Odisha Link
Bridging the Missing Links in Odisha
Browsing Tag

Nuapada

ବୋଲେରୋକୁ ଧକ୍କା ଦେଲା ଟ୍ରକ୍‌: ୨ ମୃତ,…

ନୂଆପଡ଼ା: ନୂଆପଡ଼ା ବିଲେଞ୍ଜର ଗାଁ ଛକ ଠାରେ ବୋଲେରୋକୁ ଧକ୍କା ଦେଲା ଟ୍ରକ୍‌। ୩୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦୁର୍ଘଟଣାରେ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ଝିଅ ଓ ନାତୁଣୀଙ୍କ ସହ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ…

ଦୁଷ୍କର୍ମକାରୀକୁ ୨୦ ବର୍ଷ ଦଣ୍ଡାଦେଶ

ନୂଆପଡ଼ା: ନାବାଳିକା ଦୁଷ୍କର୍ମକାରୀକୁ ମିଳିଲା ୨୦ ବର୍ଷ ପାଇଁ ଦଣ୍ଡାଦେଶ। ୨୦୧୮ର ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ନୂଆପଡ଼ା ପୋକ୍ସୋ କୋର୍ଟ ଦୋଷୀକୁ ୨୦ ବର୍ଷର ଦଣ୍ଡାଦେଶ ଶୁଣାଇଛନ୍ତି । ଏହାସହ ଦୁଷ୍କର୍ମକାରୀକୁ ୧୫ ହଜାର ଟଙ୍କାର ଜରିମାନା ବି କରାଯାଇଛି।…

ଠିକାଦାରଙ୍କୁ ଗୁଳିମାଡ଼

ନୂଆପଡା: ଠିକାଦାରଙ୍କୁ ଗୁଳିମାଡ଼। ନୂଆପଡା ଖଣ୍ଡିଆଳ ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀଙ୍କ ଘର ଆଗରେ ଗୁଳିମାଡ଼ ହୋଇଥିବା ନେଇ ସୂଚନା ମିଳିଛି। ଗୁଳିମାଡ଼ରେ ଠିକାଦାର ଗୁରୁତର ଆହତ ହୋଇଛନ୍ତି। ଠିକାଦାରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁଳିକାଣ୍ଡରେ ଘଟଣାରେ ସଂପୃକ୍ତ ୩…

୨୦ କେଜି ବାରହା ମାଂସ ସହ ବାଘ ମୁଣ୍ଡ ଓ…

ନୂଆପଡା: ନୂଆପଡା ଜିଲ୍ଲାରେ ଦିନକୁ ଦିନ ବନ୍ୟପ୍ରାଣୀ ଶିକାର ବଢିବାରେ ଲାଗିଛି। ଗତକାଲି ୨୦ କେଜି ବାରହା ମାଂସ ସହ ବାଘ ଛାଲ ଜବତ କରିଛି ନୂଆପଡା ବନ ବିଭାଗ। ଏହି ମାମଲାରେ ଜଣେ ମହିଳା ସମେତ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ସମସ୍ତ ଅଭିଯୁକ୍ତ ନୂଆପଡା ରେଞ୍ଜ ଟିପାଝର ଗ୍ରାମର ବୋଲି ଏସିଏଫ ସୂଚନା…

କାନ୍ଥ ଭୁଶୁଡି ବୃଦ୍ଧ ମୃତ

ନୂଆପଡା: କାନ୍ଥ ଭୁଶୁଡି ବୃଦ୍ଧ ମୃତ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡା ଜିଲ୍ଲା କୋମନା ଥାନା ବିଶିବାହାଲ ଗାଁରେ। ରାତିରେ ଶୋଇ ଥିବା ସମୟରେ ଘରର ମାଟି କାନ୍ଥ ଭୁଶୁଡି ପଡିବାରୁ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ବୃଦ୍ଧ ମୃତକ ଜଣକ ହେଉଛନ୍ତି ୬୫ ବର୍ଷୀୟ ତ୍ରିନାଥ ଭୋଇ। ଗତକାଲି ରାତିରେ ଲଗାଣ ବର୍ଷା…

