Odisha Link
Bridging the Missing Links in Odisha

ଛତ୍ରପୁର ତାମ୍ପରାରେ ଓଲଟିଲା ଡଙ୍ଗା: ଜଣେ…

ଓଏଲ୍‌ ବ୍ୟୁରୋ: ଛତ୍ରପୁରରେ ଅଭାବନୀୟ ଘଟଣା ଘଟିଥିବା ଜଣା ପଡିଛି। ଛତ୍ରପୁର ତାମ୍ପରାରେ ଡଙ୍ଗା ଓଲଟିଲା। ଡଙ୍ଗା ଓଲଟି ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ଜଣଙ୍କୁ କରାଯାଇଛି। କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ ଘଟିଛି। ଘଟଣାସ୍ଥଳରେ ଗ୍ରାମବାସୀ ଆହତ ବ୍ୟକ୍ତିଙ୍କୁ ଚିକିତ୍ସାଳୟ ସ୍ଥାନାନ୍ତର କରିଛନ୍ତି।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌…

ଓଏଲ୍‌ ବ୍ୟୁରୋ: ଆନନ୍ଦପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ଟ୍ରକ୍‌ ଧକ୍କାରେ ୩ ବାଇକ୍‌ ଆରୋହୀ ଜୀବନ ଚାଲିଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଯୁବତୀ ଓ ୨ ଯୁବକ ଥିବା ସୂଚନା ରହିଛି। ୨୦ନଂ ଜାତୀୟ ରାଜପଥ ବାରିଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବାବେଳେ ସମସ୍ତ ମୃତକ…

ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ଜଣେ ଆସିଷ୍ଟାଣ୍ଟ ଇଂଜିନିୟର। ଭିଜିଲାନ୍ସ ପଞ୍ଝାରେ ପଡିଥିବା ଆସିଷ୍ଟାଣ୍ଟ ଇଂଜିନିୟର ହେଉଛନ୍ତି ସାଲେପୁର ଆରଡବ୍ଲୁ ସବ୍‌ଡିଭିଜନ ଆସିଷ୍ଟାଣ୍ଟ ଇଂଜିନିୟର୍ ଅର୍ଜ୍ଜୁନ ସାହୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଇଥିବାବେଳେ ନଗଦ ୫ ଲକ୍ଷ ୪୦ ହଜାର ସହ…

ଓଲିଉଡ୍ ବିବାଦ: ପ୍ରତିକ୍ରିୟା ରଖିଲେ…

ଓଏଲ୍‌ ବ୍ୟୁରୋ: କିଛି ଦିନ ହେବ ସୋସିଆଲ ମିଡିଆରେ ଚଳଚ୍ଚିତ୍ର କଳାକାଳରଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ତେବେ ଏହି ବିବାଦ ମଧ୍ୟରେ ରାଜ୍ୟ ଚଳଚ୍ଚିତ୍ର ନିଗମ କାର୍ଯ୍ୟାଳୟରେ ବୈଠକ କରାଯାଇଥିଲା। ଓଏଫଡିସି ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ଉପସ୍ଥିତିରେ ବୈଠକ କରାଯାଉଥିବାବେଳେ ଶ୍ରୀତମ ଦାସ, ଅରିନ୍ଦମ ରାୟ,…

ଭୁବନେଶ୍ୱରରେ ରେଂଜରୋଭର ଦୁର୍ଘଟଣା:…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱରରେ ରେଂଜରୋଭର ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ଯୁବତୀ ଜଣକ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ବର୍ତ୍ତମାନ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ସୂଚନା ଅନୁସାରେ, ଗତ ୩୧ ତାରିଖରେ ପାୱାର ହାଉସ ଛକରେ ଦୁର୍ଘଟଣା…

