Odisha Link
Bridging the Missing Links in Odisha
Browsing Tag

Petrol Disel Price

ଶତକ ମୁହାଁ ପେଟ୍ରୋଲ ଦର, ଓଡ଼ିଶାରେ କେତେ…

ଭୁବନେଶ୍ୱର: ଶତକ ମୁହାଁ ପେଟ୍ରୋଲ ଦର। ଲାଗାତାର ପେଟ୍ରୋଲ ଏବଂ ଡିଜେଲ ଅହେତୁକ ଭାବେ ବଢ଼ିବାରେ ଲାଗିଛି। ଯାହାର ସିଧାସଳଖ ପ୍ରଭାବ ଖାଉଟୀଙ୍କ ଉପରେ ପଡିବାରେ ଲାଗିଛି। ଓଡ଼ିଶାରେ ପେଟ୍ରୋଲ ଦର ୯୪ ଟଙ୍କା ପାର୍‌ ହେଲାଣି। ମାଲକାନଗିରିରେ ୯୪ ଟଙ୍କା ପାର କରିଛି ପେଟ୍ରୋଲ ଦର। ସେଠାରେ ବର୍ତ୍ତମାନ ପେଟ୍ରୋଲ…

ବଢ଼ିଲା ତୈଳ ଦର, ଓଡ଼ିଶାରେ ଟିପିଲା ୯୦

ଭୁବନେଶ୍ବର: ଲଗାତାର କିଛି ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି। ଆଜି ମାଲକାନାଗିରିରେ ପେଟ୍ରୋଲ ଦର ସର୍ବାଧିକ ୯୧ ଟଙ୍କା ୪୨ ପଇସା ଛୁଇଁଛି। ସେହିପରି ଡ଼ିଜେଲ ଦର ୮୭ ଟଙ୍କା ୫୬ ପଇସା ରହିଛି। ରାଜଧାନୀ ଭୁବନେଶ୍ବରରେ ୮୬ ଟଙ୍କା ୩୬ ପଇସା ରହିଥିବା ବେଳେ ଡିଜେଲ୍‌ ଦର ୮୨ ଟଙ୍କା ୬୬ ପଇସା…

ପୁଣି ବଢ଼ିଲା ତୈଳ ଦର, ଚିନ୍ତାରେ ଖାଉଟି

ଭୁବନେଶ୍ବର: କ୍ରମାଗତ ଭାବେ ବଢ଼ିବାରେ ଲାଗିଛି ତୈଳ ଦର। ଚଳିତ ସପ୍ତାହରେ ଚାରିଥର ବୃଦ୍ଧି ପାଇଲାଣି ପେଟ୍ରୋଲ ଓ ଡିଜେଲ ଦର। ଆଜି ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଦର ପିଛା ୮୬ଟଙ୍କା ୩୮ ପିଇସା ହୋଇଥିବା ବେଳେ ଡିଜେଲ ଦର ୮୨ଟଙ୍କା ୬୮ପଇସାରେ ପହଞ୍ଚିଛି। ମାଲକାନଗିରିରେ ପେଟ୍ରୋଲ ଦର ସର୍ବାଧିକ…

ପୁଣି ବଢିଲା ପେଟ୍ରୋଲ ଦର,…

ଭୁବନେଶ୍ୱର: ପୁଣି ବଢିଲା ପେଟ୍ରୋଲ ଦର। ତୈଳ ଦର ଦୁଇଦିନ ଅପରିବର୍ତ୍ତିତ ରହିବା ପରେ ଆଜି ପୁଣି ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବଜାରରେ ତେଲଦର ବଢିଚାଲିଥିବାରୁ ଏହି ଦରବୃଦ୍ଧି ହୋଇଛି ବୋଲି କୁହାଯାଉଛି। ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨୫ ପଇସା ଲେଖାଏଁ ବୃଦ୍ଧି ହୋଇଛି। ଫଳରେ ଭୁବନେଶ୍ବରରେ ପେଟ୍ରୋଲ…

ପୁଣି ବଢ଼ିଲା ପେଟ୍ରୋଲ୍ ଏବଂ ଡିଜେଲ୍…

ନୂଆଦିଲ୍ଲୀ: ପୁଣି ବଢ଼ିଲା ପେଟ୍ରୋଲ୍ ଏବଂ ଡିଜେଲ୍ ଦର। କରୋନା କାଳରେ ରେକର୍ଡ ଭାଙ୍ଗିଛି ତୈଳ ଦର। ପେଟ୍ରୋଲ୍ ଲିଟର ପିଛା କିଛି ସ୍ଥାନରେ ୮୪ ଟଙ୍କା ଟପିଥିବା ବେଳେ, ଡିଜେଲ୍ ମଧ୍ୟ ୮୦ଟଙ୍କା ଟପିଛି। ଲଗାତର ଦେଶରେ ବଢୁଛି ପେଟ୍ରୋଲ ଓ ଡିଜେଲ ଦାମ। ତେଲ କମ୍ପାନୀଙ୍କୁ ପକ୍ଷରୁ ପୁଣି ଥରେ ପେଟ୍ରୋଲ ଓ…

ଘରେ ବସି ଜାଣନ୍ତୁ ଆପଣଙ୍କ ସହରର…

ନୂଆଦିଲ୍ଲୀ: ଏଣିକି ଘରେ ବସି ଜାଣିପାରିବେ ଆପଣଙ୍କ ସହରର ପେଟ୍ରୋଲ-ଡିଜେଲ ଦର। ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଜାଣି ପାରିବେ ପେଟ୍ରୋଲ-ଡିଜେଲ ଦର। ଇଣ୍ଡିଆନ୍‌ ଅଏଲ କମ୍ପାନୀ ଆପଣଙ୍କୁ ଏହି ସୁବିଧା ପ୍ରଦାନ କରୁଛି। ଆପଣ ଆପଣଙ୍କ ମୋବାଇଲରେ ଆରଏସ୍‌ପି ଏବଂ ନିଜ ସହରର କୋର୍ଡ ଲେଖି ୯୨୨୪୯୯୨୨୪୯ ନମ୍ବରକୁ…

ମଦ ପରେ ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ

ନୂଆଦିଲ୍ଲୀ: ମଦ ପରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କଲେ ଦିଲ୍ଲୀ ସରକାର। ଦିଲ୍ଲୀ ସରକାର ପେଟ୍ରୋଲ ଓ ଡିଡେଲରେ ଲାଗୁଥିବା ଭ୍ୟାଟ ବୃଦ୍ଧି କରିଛନ୍ତି। ଫଳରେ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଦିଲ୍ଲୀ ସରକାର ପେଟ୍ରୋଲରେ ୨୭% ରୁ ୩୦% କୁ ଭ୍ୟାଟ ବୃଦ୍ଧି କରିଛନ୍ତି। ସେହିପରି ଡିଜଲରେ…

ବଢିଲା ପେଟ୍ରୋଲ ଡିଜେଲ ଦର

ନୂଆଦିଲ୍ଲୀ: ବଢିଲା ପେଟ୍ରୋଲ ଓ ଡିଜେଲ ଦର। ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଦର କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ବିତ୍ତୀୟ ନିୟଣ୍ଟକୁ ଭରଣା କରିବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଲିଟର ପିଛା ୩ ଟଙ୍କା ଉତ୍ପାଦ ଶୁଳ୍କ…

ହ୍ରାସ ପାଇଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ହ୍ରାସ ପାଇଲା ପେଟ୍ରୋଲ ଓ ଡିଜେଲ ଦର। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସର ପ୍ରଭାବ ଏବେ ଭାରତୀୟ ବଜାରରେ ପଡ଼ିଛି, ଫଳରେ ଆଜି ଭାରତୀୟ ବଜାରରେ ପେଟ୍ରୋଲ ଓ ଡିଜେଲର ରେକର୍ଡ ଦର ହ୍ରାସ ଘଟିଛି। ପେଟ୍ରୋଲ ଓ ଡିଜେଲ ଦରରେ ଲିଟର ପିଛା ୨ଟଙ୍କାରୁ ଅଧିକ ହ୍ରାସ ଘଟିଛି। ପେଟ୍ରୋଲ ଦର…

ହ୍ରାସ ପାଇଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ପ୍ରଭାବ ପଡ଼ିଛି ପେଟ୍ରୋଲ ଓ ଡିଜେଲ ଦର ଉପରେ। ଚୀନରେ କରୋନା ଭାଇରସ ଆତଙ୍କ ପରେ ସେଠାରେ ଅଶୋଧିତ ତେଲର ଆବଶ୍ୟକତା କମିଯାଇଛି। ତେଣୁ ଏବେ ପେଟ୍ରୋଲ ଓ ଡିଜେଲର ଦାମ କମିଛି। ଜାନୁଆରୀ ୭ରୁ ଏଯାବତ ୩ ଟଙ୍କା ହ୍ରାସ ପାଇଥିବା ବେଳେ ଡିଜେଲ ଦର ୩.୫୫ ପଇସା ହ୍ରାସ ପାଇଛି।…