Browsing Category
ଯୋଜନା ଓ ବିକାଶ
କୋଭିଡ୍ ଅନାଥ ଶିଶୁମାନଙ୍କ ପାଇଁ…
ଉଭୟ ପିତା-ମାତା ଅଥବା ଏକକ-ଜନନୀ ବା ଏକକ ପିତାଙ୍କୁ ହରାଇ ଥିବା ପିଲାଙ୍କୁ ମିଳିବ ମାସିକ ୨,୫୦୦ ଟଙ୍କା
କେବଳ ମୁଖ୍ୟ ଉପାର୍ଜନକାରୀ ବାପା ବା ମା' ଜଣକୁ ହରାଇ ଥିବା ପିଲାଙ୍କୁ ମାସିକ ୧,୫୦୦ ଟଙ୍କା
ଜଣେ ବି ଅସହାୟ ଶିଶୁ ଯେପରି ବାଦ୍ ନପଡ଼ନ୍ତି ସେଥିପାଇଁ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ…
ସ୍ମାର୍ଟ ଜନପଥ ପାଇଁ ଘୁଞ୍ଚିବ…
ଭୁବନେଶ୍ବର: ବିକାଶର ଘୋଡ଼ା ଆସୁଛି। ରାଜଧାନୀର ରୂପକୁ ଝଲସାଇବା ପାଇଁ ତୟାର ବିକାଶ ଘୋଡ଼ା ଆଗରେ ମଳିନ ପଡ଼ିଯାଇଛି ଐତିହ୍ୟ ଘୋଡ଼ା। ସୌନ୍ଦର୍ଯ୍ୟକରଣ ପାଇଁ ୩୩ ବର୍ଷ ପରେ ନିଜ ସ୍ଥାନରୁ ହଟିବାକୁ ଯାଉ ମାଷ୍ଟର କ୍ୟାଣ୍ଟିନ୍ର ଯୋଦ୍ଧା ଘୋଡ଼ା ପ୍ରତିମୂର୍ତ୍ତି।
ଶିଶୁଭବନ ଠାରୁ ବାଣୀବିହାର ପର୍ଯ୍ୟନ୍ତ ଜନପଥ…
ପୁରୀରେ ହେବ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ…
ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ପ୍ରତିଷ୍ଠା ହେବ ଅନ୍ତର୍ଜାତୀୟ ବିମାନବନ୍ଦର। ସେଥିପାଇଁ ଆଜି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଏକ ସ୍ୱତନ୍ତ୍ର ଟିମ୍ ଶ୍ରୀକ୍ଷେତ୍ର ଯାଇଛି। ଏହି ଟିମ୍ ପୁରୀ-ବ୍ରହ୍ମଗିରି ରାସ୍ତାର ଗିରଳ ଓ ପୁରୀ କୋଣାର୍କ ମରାଇନ୍ ଡ୍ରାଇଭ ରାସ୍ତାରେ ଦୁଇଟି ସ୍ଥାନ ବୁଲି ଦେଖିଛନ୍ତି।…
ସିଏସ୍ଆର୍ ପ୍ରତିବଦ୍ଧତା: କୋଭିଡ୍ ୧୯…
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ସମ୍ପୂର୍ଣ୍ଣ ଲଜିଷ୍ଟିକ୍ ସହାୟତା ସୁନିଶ୍ଚିତ କରିବା ଦିଗରେ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସ୍ଏଲ୍) ଏକ ବଳିଷ୍ଠ ପଦକ୍ଷେପ ସ୍ୱରୂପ ଚୀନ୍ରୁ ୧୩୦୦ ମେଡିକାଲ୍ ଗ୍ରେଡ୍ ଅକ୍ସିଜେନ୍ ସିଲିଣ୍ଡର ଏବଂ ଅନ୍ୟାନ୍ୟ ମେଡିକାଲ୍ ଉପଯୋଗୀ ସାମଗ୍ରୀ ବହନ କରି ବିଜୁ ପଟ୍ଟନାୟକ…
କାଳିଆ: ୪୨ ଲକ୍ଷ ଚାଷୀ ପରିବାର ପାଇଲେ…
ଭୁବନେଶ୍ବର: ଅକ୍ଷୟ ତୃତୀୟା ପୂର୍ବରୁ ଚାଷୀଙ୍କୁ ଉପହାର ଦେଇଛି ରାଜ୍ୟ କୃଷି ବିଭାଗ। ଆସନ୍ତାକାଲି ପାରମ୍ପରିକ ଭାବେ ଚାଷୀ ଅକ୍ଷିମୁଠି ଅନୁକୂଳ କରି ଚଳିତ ବର୍ଷର ଚାଷକାର୍ଯ୍ୟ ଆରମ୍ଭ କରିବାକୁ ଥିବା ବେଳେ ଆଜି ରାଜ୍ୟର ପ୍ରାୟ ୪୨ ଲକ୍ଷ କୃଷକ ପରିବାରକୁ କାଳିଆ ଯୋଜନାର କିସ୍ତି ବାବଦରେ ୯୨୦ କୋଟି ଟଙ୍କା…
