କଂଗ୍ରେସମୁକ୍ତ ହେଉଛି କି ଭାରତ?
ଶୁଭ୍ରାଂଶୁ ପଣ୍ଡା
ପଶ୍ଚିମବଙ୍ଗରେ ବିଜେପିର ବଙ୍ଗଦଖଲ ସ୍ବପ୍ନକୁ ଧୂଳିସାତ କରି ତୃଣମୂଳ କଂଗ୍ରେସ୍ ଏଥର ବହୁମତ ପାଇଥିବାରୁ ରାହୁଳ ଗାନ୍ଧୀ ମମତା ବାନାର୍ଜୀଙ୍କୁ ବଧେଇ ଦେଇଛନ୍ତି। ତେବେ ନିଜ ଦଳ କଂଗ୍ରେସର ଶୋଚନୀୟ ପରାଜୟ ନେଇ ଶ୍ରୀ ଗାନ୍ଧୀଙ୍କର ସାମାନ୍ୟ ଅନୁଶୋଚନା ନାହିଁ। ଶତ୍ରୁର ପରାଜୟକୁ ନିଜର…