲେଟ୍‌ ପାଇପ୍‌ଲାଇନ୍‌ ସଂଯୋଗ ହୋଇଥିବା ଫଟୋ ଭାଇରାଲ ହେବାପରେ ସଂପୃକ୍ତ ରେଲଓ୍ବେ ​‌ଷ୍ଟେସନ୍‌ ମାଷ୍ଟରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପ୍ରକାଶ ଯେ, ମଧ୍ୟ ପ୍ରଦେଶର ଗାରୋଥ ରେଳ ଷ୍ଟେସନରେ…

ଗିରଫ ହୋଇଥିବା ୧୨୭ ଜଣଙ୍କୁ ନିର୍ଦ୍ଦୋଷରେ…

ସୁରଟ: ୨୦ ବର୍ଷ ପୂର୍ବେ ଗିରଫ ହୋଇଥିବା ୧୨୭ ଜଣଙ୍କୁ କୋର୍ଟ ନିର୍ଦ୍ଦୋଷରେ ମୁକ୍ତ କରିଦେଇଛନ୍ତି। ସେମାନଙ୍କୁ ସୁରଟର ବିଭିନ୍ନ ଅଞ୍ଚଳରୁ ପୁଲିସ ଗିରଫ କରିଥିଲା। ସନ୍ଦିଗ୍ଧ ଗତିବିଧି ଅଭିଯୋଗରେ ପୋଲିସ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ବିରୋଧରେ ଆବଶ୍ୟକ ପ୍ରମାଣ ଉପଲବ୍ଧ…

ପାୱାରପ୍ଲାଣ୍ଟ୍‌ ଇଣ୍ଡବରାତ୍‌ରେ…

ଇବ୍‌ଥର୍ମାଲ: ଅଚଳ ପାୱାରପ୍ଲାଣ୍ଟ୍‌ ଇଣ୍ଡବରାତ୍‌ରେ ଭୟଙ୍କର ଅଗ୍ନିକାଣ୍ଡ। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ସାହାଜବାହାଲର ଇଣ୍ଡବରାତ ପାଓ୍ବାରପ୍ଲାଣ୍ଟ୍‌ରେ ଅଗ୍ନିକାଣ୍ଡ ଲାଗିଥିବା ସୂଚନାମିଳିଛି। ପ୍ଲାଣ୍ଟ ଭିତରେ ଥିବା ବଡ଼ବଡ଼ ଗୁଳ୍ମ ଓ ଘାସ ଆଦି ହୁ ହୁ ହୋଇ ଜଳିବା ସହ କୋଇଲା ପରିଚାଳନା ପ୍ଲାଣ୍ଟରେ ଥିବା…

ଓଡ଼ିଶାର ସର୍ବାଙ୍ଗୀନ କଲ୍ୟାଣ ପାଇଁ କାମ…

ଭୁବନେଶ୍ୱର: ଆମେ କେବଳ ବିଧାୟକ କିମ୍ବା ସାଂସଦ ହେବା ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନରେ ଓଡ଼ିଶାର ସର୍ବାଙ୍ଗୀନ କଲ୍ୟାଣ ପାଇଁ କାର୍ଯ୍ୟକର୍ତ୍ତା ମାନେ ଏହାକୁ ଏକ ରାଜନୈତିକ ଲକ୍ଷ୍ୟ ଭାବରେ ନେଇ କାମ କରିବା ଦରକାର ବୋଲି ରବିବାର ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟ…

ଡାକ୍ତର ସୁଲେମାନଙ୍କ କୋରୋନା ରିପୋର୍ଟ…

ଭୁବନେଶ୍ୱର : କରୋନା ପଜିଟିଭ ରିପୋର୍ଟ ବାହାରିଥିବା ଡାକ୍ତରଙ୍କ ବିଭିନ୍ନ ପଦ୍ଧତିରେ ଆରଏମଆରସିରେ ହୋଇଥିବା ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିଛି । ଅବସରପ୍ରାପ୍ତ ଡାକ୍ତର ସୁଲେମାନଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି। ନମୁନା ସଂକ୍ରମିତ ହେବା କାରଣରୁ ରିପୋର୍ଟ ପଜିଟିଭ୍‌ ଆସିଥିବା ସନ୍ଦେହ…

ଭାରତର ସର୍ବଶ୍ରେଷ୍ଠ ଗୋପାଳକ ଭାବେ…

ନୂଆଦିଲ୍ଲୀ: ପୂର୍ବ ଭାରତର ସର୍ବଶ୍ରେଷ୍ଠ ଗୋପାଳକ ଭାବେ ସମ୍ମାନିତ ହେଲେ ମହେନ୍ଦ୍ର ସିଂ ଧୋନୀ। ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଏବେ ଚାଷ ଓ ପଶୁପାଳନ କ୍ଷେତ୍ରରେ ମନ ବଳାଇଛନ୍ତି। ଧୋନୀଙ୍କ ଅନୁପସ୍ଥିତିରେ ତାଙ୍କ କର୍ମଚାରୀ କୁନାଲ୍‍ ଗୌରବ ଝାଡ଼ଖଣ୍ଡ ବିଧାନସଭା ବାଚସ୍ପତି ରବିନ୍ଦ୍ରନାଥ…

୪୦୦ ଲିଟର ମହୁଲି ଜବତ, ୨ ଗିରଫ

ଭଦ୍ରକ : ସ୍ୱିଫ୍ଟ କାରରୁ ୪୦୦ ଲିଟର ମହୁଲି ଜବତ କଲା ଅବକାରୀ ବିଭାଗ। ପେଟ୍ରୋଲିଂ ସମୟରେ ଗାଡି ଅଟକାଇବାରୁ ଚୋରା ଚାଲାଣକାରୀ ଫେରାର ମାରିବାକୁ ଚେଷ୍ଟା କରିଥିଲେ। ଅବକାରୀ କର୍ମଚାରୀ ଗୋଡ଼ାଇ ଗୋଡ଼ାଇ ଦୁଇ ଜଣଙ୍କୁ ଧରିଥିବା ବେଳେ ଜଣେ ଫେରାର ହେବାରେ ସକ୍ଷମ ହୋଇଛି। ଜବତ ମଦର ଆନୁମାନିକ ମୂଲ୍ୟ ଦୁଇ…

କୋଟିଏ ଟଙ୍କାର ମାଲିକ ହୋଇ ମଧ୍ୟ…

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋର ସହରରେ ରମେଶ ଯାଦବ ନାମକ ଜଣେ ବ୍ୟକ୍ତି କୋଟିଏ ଟଙ୍କାର ମାଲିକ ହୋଇ ମଧ୍ୟ ରାସ୍ତାକଡ଼ରେ ମାଗୁଛନ୍ତି ଭିକ। ତାଙ୍କ ପାଖରେ ବଙ୍ଗଳା, ପ୍ଲଟ୍ ସହ ମୂଲ୍ୟବାନ ସମ୍ପତ୍ତିର ଅଭାବ ନାହିଁ। ତଥାପି ସେ ରାସ୍ତାକଡ଼ରେ ଭିକ ମାଗୁଛନ୍ତି । ପ୍ରକାଶ ଯେ, ରମେଶଙ୍କ ପରିବାର ଲୋକେ ଇନ୍ଦୋର…

କୋଳରେ ଛୁଆକୁ ଧରି ଟ୍ରାଫିକ ନିୟନ୍ତ୍ରଣ…

ଚଣ୍ଡିଗଡ: ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏକ ଭିଡ଼ିଓ। କୋଳରେ ଛୁଆକୁ ଧରି ରାସ୍ତା ଉପରେ ଡ୍ୟୁଟି କରୁଛନ୍ତି ଜଣେ ମହିଳା କନଷ୍ଟେବଳ। ଦେହରେ ୟୁନିଫର୍ମ କୋଳରେ ଛୁଆ। ସେ ମା’ ହେବା ସହ ନିଜ କର୍ତ୍ତବ୍ୟକୁ ମଧ୍ୟ ସେ ସମାନ ରୂପେ ପାଳନ କରୁଛନ୍ତି। ସେ ହେଲେ ଚଣ୍ଡିଗଡର ପୁଲିସ କନଷ୍ଟେବଳ…