Browsing Category
ମନୋରଂଜନ
ପରିବାର ଅଦାଲତରେ ଅନୁଭବ-ବର୍ଷା ହାଜର
ଓଏଲ୍ ବ୍ୟୁରୋ: କଟକସ୍ଥିତ ପରିବାର ଅଦାଲତରେ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଦୁହିଁ ଷ୍ଟାର ଯୋଡ଼ିଙ୍କ ମଧ୍ୟରେ ଲାଗି ରହିଥିବା ପାରିବାରିକ ମାମଲା ତଥା ଛାଡ଼ପତ୍ର ମାମଲାରେ ଆଜି ଉଭୟ କୋର୍ଟରେ ହାଜର ହୋଇଛନ୍ତି। ଶେଷଥର ପାଇଁ ଆଜି ବର୍ଷାଙ୍କ ବୟାନ ରେକର୍ଡ କରାଯିବ। ଆବେଦନର…
ଅନୁଭବ-ବର୍ଷା ପାରିବାରିକ ବିବାଦ: ୩ ମାସ…
ଓଏଲ୍ ବ୍ୟୁରୋ: ଓଡ଼ିଆ ସିନେ ଜଗତର ଏକଦା ଷ୍ଟାର ଯୋଡ଼ି ଥିବା ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ। ଅଭିନେତାରୁ ନେତା ବନିଥିବା ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ଆବେଦନର ଶୁଣାଣି ଶୀଘ୍ର ଶେଷ କରିବାକୁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏପରିକି…
ପୁଣି ଟିଭି ପରଦାରେ ଦେଖିବାକୁ ମିଳିବ…
ଓଏଲ୍ ବ୍ୟୁରୋ: ରାମାୟଣ ପ୍ରେମୀଙ୍କ ପାଇଁ ଖୁସି ଖବର। ପୁଣି ଥରେ ଟିଭି ପରଦାକୁ ଆସିବ ରାମାନନ୍ଦ ସାଗରଙ୍କ 'ରାମାୟଣ'। ଚଳଚ୍ଚିତ୍ର 'ଆଦିପୁରୁଷ'କୁ ନେଇ ଚର୍ଚ୍ଚା ହେଉଥିବାବେଳେ ରାମାନନ୍ଦ ସାଗରଙ୍କ ରାମାୟଣ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ‘ରାମାୟଣ’ ଅତୀତରେ ଦୂରଦର୍ଶନରେ ପ୍ରକାଶିତ ହୋଇ ଅନେକ…
ଉତ୍ତମ ମହାନ୍ତିଙ୍କ ଏକମାତ୍ର ହିନ୍ଦୀ…
ଓଏଲ୍ ବ୍ୟୁରୋ: ଓଲିଉଡ ଅଭିନେତା ଉତ୍ତମ ମହାନ୍ତି ଓଡ଼ିଆ ସିନେ ଜଗତକୁ ଅନେକ ଚଳଚ୍ଚିତ୍ର ଭେଟି ଦେଇଛନ୍ତି। ପାଖାପାଖି ୧୩୫ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ରରେ ସେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି। ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ସେ ତାଙ୍କର ଏକ ସ୍ବତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି। କେବଳ ଓଡ଼ିଆ ନୁହଁ ୩୫ ଟି…
ପ୍ରଯୋଜକ ଟୁଟୁ ନାୟକଙ୍କ ବିରୁଦ୍ଧରେ…
ଓଏଲ୍ ବ୍ୟୁରୋ: ଓଡ଼ିଆ ସିନେମା ଜଗତରେ ପୁଣିଥରେ ଉଠିଲା କାଷ୍ଟିଂ କାଉଚ୍ ଝଡ଼ । ଜଣାଶୁଣା ଚଳଚ୍ଚିତ୍ର ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଚୁଲବୁଲି ନାୟିକା ପ୍ରକୃତି ମିଶ୍ର। ଟୁଟୁ ନାୟକଙ୍କ ନାମ ନେଇ ସିଧାସଳଖ କାଷ୍ଟିଂ କାଉଚ୍ ଅଭିଯୋଗ ଆଣିଛନ୍ତି ପ୍ରକୃତି…
