Odisha Link
Bridging the Missing Links in Odisha

ଟ୍ରକ ସହ ସ୍କର୍ପିଓ ଧକ୍କା, ଦୁର୍ଘଟଣାରେ…

ଓଏଲ୍‌ ବ୍ୟୁରୋ : ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ ପଛକୁ ସ୍କର୍ପିଓ ପିଟିଥିବା ଖବର ସାମ୍ନାକୁ ଆସିଛି। ଟ୍ରକ ସହ ସ୍କର୍ପିଓ ଧକ୍କା ହେବା ଦ୍ୱାରା ଦୁର୍ଘଟଣାରେ ସମ୍ମୁଖୀନ ହୋଇ ୨ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର- ସମ୍ବଲପୁର ଏନ୍ଏଚ୍-୨୬ ରାସ୍ତାରେ। ତେବେ ଏହି…

ସ୍କୁଲ ବସ୍ ଦୁର୍ଘଟଣା, ୧୫ରୁ ଉର୍ଦ୍ଧ୍ଵ…

ଓଏଲ୍‌ ବ୍ୟୁରୋ : ଗଛରେ ପିଟି ହେଲା ସ୍କୁଲ ବସ୍ ଏବଂ ଦୁର୍ଘଟଣାରେ ଆହତ ହୋଇଛନ୍ତି ୧୫ ଜଣ ଛାତ୍ରଛାତ୍ରୀ। ଏହି ବସରେ ଷଷ୍ଠରୁ ଦଶମ ପର୍ଯ୍ୟନ୍ତ ପ୍ରାୟ ୪୦ ପିଲାଙ୍କୁ ନେଇ ଯାଉଥିବାବେଳେ ବସ୍ ଦୁର୍ଘଟଣା ହୋଇଛି। ତେବେ ଏହି ଅଭାବନୀୟ ଦୁର୍ଘଟଣା ଘଟିଛି ଉମରକୋଟରେ। ସ୍କୁଲ ବସ୍ ଚନ୍ଦାହାଣ୍ଡି ଫାଟକି ଗାଁର…

ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌…

ଓଏଲ୍‌ ବ୍ୟୁରୋ : ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନଥିଲେ ଗାଡି ଚାଳକଙ୍କୁ ଦେବାକୁ ପଡିବ ଜୋରିମାନା। ଚଳିତ ମାସ ୧୫ ତାରିଖରୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ପ୍ଲେଟ୍‌ (ଏଚ୍‌ଏସ୍‌ଆରପି)କୁ ନେଇ ନିୟମ କଡାକଡି କରିଛନ୍ତି ପରିବହନ ବିଭାଗ। ସୂଚନା ଅନୁସାରେ ଯେଉଁ ଗାଡ଼ିର ଶେଷ ନମ୍ବର…

ଓଡ଼ିଶା ଆସିବ ବିଜୁ ବାବୁଙ୍କ ପ୍ରିୟ…

ଓଏଲ୍‌ ବ୍ୟୁରୋ : କୋଲକାତା ବିମାନବନ୍ଦରରୁ ଭୁବନେଶ୍ୱରକୁ ଆସିବାକୁ ଯାଉଛି ବିଜୁ ବାବୁଙ୍କ ପ୍ରିୟ ଡାକୋଟା ବିମାନ। ତେବେ ଏହି ବିମାନବନ୍ଦରକୁ ଓଡ଼ିଶାକୁ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଏଥିରେ ୪ଜଣ ଇଂଜିନିୟର ଡାକୋଟାର ଯନ୍ତ୍ରାଂଶ ଖୋଲୁଥିବା ଜଣା ପଡିଛି। ଡାକୋଟା ବିମାନକୁ ଓଡ଼ିଶାକୁ…

ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟ ରେଞ୍ଜ୍…

ଓଏଲ୍‌ ବ୍ୟୁରୋ : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ କର୍ମଚାରୀ। ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି। ଭିଜିଲାନ୍ସ ପଞ୍ଝାରେ ପଡିଥିବା ସରକାରୀ କର୍ମଚାରୀ ଜଣକ ହେଲେ ସୁନ୍ଦରଗଡ଼ ଜିଲ୍ଲା ଉଜ୍ଜ୍ୱଳପୁର ଫରେଷ୍ଟ ରେଞ୍ଜ୍ ଅଫିସର ସଂଗ୍ରାମ ମଣିହିରା। ତେବେ ଫରେଷ୍ଟ ରେଞ୍ଜ୍…

