Odisha Link
Bridging the Missing Links in Odisha

କିଡ୍‌ନୀ ଚୋରି: ଡାକ୍ତରଙ୍କ କିଡ୍‌ନୀ…

ଓଏଲ୍ ବ୍ୟୁରୋ: ନର୍ସିଂହୋମରୁ କିଡ୍‌ନୀ ଠକେଇ ଅଭିଯୋଗ। ଏଭଳି ଅଭିଯୋଗ ଆଣିଲେ ମୁଜାଫରପୁରର ସୁନୀତା ଦେବୀ। ଏହି ମହିଳାଙ୍କ ଉଭୟ କିଡ୍‌ନୀକୁ ଚଳିତ ବର୍ଷ ସେପ୍ଟେମ୍ବରରେ ସ୍ଥାନୀୟ ଏକ ଘରୋଇ ନର୍ସିଂହୋମରେ ଚୋରି କରାଯାଇଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଅଭିଯୋଗରେ କହିଛନ୍ତି ଡାକ୍ତରଙ୍କ କିଡ୍‌ନୀ ତାଙ୍କ…

କ୍ୟାପିଟାଲ ହସ୍ପିଟାଲର ସମୀକ୍ଷା କଲେ 5T…

ଓଏଲ୍ ବ୍ୟୁରୋ : ଚିକିତ୍ସାଳୟ ଭିତ୍ତିଭୂମି ସୁଦୃଢ ପାଇଁ ନୂତନ ପଦକ୍ଷେପ। ସକାଳ ପ୍ରାୟ ୫.୩୦ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 5T ସଚିବ ଶ୍ରୀଯୁକ୍ତ ଭି.କେ.ପାଣ୍ଡିଆନ କ୍ୟାପିଟାଲ ହସ୍ପିଟାଲର ପରିଦର୍ଶନରେ ଯାଇଥିଲେ । ସେ ଟ୍ରମା କେୟାର ଓ ମେଡିକାଲ କଲେଜର ଭିତ୍ତିଭୂମି ସମୀକ୍ଷା…

ଜଙ୍ଗଲରୁ ଉଦ୍ଧାର ହେଲା ନବଜାତ ଶିଶୁ

ଓଏଲ୍ ବ୍ୟୁରୋ : ସତରେ ମଣିଷ କଣ ନିଜର ମାନବିକତା ଭୁଲିଗଲାଣି ! ଝିଅ ଜନ୍ମ କଣ ଆଜିବି ବୋଝ । ନିଜ ଜନ୍ମକଲା ମା କିପରି ନିଜ କନ୍ୟା ସହ ଏପରି କରିପାରେ । ଟିଙ୍କବୀର ଜଙ୍ଗଲରୁ ଏକ ଦୁଃଖଦ ଘଟଣା । ଜଙ୍ଗଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର । ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଟିଙ୍କବୀର ଗ୍ରାମ୍ୟ ଜଙ୍ଗଲରୁ ଏକ…

ପଦ୍ମପୁର ଉପନିର୍ବାଚନ ପାଇଁ ବଦଳିଲା…

ଓଏଲ୍ ବ୍ୟୁରୋ : ପଦ୍ମପୁର ଉପନିର୍ବାଚନ ପାଇଁ ୩ ଦଳ ପାର୍ଥି ଘୋଷଣା କରିଦେଇଛି । ବିଜେଡିରୁ ବର୍ଷା ସିଂ ବରିହା , ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟଭୂଷଣ ପାର୍ଥି ଭାବେ ଘୋଷଣା ହୋଇସାରିଛି । ସେପଟେ ପଦମପୁର ଉପନିର୍ବାଚନ ପାଇଁ ମତଦାନ ଅବଧି ପରିବର୍ତ୍ତନ କରାଯାଇଛି। ପଦମପୁର ଉପନିର୍ବାଚନ…

ASO ମାମଲାର ଶୁଣାଣି ଶେଷ , ନୂଆ ମେରିଟ…

ଓଏଲ୍ ବ୍ୟୁରୋ : ଲାଗିରହିଥିବା ଆସିଷ୍ଟାଣ୍ଟ ସେକ୍ସନ ଅଫିସର ମାମଲାର ଶୁଣାଣି ଶେଷ । ଆବେଦନକୁ ଅଗ୍ରାହ୍ୟ ସହ ମାମଲାର ଅନ୍ତ ଘଟାଇଲେ ନ୍ୟାୟାଳୟ । ଓପିଏସସି ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ । କୋର୍ଟ ନୂଆ ମେରିଟ ଲିଷ୍ଟ ପ୍ରକାଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ଓଡିଶା ଲୋକସେବା ଆୟୋଗ ପକ୍ଷରୁ…

