Odisha Link
Bridging the Missing Links in Odisha
Browsing Tag

Corona positive

ସ୍କୁଲରୁ ୧୪ କରୋନା ପଜିଟିଭ୍, ଅଞ୍ଚଳକୁ…

ଡେରାଡୁନ୍: ଦେଶରେ ପୁଣି କରୋନାର ସଂକ୍ରମଣ ହାର ଦିନକୁ ଦନ ବଢ଼ିବାରେ ଲାଗିଛି। ଉତ୍ତରାଖଣ୍ଡର ମସୁରୀର ଏକ ସ୍କୁଲରୁ ୧୪ ଜଣ ପିଲା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ପ୍ରଶାସନ ପକ୍ଷରୁ ବାର୍ଲୋଗଞ୍ଜ ଓ ଗେଲୱେ କଟେଜ୍ ଆଦି ଅଞ୍ଚଳକୁ ଲକଡାଉନ୍ ଘୋଷଣା କରାଯାଇଛି। ବାର୍ଲୋଗଞ୍ଜରେ ଥିବା ସେଣ୍ଟ ଜର୍ଜ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ…

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ କରୋନା। କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବା ନେଇ ଦିଲୀପ ରାୟ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଟୁଇଟ୍‌ କରି ଦିଲୀପ ରାୟ ଲେଖିଛନ୍ତି, କୋଭିଡ୍‌-୧୯ର ପ୍ରାରମ୍ଭିକ ଲକ୍ଷଣ ଜଣାପଡ଼ିବା ପରେ ମୁଁ ପରୀକ୍ଷା କରାଇଲି ଏବଂ ତାହା ପଜିଟିଭ୍‌ ଆସିଛି ବୋଲି…

ଗଞ୍ଜାମରେ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍

ବ୍ରହ୍ମପୁର: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଡରାଉଛି କରୋନା। ଗଞ୍ଜାମରୁ ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗଞ୍ଜାମର ୪ଟି କେସ୍ ପରୀକ୍ଷା ପାଇଁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ…

ଭିସୁଟର ୨୫ ଜଣ ଛାତ୍ରଛାତ୍ରୀ କରୋନା…

ସମ୍ବଲପୁର: କରୋନା କଟକଣା ମଧ୍ୟରେ ରାଜ୍ୟରେ ସମସ୍ତ କଲେଜ ଓ ସ୍କୁଲ ଖୋଲା ଯାଇଛି। ତେବେ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ଭିସୁଟ)ର ୨୫ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨ ଦିନ ଭିତରେ ୩ଟି ହଷ୍ଟେଲରୁ ୨୫ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି…

ରାଜଧାନୀରେ ଶିକ୍ଷକଙ୍କୁ କରୋନା, ସ୍କୁଲ…

ଭୁବନେଶ୍ୱର: କରୋନା ଆକ୍ରାନ୍ତ ହେଲେ ଶିକ୍ଷକ। ରାଜଧାନୀର ଏକ ସ୍କୁଲରେ ଜଣେ ଶିକ୍ଷକଙ୍କ ଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ପରେ ସେ ପରୀକ୍ଷା କରିବାରୁ କରୋନା ଆକ୍ରାନ୍ତ ବେଲି ଜଣାପଡିଲା। ପାଠ ପଢ଼ାଇବା ସମୟରେ ଶିକ୍ଷକ ଜଣଙ୍କ ପିଲାଙ୍କ ସଂସ୍ପର୍ଶରେ ଆସିଥିବାରୁ ସ୍କୁଲକୁ ୨ଦିନ ଛୁଟି କରାଯାଇ ବିଶୋଧନ…

ଗୁଜରାଟ ମୁଖ୍ୟମନ୍ତ୍ରୀ କରୋନା ଆକ୍ରାନ୍ତ

ଗୁଜରାଟ: ସାରା ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ ଟିକାକରଣ ମଧ୍ୟ ଚାଲିଛି। ଏହାରି ମଧ୍ୟରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଅହମଦାବାଦର ୟୁ.ଏନ ମେହତା ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କୁ ଭର୍ତ୍ତି କରାଯାଇଛି। ଏବେ ବିଜୟଙ୍କ ସ୍ୱାସ୍ଥ…

