Odisha Link
Bridging the Missing Links in Odisha
Browsing Tag

Jharsuguda Bypoll

ଝାରସୁଗୁଡ଼ା ଉପନିର୍ବାଚନ: ଜିତିଲେ ଦୀପାଳି…

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ। ବିଜୁ ଜନତା ଦଳର ବଡ଼ ବିଜୟୀ। ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ପଛରେ ପକାଇ ଜିତିଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୪୮, ୬୧୯ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଟଙ୍କଧର…

ଭୋଟ ଦେଉଛି ଝାରସୁଗୁଡ଼ା: ପୂର୍ବାହ୍ନ ୧୧ଟା…

ଓଏଲ୍‌ ବ୍ୟୁରୋ: ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଚାଲିଛି ମତଦାନ। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ। ପୂର୍ବାହ୍ନ ୧୧ଟା ସୁଦ୍ଧା ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ୨୦.୩୮ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ସେ କହିଛନ୍ତିି, ଝାରସୁଗୁଡ଼ାରେ…

ଝାରସୁଗୁଡା ଉପନିର୍ବାଚନ: ଭୋଟ ଦେଲେ…

ଓଏଲ୍‌ ବ୍ୟୁରୋ: ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଚାଲିଛି ମତଦାନ। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ। ଭୋଟ ଦେଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ଭୋଟ ଦେବା ପରେ ସେ କହିଛନ୍ତି, ଆଜି ମୋ ଓ ମୋ ପରିବାର ପାଇଁ ଭାବବିହ୍ବଳ ମୁହୂର୍ତ୍ତ। ଲୋକଙ୍କ ଭିତରେ ବହୁତ ଉତ୍ସାହ ଦେଖିବାକୁ ମିଳିଛି।…

ଝାରସୁଗୁଡା ଉପନିର୍ବାଚନ ପାଇଁ ଆରମ୍ଭ…

ଓଏଲ୍‌ ବ୍ୟୁରୋ: ଆଜି ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ। ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ। ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସହ ମୋଟ୍‌ ୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର। ଏଥିପାଇଁ ଝାରସୁଗୁଡ଼ା ପୌର ପରିଷଦ ସହ ଝାରସୁଗୁଡ଼ା,…

ଝାରସୁଗୁଡ଼ା ଉପନିର୍ବାଚନ: ବିହାରୀ ଭୋଟ…

ଓଏଲ୍‌ ବ୍ୟୁରୋ: ରାତିପାହିଲେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପଡ଼ିବ ଭୋଟ୍। ନିଜ ମନ ପସନ୍ଦର ନେତା ବାଝିବେ ଜନତା। ହେଲେ ଏବେବି ସରିନାହିଁ ରାଜନୈତିକ ଅଙ୍କକଷା। କାରଣ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିହାରା ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଏଥିସହିତ ପୁରୀରେ ବିହାର ଭବନ ନିର୍ମାଣ…

ଝାରସୁଗୁଡ଼ା ଉପନିର୍ବାଚନ: ପ୍ରଥମଥର ପାଇଁ…

ଓଏଲ୍‌ ବ୍ୟୁରୋ: ଆଉ ଦିନକ ପରେ ଝାରସୁଗୁଡ଼ା ଉପନିର୍ବାଚନ। ଶେଷ ହେଲା ଉପନିର୍ବାଚନ ପାଇଁ ପ୍ରଚାର। ଝାରସୁଗୁଡ଼ାବାସୀ ବାଛିବେ ମନ ପସନ୍ଦର ନେତା। ମେ' ୧୦ରେ ପଡ଼ିବ ଭୋଟ୍। ଚଳିତ ଉପନିର୍ବାଚନକୁ ସୁରୁଖୁରରେ ପରିଚାଳିତ କରିବା ପାଇଁ ନିର୍ବାଚନ କମିଶନର ନେଇଛନ୍ତି ପଦକ୍ଷେପ। ସମସ୍ତ ବୁଥରେ ସକାଳ ୭ଟାରୁ ଭୋଟ…

ଅଗ୍ରିଆ ସମାଜ ପାଇଁ ଭବନ ଘୋଷଣା ପରେ…

ଓଏଲ୍‌ ବ୍ୟୁରୋ: ଉପନିର୍ବାଚନ ପାଇଁ ଉଠୁଛି ପଡ଼ୁଛି ଝାରସୁଗୁଡ଼ା। ଝାରସୁଗୁଡ଼ା ସିଂହାସନ ଦଖଲ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ କରୁଛନ୍ତି ଜୋରଦାର କସରତ। ମେ' ୧୦ରେ ପଡ଼ିବ ଭୋଟ। ତାପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ରଣନୀତି ଆପଣାଉଛନ୍ତି ବିଭିନ୍ନ ଦଳ। ନିର୍ବାଚନକୁ ଆଉ ୬ ଦିନ ବାକିଥିବା…

ବ୍ରଜରାଜନଗରରେ ଚେଷ୍ଟା କରିଥିଲେ,…

ଓଏଲ୍‌ ବ୍ୟୁରୋ: ଉପନିର୍ବାଚନ ପାଇଁ ଉଠୁଛି ପଡ଼ୁଛି ଝାରସୁଗୁଡ଼ା। ଝାରସୁଗୁଡ଼ା ସିଂହାସନ ଦଖଲ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ କରୁଛନ୍ତି ଜୋରଦାର କସରତ। ମେ'୧୦ରେ ପଡ଼ିବ ଭୋଟ। ତାପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ରଣନୀତି ଆପଣାଉଛନ୍ତି ବିଭିନ୍ନ ଦଳ। ନିର୍ବାଚନକୁ ଆଉ ୬ ଦିନ ବାକିଥିବା…

ଦଳଡିଆଁ ପର୍ବ: ବିଜେଡିରେ ମଙ୍ଗଳ ସାହୁ,…

ଓଏଲ୍‌ ବ୍ୟୁରୋ: ଉପନିର୍ବାଚନ ପାଇଁ ଉଠୁଛି ପଡ଼ୁଛି ଝାରସୁଗୁଡ଼ା। ଝାରସୁଗୁଡ଼ା ସିଂହାସନ ଦଖଲ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ କରୁଛନ୍ତି ଜୋରଦାର କସରତ। ମେ'୧୦ରେ ପଡ଼ିବ ଭୋଟ। ତାପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ରଣନୀତି ଆପଣାଉଛନ୍ତି ବିଭିନ୍ନ ଦଳ। ନିର୍ବାଚନକୁ ଆଉ ୬ ଦିନ ବାକିଥିବା…

ଝାରସୁଗୁଡ଼ା ମଇଦାନରେ ୯ ପ୍ରାର୍ଥୀ,…

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସରଗରମ ଓଡ଼ିଶା ରାଜନୀତି। ମେ'୧୦ରେ ପଡ଼ିବ ଭୋଟ। ଝାରସୁଗୁଡ଼ାବାସୀ ବାଛିବେ ତାଙ୍କ ମନପସନ୍ଦର ନେତା। ସାଧାରଣ ନିର୍ବାଚନକୁ ଆଉ ୧ ବର୍ଷରୁ କମ୍‌ ସମୟ ଥିବା ବେଳେ ଝାରସୁଗୁଡ଼ା ଉପନିର୍ବାଚନ ଜିତିବାକୁ ରାଜ୍ୟର ତିନି ଛାମୁଆ ଦଳ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ…