Odisha Link
Bridging the Missing Links in Odisha

କାଲି କଟକରେ ଦିନ ୨ଟା ପରେ ସମସ୍ତ…

ଓଏଲ୍‌ ବ୍ୟୁରୋ : ଆସନ୍ତା ଜାନୁଆରୀ ୧୩ରେ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ। ଯାହାକୁ ନେଇ ଆସନ୍ତା କାଲି ହକି ବିଶ୍ୱକପ ଉଦ୍ଘାଟନୀ ଉତ୍ସବ। କଟକ ବାରବାଟୀରେ ହେବାକୁ ଥିବା ଉଦ୍ଘାଟନୀ ଉତ୍ସବର ଭିଡକୁ ନଜରରେ ରଖି କାଲି କଟକରେ ଦିନ ୨ଟା ପରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ନେଇ ସୂଚନା ମିଳିଛି।…

‘ହକି ବିଶ୍ୱକପକୁ ନେଇ ସ୍ୱାସ୍ଥ୍ୟ…

ଓଏଲ୍‌ ବ୍ୟୁରୋ : ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ। ଯାହାକୁ ନେଇ ହକି ପ୍ରେମୀଙ୍କ ମନରେ ଉତ୍ସାହ ଦେଖାଦେଇଛି। ସରକାର ହକି ବିଶ୍ୱକପକୁ ନେଇ ବ୍ୟାପକ ପ୍ରସ୍ତୁତି ଜାରି କରିଛନ୍ତି। ତେବେ ଜାନୁଆରୀ ୧୩ରେ ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ନିଜର ମତ…

ନିରାମୟ କେନ୍ଦ୍ରରେ ଅବ୍ୟବସ୍ଥା,…

ଓଏଲ୍‌ ବ୍ୟୁରୋ : ଚିକିତ୍ସା କ୍ଷେତ୍ରରେ ଦେଖା ଦେଇଛି ଅବ୍ୟବସ୍ଥା। ନିରାମୟ କେନ୍ଦ୍ରରେ ରୋଗୀଙ୍କୁ ଔଷଧ ଦେବାରେ ଅବହେଳା ଦେଖା ଦେଇଛି। ବ୍ରହ୍ମପୁର ଏମ୍‌କେସିଜି ଡାକ୍ତରଖାନରେ ଥିବା ନିରାମୟ କେନ୍ଦ୍ରର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦୋକାନ ଭିତରେ ନିଦରେ ଶୋଇ ପଡ଼ିଛନ୍ତି ନିରାମୟ ଔଷଧ…

ଯୋଶୀମଠ ଭୂସ୍ଖଳନକୁ ନେଇ ଜରୁରୀ ଶୁଣାଣି…

ଓଏଲ୍‌ ବ୍ୟୁରୋ : ଉତ୍ତରାଖଣ୍ଡ ସ୍ଥିତ ଯୋଶୀମଠ ଅଂଚଳର ବିପଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଜମି ଧସିବା କାରଣରୁ ଘର ଓ ରାସ୍ତାଘାଟ ଫାଟି ଆଁ କରି ସାରିଲାଣି। ଅନେକ ଘର ଭୁଶୁଡିଗଲାଣି। ଏଭଳି ସ୍ଥିତି ପାଇଁ ଏହି ସ୍ଥାନର ବିପଦ ଆହୁରି ବଢ଼ିବାରେ ଲାଗିଛି। ଏହାକୁ ସାମ୍ନାରେ ରଖି ଯୋଶୀମଠର ସାଧୁ…

‘ଜାନୁଆରୀ ଶେଷ ସୁଦ୍ଧା ସମ୍ପତି…

ଓଏଲ୍‌ ବ୍ୟୁରୋ : କୃଷି ବିଭାଗର କର୍ମଚାରୀଙ୍କୁ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶ। ଚଳିତ ମାସ ଜାନୁଆରୀ ଶେଷ ସୁଦ୍ଧା ନିଜ ସମ୍ପତ୍ତି ତାଲିକା ଦାଖଲ କର। ନଚେତ ଫେବୃଆରୀର ଦରମା ବନ୍ଦ ହେବ ବୋଲି କୃଷି ବିଭାଗର କର୍ମଚାରୀଙ୍କୁ ଚେତାବନୀ ଦେଇଛି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ।…

ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣି

ଓଏଲ୍‌ ବ୍ୟୁରୋ : ଭିଜିଲାନ୍ସ ଜାଲରେ ସରକାରୀ ସରକାରୀ କର୍ମଚାରୀ। ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଳାନ୍ସର ଚଢ଼ାଉ। ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ କର୍ମଚାରୀ ଜଣକ ହେଲେ କନିଷ୍ଠ କିରାଣି ନନ୍ଦୀ କିଶୋର ନାଥ। କନିଷ୍ଠ କିରାଣି ଭାବେ ସେ ରାଉରକେଲା ଆରଡବ୍ଲୁ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ…

ଅର୍ଚ୍ଚନା ନାଗ ମାମଲା : ଚାର୍ଜସିଟ୍ ଦାଖଲ…

ଓଏଲ୍‌ ବ୍ୟୁରୋ : ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାକୁ ନେଇ ଭୁବନେଶ୍ୱର ସେସନ୍ସ କୋର୍ଟରେ ଇଡି ପ୍ରଥମ ପର୍ଯ୍ୟାୟ ଚାର୍ଜସିଟ୍ ଦାଖଲ କରିସାରିଛି। ପୂର୍ବରୁ କୁହାଯାଉଥିଲା ୧୩ଶହ ପୃଷ୍ଠା ସମ୍ବଳିତ ଚାର୍ଜସିଟ ଦାଖଲ କରିବ ଇଡି। ବର୍ତ୍ତମାନ ଇଡି ୨୨୪୧ ପୃଷ୍ଠା ସମ୍ବଳିତ ଚାର୍ଜସିଟ ଦାଖଲ…

ଜଳିଗଲା ଉତ୍ତରପ୍ରଦେଶରୁ ଆସିଥିବା…

ଓଏଲ୍‌ ବ୍ୟୁରୋ : ପୁରୀ ସତ୍ୟବାଦୀ ସାକ୍ଷୀଗୋପାଳ ମନ୍ଦିର ପଛପଟେ ବସ୍ ଜଳିଯାଇଥିବା ସୂଚନା। ପର୍ଯ୍ୟଟକ ଆସିଥିବା ବସ୍ ପଛପଟେ ରୋଷେଇ ଚାଲିଥିବାବେଳେ ବସରେ ନିଆଁ ଲାଗିଥିବା ଜଣା ପଡିଛି। ତେବେ ନିଆଁରେ ଜଳି ଯାଇଥିବା ବସ୍, ପର୍ଯ୍ୟଟକଙ୍କୁ ନେଇ ଉତ୍ତରପ୍ରଦେଶରୁ ଶ୍ରୀକ୍ଷେତ୍ର ଅଭିମୁଖେ ଜଗା ଦର୍ଶନ ପାଇଁ…

ଅବସର ନେବେ ବିଜୟ ମହାପାତ୍ର, ନୂଆ ଦଳରୁ…

ଓଏଲ୍‌ ବ୍ୟୁରୋ : ସାଧାରଣ ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନକୁ ଆଉ ବର୍ଷେରୁ ଅଧିକ ସମୟ ବାକି ଥିବା ବେଳେ ଏବେଠୁ ରାଜ୍ୟ ରାଜନୀତି ସରଗରମ। କିଏ ପାଇବ ଟିକେଟ, କାହାକୁ ନୂଆ ଚେହେରା କରିବ ଦଳ ଏଭଳି ଚର୍ଚ୍ଚା ସମସ୍ତ ରାଜନୈତିକ ଦଳ ମଧ୍ୟରେ ଲିଛି ଆଲୋଚନା। ଏସବୁ ମଧ୍ୟରେ ଭେଟରାନ୍‌ ରାଜନେତା ବିଜୟ…

ଅଟୋ ସହ ପିକ୍ଅପ୍ ଭ୍ୟାନ ଧକ୍କା, ୩ ମୃତ…

ଓଏଲ୍‌ ବ୍ୟୁରୋ : ଅଟୋ ସହ ପିକ୍ଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା ହୋଇଥିବା ଖବର ସାମ୍ନାକୁ ଆସିଛି। ଅଟୋ ସହ ପିକ୍ଅପ୍ ଭ୍ୟାନ ଧକ୍କା ହେବା ଦ୍ୱାରା ଅଟୋରେ ଥିବା ୩ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବାରିପଦା-ଦେଉଳି ରାସ୍ତାର ସିନାଧୁଆ ଛକରେ। ଏହି ସଡ଼କ ଦୁର୍ଘଟଣାର ସମ୍ମୁଖୀନ…