ଓସ୍କାର ଆୱାର୍ଡ ତାଲିକାରେ ଭାରତୀୟ…

ଓଏଲ୍‌ ବ୍ୟୁରୋ : ଆସନ୍ତା ୨୦୨୩ ମାର୍ଚ୍ଚ ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ୯୫ତମ ଓସ୍କାର ଆୱାର୍ଡ। ଯାହାକୁ ନେଇ ଓସ୍କାର ଆୱାର୍ଡ ତାଲିକାଭୁକ୍ତ ହୋଇଥିବା ଚଳଚ୍ଚିତ୍ରର ନିର୍ମାତାମାନେ ବେଶ ଆନନ୍ଦ ଥିବା ଜଣା ପଡିଛି। ଖୁସିର କଥା ହେଉଛି ଏହି ଓସ୍କାର ପୁରସ୍କାର ପାଇଁ ଭାରତର ୪ ସିନେମା ମନୋନୀତ…

ମାଷ୍ଟର ବ୍ଲାଷ୍ଟରଙ୍କୁ ପଛରେ ପକାଇଲେ…

ଓଏଲ୍‌ ବ୍ୟୁରୋ : ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଦମଦାର ବ୍ୟାଟିଂ କରିଛି ଟିମ୍‌ ଇଣ୍ଡିଆ। ରନ୍‌ ମେସିନ୍‌ ବିରାଟ କୋହଲି ୭୩ ତମ ଶତକୀୟ ଇନିଂସ୍‌ ଖେଳିଛନ୍ତି। ଦିନିକିଆ କ୍ୟାରିୟର ୪୫ ଶତକ ମାରିଛନ୍ତି ବିରାଟ। ଏଥିସହିତ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଏକ ରେକର୍ଡ ଭାଙ୍ଗିଥିବା ବେଳେ ଏକ…

ଆସନ୍ତାକାଲି ଜଗା ଦର୍ଶନ ବନ୍ଦ

ଓଏଲ୍‌ ବ୍ୟୁରୋ : ଆସନ୍ତାକାଲି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି। ପ୍ରତିବର୍ଷ ମାଘ-କୃଷ୍ଣ ଚତୁର୍ଥୀ ତିଥିରେ ଅନୁଷ୍ଠିତ ହୁଏ ଶ୍ରୀଜିଉଙ୍କ ବନକଲାଗି ନୀତି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିଥାଏ। ଏହି ନୀତିରେ ଶୀବିଗ୍ରହଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇଥାଏ।…

ବିଜୁ ସ୍ବାସ୍ଥ୍ୟ କାର୍ଡ ସାଜିଥିଲା ଠକେଇର…

ଓଏଲ୍‌ ବ୍ୟୁରୋ : ଚିକିତ୍ସା କ୍ଷେତ୍ରରେ ଉନ୍ନତି ଆଣିବା ସହ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ। ବର୍ତ୍ତମାନ କିନ୍ତୁ ସ୍ମାର୍ଟ କାର୍ଡକୁ ନେଇ ଦୁର୍ବ୍ୟବହାର କରାଯାଉଥିବା ଖବର ସାମ୍ନାକୁ ଆସିଛି।…

ବାପା ନେଲା ନିଜ ଝିଅର ଜୀବନ

ଓଏଲ୍‌ ବ୍ୟୁରୋ : ନିଜ ଜନ୍ମ କଲା ଝିଅର ହତ୍ୟାକାରୀ ସାଜିଲା ବାପା। ଦ୍ୱିତୀୟ ସ୍ତ୍ରୀ କଥାରେ ପଡି ନିଜ ଝିଅକୁ ପୋଡି ମାରିଦେଲା ଜନ୍ମ କଲା ବାପା। କଲେଜ ପଢୁଆ ଝିଅକୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ମୃତ ଦେହକୁ ପୋଡି ପାଉଁଶକୁ ବି ଗାୟବ କରିଦେଇଥିବା ଜଣା ପଡିଛି। ଏହି ଅମାନବୀୟ ଘଟଣା…