ରାଜ୍ୟରେ ଭାଲୁ ଆତଙ୍କ: ବର୍ଷାରେ ଘରେ…

ନୂଆପଡା: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଭାଲୁ ଆତଙ୍କ। ବିଗତ କିଛି ଦିନ ହେବ ରାଜ୍ୟରେ ଦେଖିବାକୁ ମିଳୁଛି ଭାଲୁ ଆତଙ୍କ। ନୂଆପଡା ଜିଲା ବୋଡେନ ଥାନା ଅନ୍ତର୍ଗତ ଲର୍କା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ଭିତରେ ଥିବା ଜଣେ ବୃଦ୍ଧାଙ୍କୁ ଭାଲୁ ଆକ୍ରାମଣ କରିଥିବା ଜଣାପଡ଼ିଛି। ବୃଦ୍ଧା…

୧,୫୦୦ ଟଙ୍କା ପାଇଁ ଶତାୟୁ…

ନୂଆପଡ଼ା: କରୋନା ଲକ୍‌ଡାଉନ୍‌ ସମୟରେ ପ୍ରଧାନମନ୍ତ୍ରୀ ଜନଧନ ବ୍ୟାଙ୍କ୍‌ ଖାତାକୁ ମାସକୁ ୫୦୦ ଟଙ୍କା ହିସାବରେ ମୋଟ ୧,୫୦୦ ଟଙ୍କା କେନ୍ଦ୍ରୀୟ ସହାୟତା ଆସିଥିଲା। ତେବେ ନିଜେ ଖାତାଧାରୀ ନ ଆସିଲେ ଟଙ୍କା ଉଠାଇ ହେବନାହିଁ ବୋଲି କହିଲେ ବ୍ୟାଙ୍କ କର୍ତୃପକ୍ଷ। ଆଉ ଟଙ୍କା ପାଇବାକୁ ଡହଳ ବିକଳ ଶତାୟୁ ଗରୀବ ମା'…

ଧରମବନ୍ଧାରେ ପୁଣି ଥରେ ବାଘ ଆତଙ୍କ

ନୂଆପଡା: ନୂଆପଡ଼ା ଜିଲ୍ଲାର ଧରମବନ୍ଧା ଅଞ୍ଚଳରେ ଦେଖା ଦେଇଛି ପୁଣି ବାଘ ଆତଙ୍କ। ସପ୍ତାହ ତଳେ ଧରମବନ୍ଧା ସରପଞ୍ଚଙ୍କ ଗାଈକୁ ମାରି ବାଘ ଖାଇ ଦେଇଥିଲା। ଏବେ ପୁଣି ସେହି ଜଙ୍ଗଲରେ ବାଘ ଏକ ବଳଦକୁ ମାରି ଖାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଧରମବନ୍ଧା ଫରେଷ୍ଟର ଓ ଫରେଷ୍ଟ ଗାର୍ଡ…

ନୂଆପଡ଼ାର ନିକଟସ୍ଥ ବିମାନବନ୍ଦର ତ୍ରିଚି…

ଭୁବନେଶ୍ବର: ନୂଆପଡ଼ା ଆମ ରାଜ୍ୟର ଏକ ଜିଲ୍ଲା। ଆମ ରାଜ୍ୟରେ ବର୍ତ୍ତମାନ ୨ଟି ବିମାନ ବନ୍ଦର କାର୍ଯ୍ୟକ୍ଷମ ରହିଛି। ଗୋଟିଏ ରାଜଧାନୀ ଭୁବନେଶ୍ବରରେ ଆଉ ଏକ ଝାରସୁଗୁଡ଼ାରେ। ହେଲେ ନୂଆପଡ଼ାର ନିକଟସ୍ଥ ବିମାନବନ୍ଦର ତ୍ରିଚି ଏବଂ କୋଏମ୍ବାଟୁର୍‌। ଏକଥା ଆମେ କହୁନୁ, https://nuapada.nic.in/how-to-reach/…

ସ୍କୁଲରେ ପାଠ ପଢ଼ାଇଲେ ନୂଆପଡ଼ା ଜିଲ୍ଲାପାଳ

ନୂଆପଡ଼ା: ଚର୍ଚ୍ଚାରେ ନୂଆପଡ଼ା ଜିଲ୍ଲାପାଳ। କାରଣ ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁ କୋମନା ବ୍ଲକ୍‌ ଅନ୍ତର୍ଗତ ଭରୁଆମୁଣ୍ଡା ଓ ଟିକ୍ରାପଡ଼ା ସରାକାରୀ ସ୍କୁଲ ପରିଦର୍ଶରେ ଯାଇଥିଲେ। ସେଠାରେ ସ୍କୁଲର ପରିବେଶ, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, ପାଠପଢ଼ା ଏବଂ ଅନ୍ୟାନ୍ୟ ସୁବିଧା ଓ ଅସୁବିଧା କଥା ପଚାରି…