Odisha Link
Bridging the Missing Links in Odisha
Browsing Tag

Pulwama attack

ପୁଲଓ୍ବାମା ