Odisha Link
Bridging the Missing Links in Odisha

କେଜରିୱାଲଙ୍କ ଜାମିନ ମାମଲାର ଶୁଣାଣି…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗିରଫ ହୋଇ ଜେଲରେ ଦିନ କାଟୁଛନ୍ତି। ଇଡି ରିମାଣ୍ଡ ସରିବା ପରେ ଜେଲରେ ଦିନ କାଟୁଛନ୍ତି କେଜରିୱାଲ। ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜରିୱାଲ ନ୍ୟାୟିକ ହେପାଜତରେ ରହିଛନ୍ତି। ତେବେ ମାମଲାରେ ଅରବିନ୍ଦ କେଜରିୱାଲଙ୍କୁ ଏଯାବତ ଜାମିନ…

ନିର୍ବାଚନ ପର୍ବରେ ପ୍ରେରଣାର ଉତ୍ସ;…

ଓଏଲ୍‌ ବ୍ୟୁରୋ: ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଜାରି ରହିଛି। ମତଦାନ କରୁଛନ୍ତି ଦେଶବାସୀ। ଏହାରି ମଧ୍ୟରେ ଗୁଜରାଟରୁ ଏକ ପ୍ରରଣାଦାୟି ଖବର ସାମ୍ନାକୁ ଆସିଛି। ଏକ ମତଦାନ କେନ୍ଦ୍ରରେ ଭୋଟର ପାଇଁ ପ୍ରେରଣା ପାଇଁ ପାଲଟିଛନ୍ତି ଅଙ୍କିତ ସୋନି। ହାତ ନଥାଇ ମଧ୍ୟ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି।…

ହେଭିଓ୍ବେଟ୍‌ଙ୍କ ପ୍ରଚାର; ଗୋଟିଏ…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ଏହାରି ମଧ୍ୟରେ କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡ଼ିଶା ଗସ୍ତ ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହଙ୍କ ପରେ…

ନକଲି ନିଟ୍‌ ପରୀକ୍ଷାର୍ଥୀ ଗିରଫ; ୧୦…

ଓଏଲ୍‌ ବ୍ୟୁରୋ: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ନିଟ୍‌‌ ୟୁଜି ପରୀକ୍ଷା ଅନୁଷ୍ଠିତ ହୋଇଛି। ତେବେ ପରୀକ୍ଷା ସରିବା ପରେ ନିଟ୍‌ ପରୀକ୍ଷା ଦେଇଥିବା ନକଲି ପରୀକ୍ଷାର୍ଥୀ ସହ ୩ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲପୁର ସ୍ଥିତ ସେଣ୍ଟରରୁ ଧରାପଡ଼ିବା ପରେ ଗିରଫ।…

ଆସନ୍ତା ୧୦ରେ ଓଡ଼ିଶା ଆସିବେ ମୋଦି;…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ ନାମାଙ୍କନ ପର୍ବ ଜାରି ରହିଛି। ଏହି କ୍ରମରେ ପୁଣି…

ହାଇକୋର୍ଟଙ୍କ ବଡ଼ ରାୟ; ଏଣିକି ସବୁଠି…

ଓଏଲ୍‌ ବ୍ୟୁରୋ: ଏଣିକି ପ୍ରମାଣପତ୍ର ଭାବେ ସବୁଠି ବ୍ୟବହାର ହୋଇପାରିବ ମାଟ୍ରିକ ସାର୍ଟିଫିକେଟ। ଜଣଙ୍କର ମାଟ୍ରିକ ପାସ୍ ପ୍ରମାଣପତ୍ରରେ ଉଲ୍ଲେଖ ରହିଥିବା ଜନ୍ମ ତାରିଖ ପ୍ରତ୍ୟେକ କ୍ଷେତ୍ରରେ ଜନ୍ମ ତାରିଖ ଭାବେ ପ୍ରଯୁଜ୍ୟ ହୋଇ ପାରିବ। ଆବେଦନକାରୀଙ୍କ ସର୍ଭିସ ବୁକରେ ସଂଲଗ୍ନ ରହିଥିବା ବାର୍ଷିକ…

କନ୍ଧମାଳରେ କଡ଼ା ଟକ୍କର; କାହାକୁ ଭରସା…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ ନାମାଙ୍କନ ପର୍ବ ଜାରି ରହିଛି। ବିଜେଡି, ବିଜେପି ପରେ…

ତାତିରୁ ମିଳିଲା ତ୍ରାହି, ରାଜ୍ୟର…

ଓଏଲ୍‌ ବ୍ୟୁରୋ: ଅସହ୍ୟ ତାତିରୁ ମିଳିଛି ତ୍ରାହି। ନିର୍ବାଚନୀ ତାତି ମଧ୍ୟରେ ପାଗରେ ପରିବର୍ତ୍ତନ ଆସିଛି। ଉପାନ୍ତରୁ ଉପକୂଳ ସବୁଠି ଗ୍ରୀଷ୍ମପ୍ରବାହ ରାଜ୍‌ କରୁଥିବାବେଳେ ହଠାତ କାଳବୈଶାଖୀର ପ୍ରଭାବ ଅସହ୍ୟ ତାତିରୁ ମୁକ୍ତି ଦେଇଛି। ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୪୦ ଡିଗ୍ରୀ…

ଶେରଗଡ଼ରେ ପାଣ୍ଡିଆନଙ୍କ ପ୍ରଚାର;…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ଏସବୁ ମଧ୍ୟରେ ଆଜି ସକାଳୁ ଭି.କେ ପାଣ୍ଡିଆନ୍ ଗୋପାଳପୁର ନିକଟରେ ଥିବା ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର ମନ୍ଦିରର ରୂପାନ୍ତରଣ କାର୍ଯ୍ୟର…

ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ମତଦାନ ପାଇଁ…

ଓଏଲ୍‌ ବ୍ୟୁରୋ: ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଏହାର ସମୟ ସୀମା ରହିଛି। କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଆଦି ୬ ଲୋକସଭା ଆସନରେ…