Odisha Link
Bridging the Missing Links in Odisha
Browsing Tag

ODISHA TOURISM

ଜାନୁଆରୀ ୮ରୁ ଅନ୍ତର୍ଜାତୀୟ ଚିଲିକା…

ପୁରୀ: ପକ୍ଷୀ ପ୍ରେମୀଙ୍କ ପାଇଁ ଖୁସି ଖବର। ଜାନୁଆରୀ ୮ ରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ଅନ୍ତର୍ଜାତୀୟ ଚିଲିକା ପକ୍ଷୀ ମେଳା। ଏହି ଚିଲିକା ପକ୍ଷୀ ମେଳା ଜାନୁଆରୀ ୧୦ ଯାଏଁ ଚାଲିବ। ଏହି ମେଳାରେ ୪୫୦ରୁ ଅଧିକ ପ୍ରଜାତିର ଲକ୍ଷାଧିକ ଦେଶୀ ଓ ବିଦେଶୀ ପକ୍ଷୀ ଦେଖିବାର ସୁଯୋଗ ମିଳିବ। ଜଙ୍ଗଲ ଓ ପରିବେଶ…

କାଲିଠୁ ଇକୋ-ରିଟ୍ରିଟ୍, ଭାରତ ବନ୍ଦ…

ଭୁବନେଶ୍ୱର: କାଲିଠୁ ଆରମ୍ଭ ହେବ ଇକୋ-ରିଟ୍ରିଟ୍। ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବା ପାଇଁ ନୂଆ ବୋହୂ ଭଳି ସଜେଇ ହୋଇଛି ୫ ପର୍ଯ୍ୟଟନସ୍ଥଳ। ଆଜିଠୁ ଇକୋ-ରିଟ୍ରିଟ୍‌ ଆରମ୍ଭ ହେବାକୁ ଥିବା ବେଳେଭାରତ ବନ୍ଦ ପାଇଁ ଆସନ୍ତାକାଲି ୯ ତାରିଖରେ ଏହାକୁ ଉଦ୍‌ଘାଟନ କରାଯିବ। ଏନେଇ ପର୍ଯ୍ୟଟନ ନିର୍ଦ୍ଦେଶକ…

ଇକୋ ରିଟ୍ରିଟ୍‌ ଲୋଗୋ ଉନ୍ମୋଚନ ଓ ବୁକିଂ…

ଭୁବନେଶ୍ୱର: ରାଜ୍ୟରେ ଚଳିତବର୍ଷ ଇକୋ ରିଟ୍ରିଟ୍‌ ପାଇଁ ଲୋଗୋ ଉନ୍ମୋଚନ ଓ ବୁକିଂ ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ବର୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଓଡିଶା ପର୍ଯ୍ୟଟନ କୋଣାର୍କରେ ସାମୁଦ୍ରିକ ଡ୍ରାଇଭରେ ଏହାର ପ୍ରଥମ ଇକୋ ରିଟ୍ରିଟ୍‌ କରିଥିଲା। ମାତ୍ର ଚଳିତବର୍ଷ ରାଜ୍ୟର ୫ଟି…

ଡିସେମ୍ବର ପହିଲାରୁ ଦ୍ଵିତୀୟ ଇକୋ…

ପୁରୀ: ଶୀତ ଦିନ ଆସିବା ସହ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି ଇକୋ ରିଟ୍ରିଟ୍। ଚଳିତ ବର୍ଷ ରାମଚଣ୍ଡୀଠାରେ ଆରମ୍ଭ ହେବ ଦ୍ଵିତୀୟ ଇକୋ ରିଟ୍ରିଟ୍‌। ରାମଚଣ୍ଡୀର କୁଶଭଦ୍ରା ନଦୀ ମୁହାଣ ନିକଟରେ ଏହି ରିଟ୍ରିଟ୍‌ ହେବ। ପର୍ଯ୍ୟଟକଙ୍କ ପାଇଁ ୩ ମାସ ଧରି ଚାଲିବାକୁ…

ଜଳ ପର୍ଯ୍ୟଟନର ବିକାଶ ପାଇଁ ଓଡିଶା ଓ…

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ରାଜ୍ୟରେ ଜଳ ପର୍ଯ୍ୟଟନ କ୍ଷେତ୍ରରେ ବିବିଧତା ଆଣିବା ନିମନ୍ତେ କେରଳ ଜାହାଜ ଚଳାଚଳ ଏବଂ ଆଭ୍ୟନ୍ତରୀଣ ଜଳ ଯୋଗାଯୋଗ ନିଗମ ସହ ବୈଷୟିକ ସହଯୋଗ ପାଇଁ ଗତକାଲି ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି। ଏହି ଅବସରରେ ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି…

ଆଜିଠାରୁ ଆରମ୍ଭ ହେବ ପର୍ଯ୍ୟଟନ…

କୋଣାର୍କ: ଚନ୍ଦ୍ରଭାଗା ଇକୋ-ରିଟ୍ରିଟରେ ଆଜିଠୁ ଆରମ୍ଭ ହେବ ପର୍ଯ୍ୟଟନ ମହାସମ୍ମିଳନୀ। ଏହି ସମ୍ମିଳନୀରେ ଦେଶର ସମସ୍ତ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବ ଯୋଗଦେବେ। ସମ୍ମିଳନୀରେ ଦେଶ ତଥା ଓଡ଼ିଶାର ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ଆଲୋଚନା ହେବା ସହ ଓଡ଼ିଶାର ପର୍ଯ୍ୟଟନ କୁ ଦେଶର ସମସ୍ତ ପର୍ଯ୍ୟଟନ…

ପର୍ଯ୍ୟଟନ ବିଭାଗ ପକ୍ଷରୁ ଗାଇଡଲାଇନ

ଭୁବନେଶ୍ବର: ଏବେ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ପ୍ରବଳ ଭିଡ଼ ଜମୁଛି ଏଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ କେତେକ ସ୍ଥାନରେ ଗାଇଡ୍ ଲାଇନ୍ ଜାରି କରାଯାଇଛି। ଚିହ୍ନଟ ହୋଇଥିବା ସ୍ଥାନରେ ଭୋଜିଭାତ କରି ହେବ। ହେଲେ ମଦ୍ୟପାନ କରିପାରିବେ ନାହିଁ। ନିଶାଦ୍ରବ୍ୟ ସେବନ ଉପରେ ବି କଟକଣା ଜାରି ହୋଇଛି।…

ଆଜି ଉଦ୍ଘାଟିତ ହେବ ମେରାଇନ୍ ଡ୍ରାଇଭ୍…

ପୁରୀ: ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ଟିକେ ନିଆରା ଢଙ୍ଗରେ ଉପସ୍ଥାପନ କରିବା ପାଇଁ ଦୀର୍ଘ ୪୯ ଦିନ ଧରି କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟବର୍ତୀ ରାମଚଣ୍ଡୀ ବେଳାଭୂମିରେ ଚାଲିବ ‘ମେରାଇନ୍ ଡ୍ରାଇଭ୍ ଇକୋ-ରିଟ୍ରିଟ୍’ ଉତ୍ସବ । ଆଜି ଆନୁଷ୍ଠାନିକ ଭାବେ ଏହି ଉତ୍ସବର ଶୁଭଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ…

କୋଣାର୍କ ଉତ୍ସବ ଦ୍ବିତୀୟ ସଂଧ୍ୟା: ମନ…

କୋଣାର୍କ: ଅର୍କକ୍ଷେତ୍ର କୋଣାର୍କର ସୂର୍ଯ୍ୟମନ୍ଦିର ପାଦଦେଶରେ ଓଡିଶା ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ତୃତୀୟ ସଂଧ୍ୟା ପୁରାଣ ପ୍ରସଙ୍ଗ ଓ ଜୀବନ ଦର୍ଶନକୁ ଶାସ୍ତ୍ରୀୟନୃତ୍ୟରେ ପ୍ରଦର୍ଶିତ କରିଥିଲା। ସୁଦୃଶ୍ୟ ଆଲୋକସଜ୍ଜା ଓ ଭରପୁର ଦର୍ଶକ ଗ୍ୟାଲେରୀ ମଧ୍ୟସ୍ଥ ମୁକ୍ତାକାଶ ମଞ୍ଚରୁ ଓଡିଶୀ…

ଏହି ଫଟୋ ଟ୍ବିଟ୍‌ କଲେ ନବୀନ, ଏମିତି…

ଭୁବନେଶ୍ବର: ଚଳିତ ଡିସେମ୍ବର ମାସ ୧ ତାରିଖ ସକାଳେ ଏହି ସୁନ୍ଦର ଫଟୋଟି ନିଜ ଟ୍ବିଟର ହାଣ୍ଡଲ୍‌ରେ ପୋଷ୍ଟ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସୁନ୍ଦର ରାସ୍ତାର ଫଟୋ ସହ ନବୀନ ଲେଖିଥିଲେ- ‘ସୁନ୍ଦର ତୃପ୍ତିର ଅବସାଦ ନାହିଁ , ଯେତେ ଦେଖୁଥିଲେ ନୂଆ ଦିଶୁଥାଇ’। ଏ ଆଖିଝଲସା ରାସ୍ତା ଆଦୌ ଅଜଣା…