Odisha Link
Bridging the Missing Links in Odisha
Browsing Tag

PRESIDENT RAM NATH KOVIND

ରାଷ୍ଟ୍ରପତି ନେଲେ କରୋନା ଟିକା

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ସବୁଠାରୁ ବଡ଼ ଟିକା କରଣ ଅଭିଯାନ ଭାରତରେ ଚାଲୁ ରହିଛି। ଏହି କ୍ରମରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆର.ଆର୍ ହସ୍ପିଟାଲରେ କୋଭିଡ-୧୯ ଟିକାର ପ୍ରଥମ ଡୋଜ ନେଇଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା, ରକ୍ଷାମନ୍ତ୍ରୀ…

ଏନ୍‌ଏସ୍‌ଡିର ନୂଆ ଅଧ୍ୟକ୍ଷ ହେଲେ ପରେଶ…

ନୂଆଦିଲ୍ଲୀ: ବଲିଉଡ ଅଭିନେତା ତଥା ବିଜେପି ନେତା ପରେଶ ରାୱଲଙ୍କୁ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା (ଏନଏସଡି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ବିଜେପିର ପୂର୍ବ ଲୋକସଭା ସାଂସଦ ପରେଶ ରାୱଲ ଏଣିକି ଏନଏସଡିର ଦାୟିତ୍ୱ ସମ୍ଭାଳିବେ। ୨୦୧୭ ମସିହାରୁ ଏନଏସଡି ଅଧ୍ୟକ୍ଷ ପଦ ଖାଲିପଡିଥିଲା। ପରେଶଙ୍କ…

ନୂଆ ଶିକ୍ଷା ନୀତି ସରକାରଙ୍କର ନୁହେଁ ବରଂ…

ନୂଆଦିଲ୍ଲୀ: ସୋମବାର ନୂତନ ଶିକ୍ଷା ନୀତି ଉପରେ ଅନୁଷ୍ଠିତ ରାଜ୍ୟପାଳଙ୍କ ସମ୍ମିଳନୀରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ। କିଛି ଦିନ ତଳେ ସରକାରଙ୍କ ଦ୍ବାରା ଘୋଷଣା କରାଯାଇଥିବା ନୂତନ ଶିକ୍ଷା ନୀତି ଉପରେ ଏବେ ବି ଆ‌ଲୋଚନା ଜାରି ରହିଛି। ଏହି…

ପ୍ରଣବଙ୍କୁ ଶେଷ ଦର୍ଶନ କଲେ ରାଷ୍ଟ୍ରପତି…

ନୂଆଦିଲ୍ଲୀ : ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଆଜି ସାରା ଦେଶ ଜଣାଉଛି ଶେଷ ବିଦାୟ। ଆଜି ଦିଲ୍ଲୀର ଲୋଧୀ ରୋଡରେ ଆପରାହ୍ନ ପ୍ରାୟ ୨ଟା ୩୦ ମିନିଟରେ ତାଙ୍କର ହେବ ଅନ୍ତିମ ସଂସ୍କାର। ପଂଚଭୂତରେ ବିଲୀନ ହେବ ପ୍ରଣବ ଦାଙ୍କ ପାର୍ଥିବ ଶରୀର। ଆଜି ଦିଲ୍ଲୀର ସେନା ଡାକ୍ତରଖାନାରୁ ଦିଲ୍ଲୀର…

ମୁଖ୍ୟ ସୂଚନା କମିଶନର ଭାବେ ଶପଥ ଗ୍ରହଣ…

ନୂଆଦିଲ୍ଲୀ : ମୁଖ୍ୟ ସୂଚନା କମିଶନର ଭାବେ ଶପଥ ଗ୍ରହଣ କଲେ ବିମଲ ଜୁଲ୍କା। ଆଜି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ବିମଲ ଜୁଲ୍କାଙ୍କୁ ମୁଖ୍ୟ ସୂଚନା କମିଶନର(ସିଆଇସି) ଭାବେ ଶପଥ ଗ୍ରହଣ କରାଇଛନ୍ତି। ବିମଲ ଜୁଲ୍କାଙ୍କୁ ନୂଆ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟରେ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ବିମଲ…

ଦିଲ୍ଲୀ ବିଧାନସଭା ନିର୍ବାଚନ: ଭୋଟ ଦେଲେ…

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭାର ୭୦ଟି ଆସନ ପାଇଁ ଭୋଟ ଗ୍ରହଣ ହେଉଛି। ଗଣତନ୍ତ୍ରର ଏହି ମହାନ ପର୍ବରେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ରାଷ୍ଟ୍ରପତି କୋବିନ୍ଦ ଓ ତାଙ୍କ ପତ୍ନୀ ମତଦାନ ପ୍ରକିୟାରେ ସାମିଲ ହୋଇ ଭୋଟ ଦେଇଛନ୍ତି। ଆଜି ସକାଳୁ…

ସଂଜୀବ ପାଣିଗ୍ରାହୀ ହେବେ ହାଇକୋର୍ଟ ଜଜ୍

ଭୁବନେଶ୍ବର: ସଂଜୀବ ପାଣିଗ୍ରାହୀ ହେବେ ହାଇକୋର୍ଟ ବିଚାରପତି। ସଂଜୀବ ପାଣିଗ୍ରାହୀଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେଲେ ରାଷ୍ଟ୍ରପତି। ସଂଜୀବଙ୍କ ନିଯୁକ୍ତି ନେଇ ଆଇ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି। ସଂଜୀବ ପାଣିଗ୍ରାହୀ ଏବେ ସୁପ୍ରିମକୋର୍ଟରେ ଆଇନଜୀବୀ ଅଛନ୍ତି। ସଂଜୀବ ପାଣିଗ୍ରାହୀଙ୍କ…

ନିର୍ଭୟା ଦୋଷୀ ବିନୟର ରାଜକ୍ଷମା ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନକୁ ଆଜି ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ନିର୍ଭୟା ମାମଲାର ୪ ଦୋଷୀ ଫାଶୀ ପାଇବାର ଥିଲା କିନ୍ତୁ ଦୋଷୀଙ୍କ ପାଖରେ ନ୍ୟାୟିକ ବିକଳ୍ପ ସୁଯୋଗ ରହିଥିବାରୁ ଏହା ପୂର୍ବରୁ ଗତକାଲି ପଟିଆଲା ହାଉସ୍‌…

ଧୋନିଙ୍କୁ ପ୍ରଶଂସା କଲେ ରାଷ୍ଟ୍ରପତି,…

ରାଞ୍ଚି: ଭାରତୀୟ ଦଳର ପୂର୍ବତନ ଅଧିନାୟକ କ୍ୟାପଟେନ୍‌ କୁଲ ତଥା ମହେନ୍ଦ୍ର ସିଂ ଧୋନିଙ୍କୁ ପ୍ରଶଂସା କଲେ ରାଷ୍ଟ୍ରପତି। ପ୍ରଶଂସା କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ, ଭାରତୀୟ କ୍ରିକେଟ୍ ଆଜି ଯେଉଁ ଶିଖରରେ ପହଞ୍ଚିଛି, ତାହା ପଛରେ ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ଅବଦାନ…

ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଦୁଇ ଦିନଆ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ଆସନ୍ତାକାଲି ସନ୍ଧ୍ୟା ୭ଟା ୪୦ ମିନିଟରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି। ଏହାପରେ ସେ ରାଜଭବନରେ ରାତ୍ରିଯାପନ କରିବେ। ୨୮ ତାରିଖ…