Odisha Link
Bridging the Missing Links in Odisha
Browsing Tag

College

ଆଜିଠୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଆଜିଠୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ। କେବଳ ୟୁଜି ପିଜିର ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଓ ବିଶ୍ୱବିଦ୍ୟାଳୟରେ କ୍ଳାସ ହେବ। ରାଜ୍ୟ ସରକାରଙ୍କର କରୋନା ଗାଇଡଲାଇନ୍ ଅନୁସାରେ କ୍ଳାସରୁମ୍ ସମେତ କଲେଜ ପରିସରକୁ ସାନିଟାଇଜ୍ କରାଯିବା ସହ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଦୁଇଟି…

ସ୍କୁଲ ପାଇଁ ହେଲପ୍ ଲାଇନ୍ ନମ୍ବର ଜାରି…

ଭୁବନେଶ୍ୱର: ରାଜ୍ୟରେ ସ୍କୁଲ ଓ କଲେଜ ଖୋଲିବା ନେଇ ବିଏମସିର ବୈଠକ ଶେଷ ହୋଇଛି। ବୈଠକ ପରେ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇ କହିଛନ୍ତି ଯେ, ବିଏମସି ପକ୍ଷରୁ ହେଲପ ଲାଇନ୍‌ ନମ୍ବର ଲାଇନ୍ ଖୋଲାଯାଇଛି । ସ୍କୁଲ କର୍ତ୍ତୃପକ୍ଷ ଏହି ନମ୍ବରରେ ଯୋଗାଯୋଗ କରିପାରିବେ। ଏଥିସହ ସ୍କୁଲ ଓ…

ୟୁଜି ଏବଂ ପିଜି ପିଲାଙ୍କ ପାଇଁ ଖୋଲିବ…

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟକୁ ବନ୍ଦ ରଖାଯାଇଥିଲା। ଫଳରେ ଅନଲାଇନ ଜରିଆରେ ପାଠପଢା ହେଉଥିଲା। ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆସନ୍ତା ୮ ତାରିଖରୁ ସ୍କୁଲ…

ବଡ଼‌ ଖବର: ଆସନ୍ତା ୧୧ରୁ ଖୋଲିବ କଲେଜ ଓ…

ଭୁବନେଶ‌୍ବର: ଜାନୁଆରୀ ୧୧ରୁ ଖୋଲିବ ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ। ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। କେବଳ ଶେଷ ସେମିଷ୍ଟାର ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବ ବୋଲି ସୂଚନା ରହିଛି। ବିଜ୍ଞପ୍ତି ମୁତାବକ,…

ନୂଆ ବର୍ଷ ପରେ ଖୋଲିପାରେ କଲେଜ:…

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ସ୍କୁଲ କଲେଜ ବନ୍ଦ ରହିଥିବା ବେଳେ ନୂଆ ବର୍ଷ ପରେ କଲେଜ ଖେଲିପାରେ। କଲେଜ ଖୋଲିବା ନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଆଶା ପ୍ରକାଶ କରିଛନ୍ତି। କଲେଜ ଖୋଲି କ୍ଲାସ ହେବା ନେଇ ସେ ଆଶା ପ୍ରକାଶ କରିଛନ୍ତି। ଏନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର କହିଛନ୍ତି ଯେ,…

କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ନେଇ…

ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ଓ କଲେଜ ଖୋଲିବା ପାଇଁ ଗାଇଡ୍‌ଲାଇନ୍ ଜାରି କରିଛି ୟୁଜିସି। ୟୁଜିସି ଗାଇଡ୍‌ଲାଇନ୍‌ ମୁତାବକ, ଯେଉଁ ଛାତ୍ର ବା ଶିକ୍ଷକଙ୍କର କରୋନା ଲକ୍ଷଣ ଥିବ ସେମାନଙ୍କୁ କଲେଜ ବା ବିଶ୍ବବିଦ୍ୟାଳୟରେ ପ୍ରବେଶ ଅନୁମତି ଦିଆଯିବ ନାହିଁ। କଣ୍ଟେନମେଣ୍ଟ ଜୋନରେ ରହୁଥିବା ଛାତ୍ର ଏବଂ…

ପୂଜା ଛୁଟି ଯାଏଁ ସ୍କୁଲ, କଲେଜ ବନ୍ଦ:…

ଭୁବନେଶ୍ବର: ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ରହିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିବା ଅବସରରେ ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ରଖିବାକୁ…

ସ୍କୁଲ, କଲେଜ ବନ୍ଦ ଥିଲେ ବି ହେବ…

ଭୁବନେଶ୍ବର: ଅନଲକ୍‌ ୧ର ନୂଆ ଗାଇଡଲାଇନ୍‌ ପ୍ରକାଶ ପାଇବାର ଦିନକ ପରେ ରାଜ୍ୟ ସରକାର ଗାଇଡଲାଇନ୍‌ରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ଜୁଲାଇ ୩୧ ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ବନ୍ଦ ଥିଲେ ମଧ୍ୟ ସ୍କୁଲ ଏବଂ କଲେଜରେ ପରୀକ୍ଷା ପରିଚାଳନା କରିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାର…

ଛୁଟି ସମୟରେ ପାଠପଢ଼ା ଉପରେ ଧ୍ୟାନ…

ଭୁବନେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ୩ ମେ' ପର୍ଯ୍ୟନ୍ତ ସାରା ଦେଶ ଲକ୍‌ ଡାଉନ୍। ଅପରପକ୍ଷେ ଓଡ଼ିଶା ସରକାର ଜୁନ୍‌ ୧୭ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ। ତେବେ କରୋନା ପାଇଁ ଚିନ୍ତାରେ ଛାତ୍ରଛାତ୍ରୀ ଅଛନ୍ତି। କେବେ ହେବ ପ୍ରବେଶିକା ପରୀକ୍ଷା ? କେବେ…

ଜୁନ ୧୭ ଯାଏ ବନ୍ଦ ରହିବ ଶିକ୍ଷାନୁଷ୍ଠାନ:…

ଭୁବନେଶ୍ବର: ଆଜି ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏପ୍ରିଲ ୩୦ ପର୍ଯ୍ୟନ୍ତ ରାଜ୍ୟରେ ବଢ଼ିଲା ଲକ୍‌ଡାଉନ୍‌ ଅବଧି ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲକ୍‌ଡାଉନ୍ ସମୟକକୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ଓଡ଼ିଶା…