Odisha Link
Bridging the Missing Links in Odisha
Browsing Tag

Nuapada

ଦିବ୍ୟାଙ୍ଗ ହିତାଧିକାରୀଙ୍କ ଘରେ ଡ୍ରୋନ୍…

ଓଏଲ୍‌ ବ୍ୟୁରୋ: ଉପାନ୍ତ ନୂଆପଡ଼ା ଜିଲ୍ଲାରେ ଉନ୍ନତ ଟେକ୍ନୋଲୋଜିର ବ୍ୟବହାର କରି ଏବେ ଚର୍ଚ୍ଚାରେ ଭାଲେଶ୍ବର ଗ୍ରାମ ପଞ୍ଚାୟତର ସରପଞ୍ଚ ସରୋଜ ଦେବୀ ଅଗ୍ରଓ୍ବାଲ। ନୂଆପଡ଼ା ଜିଲ୍ଲାର ସୀମାନ୍ତ ଅଞ୍ଚଳ ଏବଂ ଜଙ୍ଗଲ ଭିତରେ ଥିବା ଏକ ଗାଁରେ ଜଣେ ଦିବ୍ୟାଙ୍ଗଙ୍କ ପାଖରେ ଡ୍ରୋନ୍‌ ସାହାଯ୍ୟରେ ଭତ୍ତା ପହଞ୍ଚିଛି।…

ଧାନ ବିଲରୁ ମିଳିଲା ନରକଙ୍କାଳ

ଓଏଲ ବ୍ୟୁରୋ: ଜମିରୁ ମିଳିଲା ନରକଙ୍କାଳ। ଏଭଳି ଖବର ଏବେ ନୂଆପଡ଼ା ରତିପାଲି ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ଏ ନରକଙ୍କାଳ କାହାର ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ନରକଙ୍କାଳକୁ ଜବତ କରି ପରୀକ୍ଷା ପାଇଁ ପଠାଇଛି ପୁଲିସ। ଅପରପକ୍ଷେ ଏକ ବେନାମୀ ଚିଠିକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ହେଉଛି।…

ଆଜି ପୁଣି ନୂଆପଡ଼ାରୁ ୨୯ ଜଣ କରୋନା…

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ବସ ଚାଳାଚଳ ବନ୍ଦ କରିଛନ୍ତି। ଆଜି ପୁଣି ନୂଆପଡ଼ାରୁ ୨୯ ଜଣ କରୋନା ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ଏନେଇ ନୂଆପଡ଼ା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ…

କରୋନା କାୟା: ନୂଆପଡାରୁ ୩୩ ପଜିଟିଭ…

ନୂଆପଡା: ପୁଣି ଡରାଇଲାଣି କରୋନା। ଚିନ୍ତା ବଢାଉଛି ଭାଇରସର ନୂଆ ଷ୍ଟ୍ରେନ୍। ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ପୁଣି ଥରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ରାଜ୍ୟରେ କରୋନା ଗ୍ରାଫ୍‌ ଉପର ମୁହାଁ ହେଉଥିବା ବେଳେ ନୂଆପଡା ଜିଲ୍ଲାରୁ ୩୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।…

ଡରାଇଲାଣି କରୋନା: ଗୋଟିଏ ଗାଁରୁ ୨୯…

ନୂଆପଡ଼ା: ପୁଣି କାୟା ମେଲାଇ ଲାଣି କରୋନା। ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ଏବେ ପୁଣି ଥରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ରାଜ୍ୟରେ କରୋନା ଗ୍ରାଫ୍‌ ଉପର ମୁହାଁ ହେଉଥିବା ବେଳେ ଚିନ୍ତା ବଢ଼ାଇଲା ନୂଆପଡ଼ା ଜିଲ୍ଲାର କୋଭିଡ଼ ସଂକ୍ରମଣ। ସିନାପାଲୀ ବ୍ଲକର ଗୋଟିଏ ଗାଁରୁ ୨୯…

ଭିଜିଲାନ୍ସ ଜାଲରେ ସରକାର ବାବୁ

ନୂଆପଡା : ନୂଆପଡ଼ା ଖଡିଆଳ ବନ ବିଭାଗ ରେଞ୍ଜର ସଦାନନ୍ଦ ସୁନାନିଙ୍କ ଘରେ  ଭିଜିଲାନ୍ସ ରେଡ଼୍‌। ସେହିପରି ବିଭିନ୍ନ ସ୍ଥାନରେ ମଧ୍ୟ ଚଢାଉ ଜାରି ରଖିଛି ଭିଜିଲାନ୍ସ । ପ୍ରକାଶ ଯେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଡିଆଳ ବନ ବିଭାଗ ରେଞ୍ଜର ସଦାନନ୍ଦ ସୁନାନିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ…

ବିଜୁବାବୁଙ୍କର ସାନପିଲା ନୂଆପଡ଼ା ଏବେ…

ନୂଆପଡା: ନୂଆପଡା ବିକାଶର ନୂଆ ଇତିହାସ ଲେଖୁଛି। ଓଡ଼ିଶା ପାଇଁ ନୂଆପଡ଼ା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆଜି ନୂଆପଡ଼ା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନୂଆପଡ଼ା ଗସ୍ତରେ ଯାଇ ଲୋୟର ଇନ୍ଦ୍ର…

କାଲି ନୂଆପଡ଼ା ଗସ୍ତରେ ଯିବେ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ନୂଆପଡ଼ା ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ରାଜ୍ୟ ସରକାର ସମବିକାଶକୁ ଗୁରୁତ୍ୱ ଦେଉଥିବାରୁ ପ୍ରାୟ ୪ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିପାରନ୍ତି ନବୀନ। ପଛୁଆ ଜିଲ୍ଲାକୁ ଆଗକୁ ଆଣିବା…

ଦଶାହ ଭୋଜି ଖାଇ ୨୦ରୁ ଉର୍ଦ୍ଧ୍ବ ଲୋକ…

ନୂଆପଡା: ଭୋଜି ଖାଇ ୨୦ରୁ ଉର୍ଦ୍ଧ୍ବ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନେ ସମସ୍ତଙ୍କୁ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଏଭଳି ହୋଇଥିବା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର । ଏହି ଘଟଣାଟି ନୂଆପଡା ଜିଲ୍ଲା କୋମନା ବ୍ଲକ୍ ପଏଁର…

ନୂଆପଡ଼ାରୁ ବାଘଛାଲ ଜବତ, ୨ ଗିରଫ

ଭୁବନେଶ୍ୱର: ନୂଆପଡାରୁ ବାଘଛାଲ ଜବତ। ପଳାଶପଡ଼ା ଛକ ନିକଟରୁ ବାଘ ଛାଲ ଜବତ କରିଛି ଏସ୍‌ଟିଏଫ୍‌ ଟିମ୍‌। ସିନାପାଲି ପୋଲିସ ଥାନା ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଥିବା ବେଳେ ସହ ସେମାନଙ୍କ ନିକଟରୁ ବହୁ ମାରଣାସ୍ତ୍ର ଜବତ କରିଛି। ସୂଚନା ମୁତାବକ, ବିଶେଷ ସୁତ୍ରରୁ ଖବର ପାଇ କ୍ରାଇମ୍‌ବ୍ରାଞ୍ଚର…