ଲୋକସମ୍ପର୍କ ସଚିବ ହେଲେ ବିଷ୍ଣୁପଦ ସେଠୀ
ଭୁବନେଶ୍ବର: ରାଜସ୍ବ ଓ ବିପର୍ଯ୍ୟସ୍ତ ପରିଚାଳନା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ପୁଣି ମିଳିଛି ଅତିରିକ୍ତ ଦାୟିତ୍ବ। ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ ଦାୟିତ୍ବ ତୁଲାଇବେ ଶ୍ରୀ ସେଠୀ।
ପୂର୍ବରୁ ତାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ବ…
ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ପ୍ରସ୍ତାବକୁ…
ଭୁବନେଶ୍ୱର: ରାଜ୍ୟରେ ଟିକାକରଣକୁ ତ୍ୱରାନ୍ୱିତ କରିବା ନିମନ୍ତେ ବିଭିନ୍ନ ଟିକା କମ୍ପାନୀରୁ ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଟିକା ସଂଗ୍ରହ ନିମନ୍ତେ ରୂପରେଖ ପ୍ରସ୍ତୁତ ପାଇଁ ଏକ ବୈଷୟିକ କମିଟି ଗଠନ କରିବା ସଂକଳ୍ପ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି। କ୍ୟାବିନେଟ ବୈଠକରେ କୋଭିଡ୍…
ସବୁ ଜିଲ୍ଲାରେ ହେବ ଅକ୍ସିଜେନ୍…
ନୂଆଦିଲ୍ଲୀ: ଦେଶର ସବୁ ଜିଲ୍ଲାରେ ଅମ୍ଲଜାନ ପ୍ରସ୍ତୁତି କାରଖାନା ରଖିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ପିଏମ୍-କେୟାର୍ସ ଫଣ୍ଡରୁ ଏଥିପାଇଁ ଅର୍ଥ ବ୍ୟୟ କରାଯିବ। ଦେଶ ସାରା ମୋଟ ୫୫୧ଟି ପ୍ଲାଣ୍ଟ ବସିବ। ଏହି ପ୍ଲାଣ୍ଟ୍ ସବୁକୁ ଯଥାସମ୍ଭବ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ପ୍ରଧାନମନ୍ତ୍ରୀ ମୋଦି…
ପୁଣି ଓଡ଼ିଶା ଆସୁଛି ପୋସ୍କୋ
ଭୁବନେଶ୍ବର: ଜଗତସିଂହପୁର ଜିଲ୍ଲାରେ ଇସ୍ପାତ କାରଖାନା କରିବା ଆଳରେ ସ୍ଥାନୀୟ ବାସିନ୍ଦାଙ୍କ ଅର୍ଥନୀତି ଓ ପରିବେଶ ଉଭୟକୁ ନଷ୍ଟ କରି ଏଠାରୁ ଫେରିଯାଇଥିବା ଦକ୍ଷିଣକୋରିଆ କମ୍ପାନୀ ପୋସ୍କୋ ପୁଣିଥରେ ଓଡ଼ିଶା ଆସିବା ଲାଗି ଉଦ୍ୟମ ଆରମ୍ଭ କରିଛି। ରାଜ୍ୟ ସରକାରଙ୍କ ସହଯୋଗରେ ଏଠାରେ ଇସ୍ପାତ କାରଖାନା…
ବିନା ଟେଣ୍ଡରରେ କାମ କରୁଛନ୍ତି କେରଳ…
ସୁନ୍ଦରଗଡ଼: କେରଳରୁ ଆସିଥିବା ଜନୈକ ଠିକାଦାରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଥିବା ବେଳେ ଉକ୍ତ ଠିକାଦାରଙ୍କ ନାମରେ ଥିବା ଏକ ଗାଡ଼ି ଚଢ଼ି ଚର୍ଚ୍ଚାକୁ ଆସିଛନ୍ତି ଜିଲ୍ଲାପାଳ।
ସୁନ୍ଦରଗଡ଼ ଜିଲ୍ଲାପାାଳ ନିଖିଳ ପବନ କଲ୍ୟାଣ ଯେଉଁ ଗାଡ଼ିଟି ଚଢ଼ୁଛନ୍ତି ତାହାର ପଞ୍ଜିକରଣ…