Odisha Link
Bridging the Missing Links in Odisha
Browsing Tag

Heat wave

ଗ୍ରୀଷ୍ମ ପ୍ରବାହରୁ ମିଳୁନି ତ୍ରାହି, ୪୪…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଅସହ୍ୟ ହେଉଛି ତାତି। ମୌସୁମୀ ଆସିବା ବିଳମ୍ବ ହେତୁ ଗ୍ରୀଷ୍ମ ପ୍ରବାହରୁ ମିଳୁନି ତ୍ରାହି। ସକାଳୁ କଅଁଳ ସୂର୍ଯ୍ୟକିରଣ ବଦଳରେ ପ୍ରବଳ ଗରମ ସାରା ରାଜ୍ୟବାସିଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ଆଜି ଦିନ ୨ ଟା ୩୦ ସୁଦ୍ଧା ସମ୍ବଲପୁର ସହରର ତାପମାତ୍ରା ୪୪.୨ ଡିଗ୍ରି ରେକର୍ଡ ହୋଇଛି।…

କଲବଲ କରୁଛି ତାତି: ୪୦ ଡିଗ୍ରି ଉପରେ…

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଯାହାଫଳରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। ରାଜ୍ୟରେ ଆହୁରି ୪ଦିନ କଲବଲ କରିବ ଖରା ସାଙ୍ଗକୁ ଗୁଳୁଗୁଳି । ଏପରିକି ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ। ଅପରାହ୍ନରେ କାଳ ବୈଶାଖୀରେ ବର୍ଷା ହେଲେ ମଧ୍ୟ ତାତି…

ତାତିରୁ ନାହିଁ ନାସ୍ତି, ମାର୍ଚ୍ଚ…

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ପହିଲାରୁ ହିଁ ତାତିରୁ ନାହିଁ ନାସ୍ତି। କାରଣ ଆଜିଠୁ ରାଜ୍ୟରେ ୫ ଦିନ ଯାଏଁ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ। ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଦିନର…

ରାଜଧାନୀରେ ୩୭ ଡିଗ୍ରୀ ଟପିଲା ତାପମାତ୍ରା

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀ ମାସ ଶେଷ ନହଉଣୁ ତାତିରେ କଲବଲ ରାଜଧାନୀବାସୀ। ଗତ କିଛିଦିନ ଧରି ତାତି ବଢୁଥିବା ବେଳେ ଆଜି ତାପମାତ୍ରା ୩୭ ଡିଗ୍ରୀ ପାର୍‌ ହୋଇଛି । ଦିନ ୨ଟା ୩୦ ସୁଦ୍ଧା ରାଜଧାନୀ ରେ ତାପମାତ୍ରା ୩୭. ୬ ଡିଗ୍ରୀ ରେକର୍ଡ କରାଯାଇଛି। ଚଳିତବର୍ଷର ଏହା ସର୍ବାଧିକ ତାପମାତ୍ରା ବୋଲି…

ତତଲା କଡେଇରେ ସିଝୁଛି ଓଡ଼ିଶା, ୧୭ ସହରର…

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି। ତତଲା କଡେଇରେ ସିଝୁଛି ସାରା ଓଡ଼ିଶା। ଏହାରି ମଧ୍ୟରେ ଆଜି ରାଜ୍ୟର ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଆଜି ୪୩.୨ ଡିଗ୍ରୀ ସହ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ। ସେହିପରି ରାଜଧାନୀ ଭୁବନେଶ୍ୱରରେ ୪୨.୫, ବଲାଙ୍ଗିରରେ…

ଗ୍ରୀଷ୍ମ ପ୍ରବାହ ପାଇଁ ୧୬ ଜିଲ୍ଲାକୁ…

ଭୁବନେଶ୍ୱର: ତତଲା କଡେଇରେ ସିଝୁଛି ସାରା ଓଡ଼ିଶା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ୧୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ନୟାଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗିର, କନ୍ଧମାଳ, କେନ୍ଦୁଝର, ମୟୂରଭଂଜ, ଦେବଗଡ଼, ସମ୍ବଲପୁର, ନୂଆପଡ଼ା, ଅନୁଗୁଳ,…

ବଢ଼ିବ ତାତି, ୩ ଦିନ ଯାଏଁ ନାହିଁ ନିସ୍ତାର

ଭୁବନେଶ୍ୱର: ତତଲା କଡେଇରେ ସିଝୁଛି ଓଡ଼ିଶା। ପ୍ରଚଣ୍ଡ ଖରାରେ ରାଜ୍ୟବାସୀ ଆଉଟୁପାଉଟୁ। ଗତକାଲି ପରି ଆଜି ମଧ୍ୟ ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ହିଟ୍‌ୱେଭ୍‌ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେବ।…

ତତଲା କଡେଇରେ ସିଝୁଛି ଓଡ଼ିଶା, ବାରିପଦାରେ…

ଭୁବନେଶ୍ୱର: ତତଲା କଡେଇରେ ସିଝୁଛି ଓଡ଼ିଶା। ପ୍ରଚଣ୍ଡ ଖରାରେ ରାଜ୍ୟବାସୀ ଆଉଟୁପାଉଟୁ। ଏହାରି ମଧ୍ୟରେ ଆଜି ରାଜ୍ୟର ୧୬ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଏଥିସହ ୪୪.୬ ଡିଗ୍ରୀ ସହ ବାରିପଦା ଆଜିର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ତାଳଚେର ୪୨.୭, ବୌଦ୍ଧ ୪୨.୫, ବଲାଙ୍ଗିର ୪୨.୨, ଟିଟିଲାଗଡ଼…

ଗ୍ରୀଷ୍ମପ୍ରବାହ ପାଇଁ ୨୦ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର: ତତଲା କଡେଇରେ ସିଜୁଛି ସାରା ଓଡ଼ିଶା। ଦିନକୁ ଦିନ ତାତି ବଢ଼ୁଥିବା ବେଳେ ଲୋକେ ଖରାରେ ଅସ୍ତବ୍ୟସ୍ତ କଲାଣି। ଏହାରି ମଧ୍ୟରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗ ପକ୍ଷରୁ ସର୍ତକ ସୂଚନା ଦିଆଯାଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ତାପମାତ୍ରା ୨ ଡିଗ୍ରୀ ବୃଦ୍ଧି ପାଇପାରେ ବୋଲି ପାଣିପାଗ…

ଆହୁରି ବଢ଼ିବ ତାତି, ୪୦ ଟପିବ ପାରା

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢ଼ିବାରେ ଲାଗିଛି। ରାଜ୍ୟ ତଥା ରାଜଧାନୀର ତାପମାତ୍ରା ୪୦ ଡିଗ୍ରି ଛୁଇଁଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ନଥିବାରୁ ରାଜ୍ୟର ପାରଦରେ ପ୍ରାୟ ୨ ଡିଗ୍ରି ବୃଦ୍ଧି ଘଟିବ। ଫଳରେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦…