Odisha Link
Bridging the Missing Links in Odisha
Browsing Tag

Nayagarh

୮୦ କୋଟି ଚଳୁକଲେ ନୟାଗଡ଼ ନେତା, ଗିରଫ…

ନୟାଗଡ଼: ନୟାଗଡ଼ ବିଜେଡିର ବାହୁବଳୀ ନେତା ତଥା ଭାପୁର ବ୍ଲକ ଉପାଧ୍ୟକ୍ଷ ଗୟାଧରୀ ପରିଡ଼ାଙ୍କ ଗିରଫ ଦାବି କଲେ ଦଳିତ-ଆଦିବାସୀ ସୁରକ୍ଷା ମଞ୍ଚ। ବୁଧବାର ଦିନ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ଶହ ଶହ ଦଳିତ ଲୋକ ନୟାଗଡ଼ ଜିଲ୍ଲାପାଳ ଅଫିସ୍‌ ଘେରାଉ କରିବା ସହ ଦେଇଛନ୍ତି ଧାରଣା। ଏପରିକି ଗୟାଧର ଗିରଫ ନହେଲା…

ନୟାଗଡ଼ର ସୋମନାଥଙ୍କୁ CISFର ପ୍ରଶଂସା

ଭୁବନେଶ୍ବର: ବର୍ତ୍ତମାନ ସୋସିଆଲ ମିଡିଆରେ ସବୁଠି ଚର୍ଚ୍ଚାରେ CISF ଯବାନ ସୋମନାଥ ମହାନ୍ତି। ମୁମ୍ବାଇ ବିମାନବନ୍ଦରରେ ସଲମାନଙ୍କୁ ଅଟକାଇ ରାତି ରାତି ହିରୋ ପାଲଟିଥିଲେ ନୟାଗଡ଼ ଯୁବକ ସୋମନାଥ। ହେଲେ ଦିନକ ପରେ ତାଙ୍କ ମୋବାଇଲ ଜବତ କରିଯାଇଥିବା ନେଇ କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।…

ଦୁଇ ସଭାପତି, ଦୁଇ ସ୍ଥାନରେ ସମ୍ବର୍ଧନା…

ନୟାଗଡ଼: ସାମ୍ବାଦିକ ସଂଘ ଗୋଟିଏ। କିନ୍ତୁ ସଂଘର ସଭାପତି ଭାବେ ଦୁଇ ଜଣ ଅଛନ୍ତି। ଜଣେ ସଭାପତି ପୂର୍ବରୁ ଥିବାବେଳେ ଅନ୍ୟଜଣେ ନବନିଯୁକ୍ତ ହୋଇଛନ୍ତି। ଉଭୟଙ୍କୁ ସମ୍ବର୍ଧନା ଦେବା ପାଇଁ ଗତକାଲି ନୟାଗଡ଼ରେ ଭିନ୍ନ ଭିନ୍ନ ଦୁଇଟି ସ୍ଥାନରେ ସଭା ଅନୁଷ୍ଠିତ ହୋଇଛି। ନୟାଗଡ଼ ସ୍ଥିତ ନୀଳମାଧବ କଲ୍ୟାଣ…

ନୟାଗଡ଼: କଳାବଜାରରେ ସାର

ନୟାଗଡ଼: ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ଏଥିପାଇଁ ପାଣ୍ଠିସଂଗ୍ରହ ଲାଗି ରାଜନେତାମାନେ ଅଭିଯାନ ଆରମ୍ଭ କଲେଣି। ନୟାଗଡ଼ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପରେ ବ୍ୟାପକ ପିସି କାରବାର, ବେଆଇନ ଭାବେ ପାହାଡ଼ ଭାଙ୍ଗି ବିକ୍ରି କରିବା ଓ ମିଥ୍ୟା ବିଲ୍‌ ମାଧ୍ୟମରେ ପାଣ୍ଠିଯୋଗାଡ଼ ନେଇ ପୂର୍ବରୁ ଅଭିଯୋଗ ହୋଇ…

BJD: ଦଶପଲ୍ଲା ଓ ଖଣ୍ଡପଡ଼ାରେ ବଢ଼ୁଛି,…

ନୟାଗଡ଼: ନିରବଛିନ୍ନ ଭାବେ ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅରୁଣ କୁମାର ସାହୁ ୪ ଥର ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ସଙ୍ଗଠନ ଓ ଦଳର ଭୋଟବ୍ୟାଙ୍କ୍‌କୁ ଏହା ସିଧାସଳଖ ପ୍ରଭାବିତ କରୁଛି। ସଂଗଠନ ଭିତରେ ନେତୃତ୍ବ ପ୍ରତି ଆସ୍ଥା କମୁଥିବା ବେଳେ ଦଳର ଭୋଟ ଭାଗ ମଧ୍ୟ ବେଳକୁ ବେଳ କମିଆସୁଛି। ପଡ଼ୋଶୀ…

ବାନର ରାଜନୀତି: ବିଜେଡି ଛାଡ଼ୁଛନ୍ତି…

ନୟାଗଡ଼: ସାଧାରଣତଃ ବାନର ଦଳରେ ଦଳପତି ଥାଏ ଜଣେ ପୁରୁଷ ମାଙ୍କଡ଼। ନୂଆ ପୁରୁଷ ମାଙ୍କଡ଼ ଟିକିଏ ବଡ଼ହେବା ପରେ ସେମାନଙ୍କୁ ଦଳରୁ ବିଦା କରିଦିଏ ଦଳପତି। ଦଳ ଭିତରେ ଅନ୍ୟ କୌଣସି ପୁରୁଷ ମାଙ୍କଡ଼ର ଆଧିପତ୍ୟକୁ ସେ ସହ୍ୟ କରିପାରେନା। ନୟାଗଡ଼ ରାଜନୀତିକୁ ବିଗତ ୧୭ ବର୍ଷ ଧରି ସମଦଶା ପଡ଼ିଛି। ଶାସକ ବିଜୁ ଜନତା ଦଳ…

ନୟାଗଡ଼: ଉପାଧ୍ୟକ୍ଷାଙ୍କୁ ହତ୍ୟା ଧମକ…

ଖଣ୍ଡପଡ଼ା: ବିବାଦ ଘେରରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଉପାଧ୍ୟକ୍ଷ ଗୟାଧର ପରିଡ଼ା। ପଞ୍ଚାୟତ ସମିତି ଉପାଧ୍ୟକ୍ଷଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋଦ୍‌ ଅଧ୍ୟକ୍ଷା। ଏପରିକି ସରକାରୀ କାର୍ଯ୍ୟରେ ଅନିୟମିତତା ଓ ସରକାରୀ ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ବ୍ଲକ୍‌ ଅଧ୍ୟକ୍ଷା…

ନୟାଗଡ଼: ଅଧ୍ୟକ୍ଷାଙ୍କ ଜାଲ୍ ଦସ୍ତଖତରେ…

ଖଣ୍ଡପଡ଼ା: ବିବାଦ ଘେରରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଉପାଧ୍ୟକ୍ଷ ଗୟାଧର ପରିଡ଼ା। ପଞ୍ଚାୟତ ସମିତି ଉପାଧ୍ୟକ୍ଷଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋଦ୍‌ ଅଧ୍ୟକ୍ଷା। ଏପରିକି ସରକାରୀ କାର୍ଯ୍ୟରେ ଅନିୟମିତତା ଓ ସରକାରୀ ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ବ୍ଲକ୍‌ ଅଧ୍ୟକ୍ଷା…

ମାମୁଁ ଘରକୁ ବୁଲିବାକୁ ଆସି ବାଇକ୍‌ ନେଇ…

ନୟାଗଡ଼: ମାମୁଁ ଘରୁକୁ ବୁଲିବାକୁ ଆସିଥିଲା ଭଣାଜ। ମୌକା ଦେଖି ଗାଡ଼ି ଚୋରି କରି ଫେରାର ହୋଇଗଲା। ପରେ ପୁଲିସ୍‌ ବାଇକ୍‌ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି। ଏମିତି ଏକ ଖବର ଆସିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନାରୁ। ମିଳିଥିବା ସୂଚନା ମୁତାବିକ, ଅଭିଯୁକ୍ତ ଶ୍ରୀନିବାସ ପଣ୍ଡା(୨୧)ର ଘର ପୁରୀ…

ଅଥଚ ଚାଣକ୍ୟ: କାନ୍ତାରରେ ଚାଷୀ, ରାଜାଙ୍କ…

ନୟାଗଡ଼: ଚନ୍ଦ୍ରଗୁପ୍ତଙ୍କୁ ରାଜା କରି ଚାଣକ୍ୟ ଶାନ୍ତିରେ ନିଶ୍ବାସ ମାରିଲେ। ବର୍ଷେ ପରେ ଦେଶର ଅବସ୍ଥାରେ ଉନ୍ନତି ହୋଇଥିବ ଭାବି ସେ ପହଞ୍ଚିବାବେଳକୁ ଦେଖିଲେ ଚନ୍ଦ୍ରଗୁପ୍ତ ସହର ସାରା ପାର୍କ, ଉଜ୍ଜ୍ବଳ ଆଲୋକ, ପାଣିଫୁଆର, ଚକଚକ ରାସ୍ତା ଆଉ ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ କରି ବେସ୍‌ ସୁନ୍ଦର ଭାବେ…