ବ୍ରିଟେନ ଫେରାନ୍ତା ଶିଶୁ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ବ୍ରିଟେନରୁ ଓଡ଼ିଶା ଫେରିଥିବା ୪୩ଜଣ ଯାତ୍ରୀଙ୍କ ବିବରଣୀ ଗତକାଲି ଦେଇଥିଲା ସ୍ବାସ୍ଥ୍ୟ ବିଭାଗ। ବିଭାଗ ପକ୍ଷରୁ ଦିଆଯାଇଥିବା ବିବରଣୀରେ ୪୩ଜଣଙ୍କ ମଧ୍ୟରୁ ଭୁବନେଶ୍ବରରୁ ୨୧ଜଣ ଯାତ୍ରୀ ରହିଥିଲେ। ଏ‌ବେ ୨୧ଜଣଙ୍କ ମଧ୍ୟରୁ ଜଣେ ୪ବର୍ଷୀୟ ଶିଶୁକନ୍ୟା କରୋନା ଆକ୍ରାନ୍ତ ହୋଇଛନ୍ତି।…

ଚିହ୍ନଟ ହେଲେଣି ୨୦ ବ୍ରିଟେନ ଫେରନ୍ତା,…

ନୂଆଦିଲ୍ଲୀ: ପୁଣି ଲୋକମାନଙ୍କ ମନରେ ଭୟ ସୃଷ୍ଟି କଲାଣି କରୋନାର ଦ୍ବିତୀୟ ଷ୍ଟ୍ରେନ୍। ବ୍ରିଟେନରେ କରୋନା ଭାଇରସ ନୂଆ ଷ୍ଟ୍ରେନକୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି। ଭୂତାଣୁର ନୂଆ ପ୍ରକାରକୁ ନେଇ ସୂଚନା ମିଳିବା ପରଠାରୁ ଭାରତ ସମେତ ୨୦ରୁ ଅଧିକ ଦେଶ ବ୍ରିଟେନ ସହ ବିମାନ ଯୋଗାଯୋଗ ବିଛିନ୍ନ…

ଲୁଚାଇଲେ କରୋନା ସଂକ୍ରମଣ, ମଝି ଆକାଶରେ…

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତ ଜଣେ ବ୍ୟକ୍ତିଙ୍କର ବିମାନରେ ମୃତ୍ୟୁ ହୋଇଛି। ବ୍ୟକ୍ତି ଜଣଙ୍କ କରୋନା ଆକ୍ରାନ୍ତ ହୋଇଥିବା ନେଇ ଲୁଚାଇଥିଲେ। ମୃତ ବ୍ୟକ୍ତିଙ୍କ ପତ୍ନୀଙ୍କ କହିବାନୁସାରେ, ତାଙ୍କ ସ୍ବାମୀଙ୍କ ଶରୀରରେ ଗତ ଏକ ସପ୍ତାହରୁ ଅଧିକ ଦିନ ହେବ କରୋନାର ଲକ୍ଷଣ ଦେଖାଯାଉଥିଲା। ତାଙ୍କୁ ନିଶ୍ବାସ…

ସନି ଦେଓଲଙ୍କୁ କରୋନା

କୁଲ୍ଲୁ: ଫିଲ୍ମ ଅଭିନେତା ତଥା ଭାରତୀୟ ଜନତା ପାର୍ଟି ଗୁରଦାସପୁର ସାଂସଦ ସନି ଦେଓଲ୍ କରୋନାରେ ସଂକ୍ରମିତ ହୋଇଛନ୍ତି। ହିମାଚଳ ପ୍ରଦେଶର ସ୍ବାସ୍ଥ୍ୟ ସଚିବ ମଙ୍ଗଳବାର ସନି ଦେଓଲ୍ କରୋନାରେ ସଂକ୍ରମିତ ହେବା କଥା ଜଣାଇଛନ୍ତି। ସ୍ବାସ୍ଥ୍ୟ ସଚିବ ଅମିତାଭ ଅଓ୍ବସ୍ଥି କହିଛନ୍ତି ଯେ, କିଛି ଦିନ ହେବ ସନି…