ଭିଜିଲାନ୍ସ ପଞ୍ଝାରେ ସରକାରୀ…

ଓଏଲ୍ ବ୍ୟୁରୋ : ଭିଜିଲାନ୍ସ ଜାଲରେ ସରକାରୀ କର୍ମୀ । ରୂପା ଗ୍ଲାସରେ ପାଣି ପିଉଥିଲେ ନାମିଦାମୀ ଘଣ୍ଟା ପିନ୍ଧୁଥିଲେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଭିଜିଲାନ୍ସ ଆୟ ବର୍ହିଭୁତ ସମ୍ପତି ଠୁଲ ଅଭିଯୋଗରେ ଚଢ଼ାଉ କରିଛି । ଭିଜିଲାନ୍ସ ଚଢାଉ ବେଳେ ନଗଦ ଟଙ୍କା ସହ ବିଭିନ୍ନ ରକମର ସୁନା ରୂପା ଅଳଙ୍କାର…

ଜାଲ୍ ବିଶ୍ଵବିଦ୍ୟାଳୟକୁ ରୋକିବ ଭାରତୀୟ…

ଓଏଲ୍ ବ୍ୟୁରୋ : ଶିକ୍ଷା ସବୁଠୁ ଉର୍ଦ୍ଧ୍ବରେ ହୋଇଥିବାବେଳେ ଜାଲ କାରବାର ମଧ୍ୟ ଶିକ୍ଷା କ୍ଷେତ୍ରରେ ଦେଖିବାକୁ ମିଳିଛି । ତଥ୍ୟ ଅନୁସାରେ ଉଚ୍ଚଶିକ୍ଷା କ୍ଷେତ୍ରକୁ ଅଧିକ ସଶକ୍ତ କରିବା ତଥା ଜାଲ୍ ବିଶ୍ବବିଦ୍ୟାଳୟକୁ ରୋକିବା ଲାଗି ଗଠିତ ହେବାକୁ ଯାଉଛି ଭାରତୀୟ ଉଚ୍ଚଶିକ୍ଷା କମିଶନ ବା HECI। ଏହା…

ଚିକିତ୍ସିତ ଅବସ୍ଥାରେ ସ୍ୱାମୀକୁ ଛାଡି…

ଓଏଲ୍ ବ୍ୟୁରୋ : କଟକ ମେଡିକାଲକୁ ସ୍ବାମୀଙ୍କ ଚିକିତ୍ସା ପାଇଁ ସ୍ତ୍ରୀ ସାଙ୍ଗରେ ଯାଇଥିଲେ । ହସ୍ପିଟାଲରେ ଟିକେଟ କରିବାକୁ ଯାଇଥିଲେ ସ୍ତ୍ରୀ ପରେ ନିଖୋଜ ହୋଇଥିବାର ଜଣା ପଡ଼ିଛି। ନିଖୋଜ ହୋଇଥିବା ମହିଳା ହେଉଛନ୍ତି କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତର ସୁମିତ୍ରା ସ୍ବାଇଁ । ଗତ ୭ ତାରିଖ ଦିନ ସ୍ବାମୀଙ୍କ…

ଅନ୍ଧବିଶ୍ୱାସରୁ ଭୟଙ୍କର ହତ୍ୟାକାଣ୍ଡ

ଓଏଲ୍ ବ୍ୟୁରୋ : ସତରେ କଣ ଅନ୍ଧବିଶ୍ୱାସ ଏବେ ବି ଅଛି ଦୁନିଆଁରେ । ଏକ ହତ୍ୟାକାଣ୍ଡରୁ ଅନ୍ଧବିଶ୍ବାସ କଥା ସାମ୍ନାକୁ ଆସିଥିବାବେଳେ ହତ୍ୟାକାଣ୍ଡର ମୁଖ୍ୟ କାରଣ ଗୁଣି ଗାରେଡି ବୋଲି ସନ୍ଦେହ କରାଯାଉଛି । ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଉଦଳା ଖୁଣ୍ଟା ଥାନା ଅଞ୍ଚଳରେ । ସାରଜମଡ଼ିହି ଗାଁର…

ରାଜୁ ଘିବେଲାଙ୍କୁ ବିଜେଡିର ଗୁରୁ ଦାଇତ୍ୱ

ଓଏଲ୍ ବ୍ୟୁରୋ : ଆସୁଛି ପଦ୍ମପୁର ଉପନିର୍ବାଚନ ବଢୁଛି ରାଜନୈତିକ ଉଷ୍ମତା। ବିଜେପି ପଦ୍ମପୁର ପାଇଁ ପ୍ରଦୀପ ପୁରୋହିତଙ୍କୁ ନିଜର ପ୍ରାର୍ଥୀ ଘୋଷଣା କରିଥିବାବେଳେ ଏପର୍ଯ୍ୟନ୍ତ କଂଗ୍ରେସ ଓ ବିଜେଡି ପାର୍ଥି ସ୍ଥିର କରିନାହାନ୍ତି । ଗତ କିଛି ଦିନ ତଳେ ବିଜେଡିରେ ସାମିଲ ହୋଇଥିଲେ ସ୍ୱାଧୀନ ପାର୍ଥି ରାଜୁ…