‘ଆଦିପୁରୁଷ’ର ପୁରା…
ଓଏଲ୍ ବ୍ୟୁରୋ: ଆଗାମୀ ଜୁନ୍ ୧୬ରେ ରିଲିଜ୍ ହେବାକୁ ଯାଉଛି 'ଆଦିପୁରୁଷ'। ଓମ୍ ରାଉତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ରାମାୟଣ ଉପରେ ଆଧାରିତ ପ୍ରଭାସଙ୍କ ଏହି ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ଫିଲ୍ମ ରିଲିଜ୍ ହେବାର କିଛି ଦିନ ପୂର୍ବରୁ ନିଷ୍ପତ୍ତି ନିଆଯାଇଛି ଯେ ଏହି…
ମୁକ୍ତିଲାଭ କଲା ଫିଲ୍ମ ଆଦିପୁରୁଷର ସଂଗୀତ…
ଓଏଲ୍ ବ୍ୟୁରୋ: ମୁକ୍ତିଲାଭ କଲା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଆଦିପୁରୁଷ’ର ସଂଗୀତ 'ରାମ ସିୟା ରାମ'। ପୂର୍ବରୁ 'ଜୟ ଶ୍ରୀ ରାମ' ସଂଗୀତ ମୁକ୍ତିଲାଭ କରିଥିଲା, ଯାହାକୁ ଦର୍ଶକ ଅନେକ ଭଲ ପାଇବା ଦେଇଛନ୍ତି। ମେ ୯ରେ ଚଳଚ୍ଚିତ୍ର ‘ଆଦିପୁରୁଷ’ର ଟ୍ରେଲର ରିଲିଜ ହୋଇଥିଲା। ରାମାୟଣର କାହାଣୀକୁ ବଡ଼ ପରଦାରେ…
୬୦ ବର୍ଷରେ ଦ୍ବିତୀୟ ବିବାହ କଲେ ଆଶିଷ…
ଓଏଲ୍ ବ୍ୟୁରୋ: ୬୦ ବର୍ଷ ବୟସରେ ବିବାହ କଲେ ଭେଟରାନ ଅଭିନେତା ଆଶିଷ ବିଦ୍ୟାର୍ଥୀ। ସେ ଆସାମର ରୂପାଲି ବରୁଆଙ୍କୁ ଆଜି ବିବାହ କରିଛନ୍ତିି। ଆଶିଷ ବିଦ୍ୟାର୍ଥୀ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ଓଡ଼ିଆ ଓ ଅନେକ ଆଞ୍ଚଳି ଫିଲ୍ମରେ ଅଭିନୟ କରି ଆଶିଷ ବିଦ୍ୟାର୍ଥୀ ଘରେଘରେ ପରିଚିତ ହୋଇ ପାରିଛନ୍ତି।
ଆଶିଷ…
ଆଜି ମୁକ୍ତିଲାଭ କରୁଛି ଛେନାପୋଡ଼ ସଂଗୀତ
ଭୁବନେଶ୍ବର: ଆଜି ମୁକ୍ତିଲାଭ କରିବାକୁ ଯାଉଛି ବହୁ ପ୍ରତୀକ୍ଷିତ ଛେନାପୋଡ଼ ସଂଗୀତ। ଚଳିତବର୍ଷ ଛେନାପୋଡ଼ ଦିବସ (ଏପ୍ରିଲ ୧୧) ଅବସରରେ ଏହି ସଂଗୀତର ଶ୍ରୋତାର୍ପଣ ହୋଇଥିବା ବେଳେ ଆଜିଠାରୁ ଏହା ୟୁଟ୍ୟୁବ୍ ଓ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ଉପଲବ୍ଧ ହେବ।
ଜଣାଶୁଣା ଲେଖକ ଶୁଭ୍ରାଂଶୁ ପଣ୍ଡା ଏଭଳି ଏକ…
କିନ୍ନରଙ୍କ କାହାଣୀକୁ ନେଇ ରିଲିଜ ହେଲା…
ଓଏଲ୍ ବ୍ୟୁରୋ: ଆସନ୍ତା ୨୫ରେ ରିଲିଜ୍ ହେବ ଓଡ଼ିଆ ଚଳଚ୍ଚିତ୍ର ‘ଟି’। କିନ୍ନରଙ୍କ କାହାଣୀକୁ ନେଇ ରିଲିଜ ହେବାକୁ ଥିବା ଏହି ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହୋଇଯାଇଛି। କିନ୍ନରଙ୍କ ଜୀବନ କାହାଣୀକୁ ନେଇ ତିଆରି ହୋଇଛି ଏହି ଫିଲ୍ମ। ପୂର୍ବରୁ ବିଭିନ୍ନ ଚଳଚ୍ଚିତ୍ର ମହୋତ୍ସବରେ ଏହି ପ୍ରଯୋଜନା ସଂସ୍ଥାକୁ…