Odisha Link
Bridging the Missing Links in Odisha
Browsing Tag

Lord Jaganath

ପହଣ୍ଡି ବେଳେ ମସ୍ତକରୁ ଖସିଗଲା…

ଓଏଲ୍‌ ବ୍ୟୁରୋ: ଗତକାଲି ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଡ ଭାଇ ବଳଭଦ୍ର, ତାପରେ ଭଉଣୀ ସୁଭଦ୍ରା ଏବଂ ଶେଷରେ ଜନ୍ମବେଦୀକୁ ବିଜେ କରିଥିଲେ ମହାପ୍ରଭୁ ଜଗନ୍ନାଥ। ମହାପ୍ରଭୁଙ୍କ ଆଡପ ବିଜେ ଦେଖିବାକୁ ଲୋକାରଣ୍ୟ ହୋଇପଡ଼ିଥିଲା…

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି

ପୁରୀ: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କ ଅନୁଷ୍ଠିତ ହେବ ବନକଲାଗି ନୀତି। ମଧ୍ୟାହ୍ନ ଧୂପ ପରେ ରତ୍ନବେଦୀରେ ମହାପ୍ରଭୁୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତମହାପାତ୍ର ସେବକମାନେ ବନକଲାଗି ନୀତି କରିବେ। ଏହି ସ୍ବତନ୍ତ୍ର ନୀତି ପ୍ରାୟ ୪ ଘଣ୍ଟା ଧରି ଅନୁଷ୍ଠିତ…

ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ପୁରୀ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିରର କିଛି ଅପୂର୍ବ ଦୃଶ୍ୟ। ଯେଉଁଥିରେ ଶ୍ରୀମନ୍ଦିରର ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି। ସୂର୍ଯ୍ୟଙ୍କ କିରଣରେ ଝଲିସି ଉଠିଛି ଶ୍ରୀମନ୍ଦିର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଫଟୋକୁ ସେୟାର କରିବା ସହିତ ଜୟ ଜଗନ୍ନାଥ ଲେଖିଛନ୍ତି। ଏଥିସହିତ ଯୁବ…

ଅଗଷ୍ଟ ୧୬ରୁ ଖୋଲିବ ଶ୍ରୀମନ୍ଦିର, ଦୈନିକ…

ପୁରୀ: ଅଗଷ୍ଟ ୧୬ରେ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର। ଏଥିପାଇଁ ପ୍ରସ୍ତୁତି ଚଲାଇଛି ପ୍ରଶାସନ। ଅଗଷ୍ଟ ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ କେବଳ ପୁରୀ ସହରବାସୀ ଶ୍ରୀମନ୍ଦିରରେ ଦର୍ଶନ କରିବେ। ମିଳିଥିବା ସୂଚନା ମୁତାବିକ ଦୈନିକ ତିନି ଦଫାରେ ସହରବାସୀଙ୍କୁ ଦର୍ଶନ ସୁଯୋଗ ମିଳିବ। ପୌରସଂସ୍ଥା ପକ୍ଷରୁ…

ଆଜି ଅଧରପଣା, ଆସନ୍ତାକାଲି ନିଳାଦ୍ରୀ…

ପୁରୀ: ସୁନାବେଶ ପରେ ଆଜି ରଥ ଉପରେ ତିନି ଠାକୁରଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସିରିଛି ସମସ୍ତ ପ୍ରସ୍ତୁତି। ଗୁରୁବାର ତ୍ରୟୋଦଶୀ ତିଥିରେ ରଥାରୁଢ ଦିଅଁଙ୍କୁ ଅଧରପଣା ଭୋଗ ଲଗାଯିବ । ଅଧର ଉଚ୍ଚା ୯ଟି ତୁମ୍ୱାକୃତି ମାଟି ପାତ୍ରରେ ପଣା ପ୍ରସ୍ତୁତ ହେବ। ଭୋଗ ସରିଲା ପରେ ରଥ ଉପରେ ହାଣ୍ଡି…