ଆସନ୍ତା ନଭେମ୍ବର ୨୨ରୁ ସମ୍ବଲପୁରରେ…

ଓଏଲ୍ ବ୍ୟୁରୋ: ଶସ୍ୟ ଶାମଳା ଭରା ରାଜ୍ୟରେ ମୁଖ୍ୟ ଖାଦ୍ୟ ଶସ୍ୟ ଭାବେ ଧାନକୁ ପ୍ରାଧାନ୍ୟ ଦିଆଯାଇଥାଏ। ତେବେ ଚଳିତ ବର୍ଷ ପାଇଁ ସମ୍ବଲପୁରରେ ନଭେମ୍ବର ୨୨ରୁ ଖରିଫ ଧାନ ସଂଗ୍ରହ ଆରମ୍ଭ ହେବ। ଏନେଇ ଖରିଫ ଧାନ ସଂଗ୍ରହ କମିଟି ପକ୍ଷରୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଜିଲ୍ଲାର ବରିଷ୍ଠ ଅଧିକାରୀ…

ମାଓବାଦୀଙ୍କ ବର୍ବରକାଣ୍ଡ: ୩ ଜଣଙ୍କୁ କଲେ…

ଓଏଲ୍ ବ୍ୟୁରୋ: ଉମରକୋଟରେ ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ଘରୁ ଡାକି ନେଇ ୩ ଜଣଙ୍କୁ ହତ୍ୟା ମାଓବାଦୀ ହତ୍ୟା କରିଛନ୍ତି। ଛତିଶଗଡ଼ କାଙ୍କେର ଜିଲ୍ଲା ଛୋଟେବେଥିଆରେ ମାଓବାଦୀ ଏହି କାଣ୍ଡ ଘଟାଇଛନ୍ତି। ୩ ଜଣଙ୍କୁ ହତ୍ୟା ପରେ ମୃତଦେହ ଗାଁ ମୁଣ୍ଡରେ ଫୋପାଡ଼ିଦେଇଛନ୍ତି। ଏହି ଘଟଣାରେ ପରେ…

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଏଡିଜେ…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ସାମ୍ନାକୁ ଆସିପାରିନାହିଁ। ଆଜି ଝାରସୁଗୁଡା ଏଡିଜେ କୋର୍ଟରେ ହାଜର ହେବେ ସାକ୍ଷୀ। ଶବ ବ୍ୟବଚ୍ଛେଦ କରିଥିବା ୨ ଡାକ୍ତର ହାଜର ହେବେ। ୨ ଡାକ୍ତର ପି.କେ ସାମନ୍ତରାୟ ଓ ଲକ୍ଷ୍ମୀକାନ୍ତ ବେହେରା ଆଜି ଏଡିଜେ…

ଆଜି ବି ଭୁବନେଶ୍ବର ଆରବିଆଇ ସାମ୍ନାରେ…

ଓଏଲ୍‌ ବ୍ୟୁରୋ: ଚର୍ଚ୍ଚାରେ ଦୁଇ ହଜାର ଟଙ୍କା ନୋଟ ବଦଳ ପାଇଁ ଭୁବନେଶ୍ବର ଆରବିଆଇ ଅଫିସ ଆଗରେ ଥିବା ଭିଡ଼। ଆଜି ବି ଲମ୍ବା ଲାଇନ୍ ଲାଗିଛି। କେବଳ ଭୁବନେଶ୍ବର ବାସିନ୍ଦା ନୁହନ୍ତି ବିଭିନ୍ନ ଜିଲ୍ଲାରୁ ମଧ୍ୟ ଲୋକ ଆସିଛନ୍ତି। ଏ ଭିତରେ ଇଓଡବ୍ଲୁ ଟିମ ପହଞ୍ଚିଛି। ୨ହଜାର ଟଙ୍କିଆ ନୋଟ୍ ବଦଳ କରୁଥିବା…

ଜାନୁଆରୀ ୧୭ରେ ପ୍ରତିଷ୍ଠା ହେବ…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ଏହାରି ମଧ୍ୟରେ ଏହି କାର୍ଯ୍ୟର ସମୀକ୍ଷା କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। କାର୍ଯ୍ୟର ଅଗ୍ରଗତି ଏବଂ କେବେ ସରିବ, ସେନେଇ ଆଲୋଚନା କରିଛନ୍ତି। ଗଜପତି ମହାରାଜ କାର୍ଯ୍ୟର ସମୀକ୍ଷା କରିବା ସମୟରେ ଶ୍ରୀମନ୍ଦିର ମୁଖ୍ୟ…