Odisha Link
Bridging the Missing Links in Odisha
Browsing Category

ରାଜନୀତି

ରାଜ୍ୟରେ ହାଇଭୋଲଟେଜ୍ ପ୍ରଚାର;…

ଓଏଲ୍‌ ବ୍ୟୁରୋ: ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଓ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ। ଏଥିରେ ଓଡ଼ିଶାର ୬ଟି ଲୋକସଭା ଆସନ ଏବଂ ୪୨ଟି ବିଧାନସଭା ଆସନ ସାମିଲ ରହିଛି। ଏହି କ୍ରମରେ ପ୍ରଚାର ମଧ୍ୟ ଜୋରଦାର ଚାଲିଛି। କଳାହାଣ୍ଡି ଲୋକସଭା କ୍ଷେତ୍ର ଭବାନୀପାଟଣା ଓ…

ଓଡ଼ିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ;…

ଓଏଲ୍‌ ବ୍ୟୁରୋ: ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଓ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ। ଏଥିରେ ଓଡ଼ିଶାର ୬ଟି ଲୋକସଭା ଆସନ ଏବଂ ୪୨ଟି ବିଧାନସଭା ଆସନ ସାମିଲ ରହିଛି। ମେ’ ୨୫ ତାରିଖରେ ଏହିସବୁ ଆସନରେ ମତଦାନ ହେବ। ବିଜ୍ଞପ୍ତି ଅନୁସାରେ ଷଷ୍ଠ ପର୍ଯ୍ୟାୟରେ…

ନିମାପଡ଼ା: ବିଜେଡିରୁ ସାମୂହିକ ଇସ୍ତଫା…

ଓଏଲ୍‌ ବ୍ୟୁରୋ: ରୋଚକ ମୋଡ଼ରେ ନିମାପଡ଼ା ରାଜନୀତି। ବିଜେଡି ଟିକେଟ ଘୋଷଣା ହେବା ପରେ ନିମାପଡ଼ା ରାଜନୀତିରେ ସାମ୍ନାକୁ ଆସୁଛି ନୂଆ ନୂଆ ଖବର। ବିଜେଡି ନିମାପଡ଼ାରୁ ଦିଲ୍ଲୀପ ନାୟକଙ୍କୁ ଟିକେଟ ଦେବା ପରେ ବିଧାୟକ ସମୀର ରଞ୍ଜନ ଦାଶଙ୍କ ସମର୍ଥକଙ୍କ ଭିତରେ ତେଜୁଛି ଅସନ୍ତୋଷ। ଦିଲ୍ଲୀପ ନାୟକ ନିର୍ବାଚନୀ…

ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି:…

ଓଏଲ୍‌ ବ୍ୟୁରୋ: ନବୀନ ନିବାସରୁ ଯୋଡ଼ି ଶଙ୍ଖ, ହିଞ୍ଜିଳି ଓ ଶେରଗଡ଼ରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଆରମ୍ଭ କରିଛନ୍ତି ମାରାଥନ ପ୍ରଚାର। କୋରାପୁଟରେ ମୁଖ୍ୟମନ୍ତ୍ରୀ ନିଆରା ପ୍ରଚାର କରିଛନ୍ତି। କୋରାପୁଟ ସଭାରୁ ବିରୋଧୀଙ୍କ ଉପରେ ନବୀନ କରିଛନ୍ତି ଶାଣିତ…

ପୁଣି ଦଳ ଡେଇଁଲେ ଦେବାଶିଷ ନାୟକ,…

ଓଏଲ୍‌ ବ୍ୟୁରୋ: ମାତ୍ର ୨ ମାସ ୯ ଦିନ ପରେ ବିଜେପି ଛାଡ଼ି କଂଗ୍ରେସରେ ମିଶିଲେ ଦେବାଶିଷ ନାୟକ। ବିଜେପି ଟିକେଟ୍‌ ଆଶାୟୀ ଥିବା ଦେବାଶିଷ ନାୟକ ଟିକେଟ୍‌ ନପାଇବାରୁ ବିଜେପି ଛାଡ଼ି କଂଗ୍ରେସର ହାତ ଧରିଛନ୍ତି। ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଡାକ୍ତର ଅଜୟ କୁମାର ଓ ଅନ୍ୟ ନେତାଙ୍କ ଉପସ୍ଥିତିରେ ସେ ଦଳରେ…

ନୟାଗଡ଼: ଦଳକୁ ବିଶ୍ବାସ କରୁନାହାନ୍ତି…

ନୟାଗଡ଼: ସବୁଠି ନିର୍ବାଚନୀ ତାତି। ସାରା ରାଜ୍ୟରେ ଆରମ୍ଭ ହୋଇଗଲାଣି ପ୍ରଚାର ପର୍ବ। ସବୁ ଦଳ ନିଜର କଳ, ବଳ ଓ କୌଶଳ ଖଟାଇ ଆରମ୍ଭ କଲେଣି ପ୍ରଚାର। ରାଜ୍ୟର ତିନି ରାଜନୈତିକ ଦଳର ଶୀର୍ଷ ନେତୃତ୍ୱଙ୍କ ହାଇଭୋଲଟେଜ୍‌ ପ୍ରଚାର ଏବେ ଆରମ୍ଭ ହୋଇଗଲାଣି। ଏହାରି ଭିତରେ ତିନି ଦଳର ଷ୍ଟାର ପ୍ରଚାରକ ନିଜ ନିଜ ଦଳର…

ଟିକେଟ୍ ଫେରାଇଲେ ପୁରୀ କଂଗ୍ରେସ ଲୋକସଭା…

ଓଏଲ୍‌ ବ୍ୟୁରୋ: ମେ' ୧୩ ତାରିଖରେ ଓଡ଼ିଶାରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିର୍ବାଚନ ଜିତିବା ପାଇଁ କରୁଛନ୍ତି କସରତ। ଏସବୁ ମଧ୍ୟରେ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ନିର୍ବାଚନ ପୂର୍ବରୁ ଟିକେଟ୍‌ ଫେରାଇଛନ୍ତି ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା…

ବାଲେଶ୍ବର ଲୋକସଭା: ସ୍ୱାଧୀନ ପ୍ରାର୍ଥୀ…

ଓଏଲ୍‌ ବ୍ୟୁରୋ: ବାଲେଶ୍ବର ରାଜନୀତିରେ ହଟଚମଟ। ଚଳିତ ନିର୍ବାଚନରେ ବିଜେପି ଟିକେଟ ପାଇନଥିବା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ନିର୍ବାଚନ। ବାଲେଶ୍ବର ସଂସଦୀୟ କ୍ଷେତ୍ରରୁ ସେ ନିର୍ବାଚନ ଲଢ଼ିବା ନେଇ ସୂଚନା ଦେଇଛନ୍ତି। ବାଲେଶ୍ୱର ଲୋକସଭା ଆସନରୁ ବିଜେପି ଟିକେଟ ଆଶାୟୀ…

ଚର୍ଚ୍ଚାରେ ସୋଫିଆ ଫିରଦୋସ, ବିନା ରାଲିରେ…

ଓଏଲ୍‌ ବ୍ୟୁରୋ: ଆଜି ବାରବାଟି-କଟକ ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଛନ୍ତି କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିରଦୋସ। ଆଜି ସେ କଟକ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସବୁଠୁ ବଡ଼କଥା ହେଲା ବିଭିନ୍ନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ଦିନ ଶକ୍ତି ପ୍ରଦର୍ଶନ…

ବଦଳିଲା ଆମେଠି ସମୀକରଣ, ୨୫ ବର୍ଷ ପରେ…

ଓଏଲ୍‌ ବ୍ୟୁରୋ: କଂଗ୍ରେସର ଗଡ଼ ଭାବେ ପରିଚିତ ଆମେଠିରୁ କିଏ ହେବ ପ୍ରାର୍ଥୀ ? ବିଗତ କିଛିଦିନ ଧରି ଲାଗି ରହିଥିବା ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। କେଏଲ ଶର୍ମାଙ୍କୁ ଆମେଠି ଲୋକସଭା ଆସନ ପାଇଁ ଟିକେଟ ଦେଇଛି କଂଗ୍ରେସ। କଂଗ୍ରେସର ପୋଷ୍ଟର ବୟ ରାହୁଲ ଗାନ୍ଧୀଙ୍କୁ ରାଏବରେଲୀ ଆସନରୁ ଟିକେଟ ଦେଇଛି ଦଳ।…