ସୁନାବେଶରେ ଶ୍ରୀ ଜିଉ, ୧୩୮ ପ୍ରକାର…

ପୁରୀ: ମହଣ ମହଣ ସୁନାରେ ଝଟକୁଛନ୍ତି ଶ୍ରୀଜିଉ। ସିଂହଦ୍ବାର ସମ୍ମୁଖରେ ଦର୍ଶନ ଦେଇଛନ୍ତି ତିନି ଠାକୁର। ପୁରୀରେ ଲଗାଣ ବର୍ଷା ଲାଗି ରହିଛି। ଭିଜି ଭିଜି ସୁନାବେଶରେ ଦର୍ଶନ ଦେଉଛନ୍ତି ମହାବାହୁ। ସୁନାବେଶରେ ଠାକୁରେ ଶ୍ରୀଭୁଜ, ଶ୍ରୀପୟର, ରତ୍ନପଦକ, ରତ୍ନକିରୀଟ, କାନଫୁଲ, ମର୍କତ ମୁକୁଟ, ପଦ ବଲ୍ଲବ,…

ଆଜି ପବିତ୍ର ହେରାପଞ୍ଚମୀ, ରଥ ଭାଙ୍ଗିବେ…

ପୁରୀ: ଆଜି ପବିତ୍ର ହେରାପଞ୍ଚମୀ। ରଥ ଭାଙ୍ଗିବେ ମା' ମହାଲକ୍ଷ୍ମୀ । ଗୁଣ୍ଡିଚାଘରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ରାଗରେ ଭାଙ୍ଗିବେ ନନ୍ଦିଘୋଷ ରଥ। ଗୁଣ୍ଡିଚା ମନ୍ଦିରକୁ ଧର୍ମପତ୍ନୀଙ୍କୁ ସାଙ୍ଗରେ ନଆଣି ବଡ଼ଭାଇ ଓ ଭଉଣୀଙ୍କୁ ନେଇ ବୁଲି ଆସିଛନ୍ତି ଆସିଛନ୍ତି ମହାପ୍ରଭୁ। ଏଣୁ ପ୍ରଚଣ୍ଡ ରାଗରେ…

ବିଜେହେବେ ମହାବାହୁ, ବିନା ଭକ୍ତରେ…

ପୁରୀ: ଆଜି ସୋମବାର ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ଅନୁଷ୍ଠିତ ହେଉଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ବଡ଼ଭାଇ ଶ୍ରୀବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ଶ୍ରୀସୁଦର୍ଶନଙ୍କ ସହ ନବଦିନ ବ୍ୟାପି ଘୋଷଯାତ୍ରା କରିବେ କାଳିଆ ଠାକୁର ଶ୍ରୀଜଗନ୍ନାଥ। ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଶ୍ରୀଜିଉଙ୍କୁ ଅପେକ୍ଷା କରିଛନ୍ତି…

ରବିବାରଠୁ ପୁରୀରେ କର୍ଫ୍ୟୁ

ପୁରୀ: ଜ୍ବରରୁ ସୁସ୍ଥ ହେବା ପରେ ଆଜି ହେଉଛି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ। ମହାପ୍ରଭୁଙ୍କର ନବଯୌବନ ଦର୍ଶନ ବେଶ ଦର୍ଶନ କରି ଭକ୍ତ କୋଟି ପୁଣ୍ୟ ପାଇଥାଏ ବୋଲି ବିଶ୍ୱାସ ରହିଛି । ତେବେ କରୋନା କଟକଣା ଯୋଗୁଁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନବଯୌବନ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ । ସୋମବାର ଅର୍ଥାତ୍‌…

ଆଇସକ୍ରିମ୍‌ କାଠିରେ ନନ୍ଦିଘୋଷ ରଥ

ପୁରୀ: ପାଖେଇ ଆସୁଛି ଘୋଷଯାତ୍ରା। ଏଥିପାଇଁ ଚଳଚଞ୍ଚଳ ପୁରୀ। ବିଶ୍ବ ନୟନ୍ତା ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ମିଶି ଆସିବେ ବଡ଼ ଦାଣ୍ଡକୁ। ମହାବାହୁଙ୍କ ଏହି ଯାତକୁ ଦେଖିବା ପାଇଁ ଅନେଇ ବସିଛନ୍ତି କୋଟି କୋଟି ଶ୍ରଦ୍ଧାଳୁ। ରଥଯାତ୍ରା ପୂର୍ବରୁ ପୁରୀ ବାସିନ୍ଦା ସୁସ୍ମିତା ମହାରଣା ଆଇସିକ୍ରିମ୍‌…