Odisha Link
Bridging the Missing Links in Odisha
Browsing Tag

Prof. Ganeshi Lal

ରାଜଭବନ ଫେରିଲେ ରାଜ୍ୟପାଳ,…

ଭୁବନେଶ୍ବର: ରାଜଭବନ ଫେରିଲେ ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲ। ରୁଟିନ୍‌ ଚେକ୍ ଅପ୍‌ କରିବା ପାଇଁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଆଡମିଟି ହୋଇଥିଲେ ରାଜ୍ୟପାଳ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ…

ହସ୍ପିଟାଲରେ ରାଜ୍ୟପାଳ

ଭୁବନେଶ୍ବର: ଓଡ଼ିଶାର ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲ ମେଡିକାଲରେ ଭର୍ତ୍ତି। ଭୁବନେଶ୍ବରସ୍ଥିତ ଆପୋଲ ହସ୍ପିଟାଲେ ଭର୍ତ୍ତି ହୋଇଛନ୍ତି ରାଜ୍ୟାପଳ। ହସ୍ପିଟାଲରେ ରାଜ୍ୟାପଳଙ୍କ ରୁଟିନ୍‌ ଚେକଅପ୍‌ ଚାଲିଥିବା ସୂଚନା ରହିଛି। ମିଳିଥିବା ସୂଚନା ମୁତାବିକ, ରୁଟିନ୍‌ ଚେକ ଅପ୍‌ ପାଇଁ ରାଜ୍ୟପାଳ ହସ୍ପିଟାଲରେ…

ପେନ୍ ଇନ୍ ବୁକ୍ସ ପକ୍ଷରୁ ରାଜ୍ୟପାଳଙ୍କ…

ଭୁବନଶ୍ୱେର: ଆଜି ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଲିଖିତ ଆଧ୍ୟାତ୍ମିକ ପୁସ୍ତକ ‘ନନ୍‌ଆଟାଚ୍‌ଡ ଆଟାଚ୍‌ମେଣ୍ଟ୍‌’ ପ୍ରକାଶ ପାଇଛି । ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକର ପ୍ରଥମ କପି ଅନୁଷ୍ଠାନର ନିର୍ଦ୍ଦେଶକ…

ରାଜ୍ୟପାଳ ଗାଇଲେ ରାଜ୍ୟ ସଂଗୀତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଦଳ, ମତ, ପଦବି, ଅଞ୍ଚଳ ଓ ଧର୍ମ ନିର୍ବିଶେଷରେ ବିଶ୍ବସାରା ଓଡ଼ିଆ ମେ' ୩୦ ସଂଧ୍ୟାରେ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗନେଇ ଓଡ଼ିଶାର ରାଜ୍ୟସଂଗୀତ ଗାନ କରିଛନ୍ତି। ଗତକାଲି ସଂଧ୍ୟାରେ…

କରୋନା: ବିଶ୍ଵବିଦ୍ୟାଳୟ ଶିକ୍ଷାକୁ ସଠିକ…

ଭୁବନେଶ୍ବର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବିଶ୍ୱର ସର୍ବବୃହତ ଛାତ୍ରସଙ୍ଗଠନ, ଏହି ଜରୁରୀକାଳୀନ ପରିସ୍ଥିତିରେ ରାଜ୍ୟର ବିଶ୍ୱବିଦ୍ୟାଳୟରେ ଶିକ୍ଷାକୁ ସଠିକ ମାର୍ଗରେ ପରିଚାଳନା କରିବା ପାଇଁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଦାବିବାତ୍ର ଦେଇଛି। କରୋନା ଭାଇରସର ପ୍ରଭାବ ରାଜ୍ୟର…

କରୋନା ମୁକାବିଲା: ୩୪ ଲକ୍ଷ ୨୦ ହଜାର…

ଭୁବନେଶ୍ବର: ମହାମାରୀ କୋଭିଡ-୧୯ ବା କରୋନା ଭାଇରସ୍‌ ମୁକାବିଲା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସହାୟତାର ହାତ ବଢ଼ାଇଛନ୍ତି। ସେ ଆଜି ଉଭୟ ପିଏମ କେୟାର୍ସ ଫଣ୍ଡ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ କରିଛନ୍ତି। ଆଜି ରାଜ୍ୟପାଳ ମୋଟ୍ ୩୪ ଲକ୍ଷ ୨୦ ହଜାର ଟଙ୍କାର ସହାୟତା ପ୍ରଦାନ…

ଆତଙ୍କିତ ନହୋଇ ‘କରୋନା’ ମହାମାରୀ…

ଭୁବନେଶ୍ୱର : ସଂପ୍ରତି ଭୟାବହ ‘କରୋନା’ ଭୂତାଣୁ ସଂକ୍ରମଣ ସମଗ୍ର ପୃଥିବୀର ମାନବ ଜାତି ପାଇଁ ଏକ ଆହ୍ୱାନ ଭାବରେ ଦେଖା ଦେଇଛି । ଏହାର ସଫଳ ମୁକାବିଲା ନିମନ୍ତେ ପ୍ରତ୍ୟେକ ସ୍ତରରେ ଉଦ୍ୟମ ହେବା ଦରକାର । ଓଡ଼ିଶାରେ ରାଜ୍ୟ ସରକାର ଅନେକ ଦୂରଦୃଷ୍ଟି ସଂପନ୍ନ ପଦକ୍ଷେପ ନେଇଛନ୍ତି । ବ୍ୟାପକ ଜନସଚେତନତା…

ଚଳିତବର୍ଷ ରାଜ୍ୟପାଳ ଖେଳିବେନି ହୋଲି

ଭୁବନେଶ୍ବର: ଚଳିତଥର ରଙ୍ଗର ପର୍ବ ହୋଲି ଖେଳିବେ ନାହିଁ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।ରାଜଭବନ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟପାଳ ଚଳିତବର୍ଷ ହୋଲି ଖେଳିବେ ନାହିଁ କିମ୍ବା ହୋଲି ମିଳନ ଓ ଉତ୍ସବ ଆଦିରେ ଯୋଗ ଦେବେ ନାହିଁ। ଭୟାବହ କରୋନା ଭାଇରସ୍ ସଂକ୍ରମଣର ମୁକାବିଲା ନିମନ୍ତେ ପ୍ରତ୍ୟେକ…

ଭାରତର ଗଣତନ୍ତ୍ର ବିଶ୍ୱର ମାର୍ଗଦର୍ଶକ :…

ଭୁବନେଶ୍ୱର : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆନୁକୂଲ୍ୟରେ ରବିନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ଜାତୀୟ ମତଦାତା ଦିବସ-୨୦୨୦ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶାର ମାନ୍ୟବର ରାଜ୍ୟ ପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଲେ ଯେ ଗଣତନ୍ତ୍ରର ଆଧ୍ୟାତ୍ମିକୀକରଣ…

ବଲାଙ୍ଗୀର: ବଟଲିଂ ପ୍ଲାଣ୍ଟ ଲୋକାର୍ପଣ…

ବଲାଙ୍ଗୀର: ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ବଲାଙ୍ଗୀର ଉପକଣ୍ଠ ବରକାନୀ ଗାଁରେ ନିର୍ମାଣ ହୋଇଥିବା ଏଲପିଜି ବଟଲିଂ ପ୍ଲାଣ୍ଟକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉଦ୍‌ଘାଟନ କରିଛନ୍ତି। ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁଙ୍କ ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମ ବାତିଲ ହେବାପରେ ତାଙ୍କ ଅନୁପସ୍ଥିତିରେ ରାଜ୍ୟପାଳ…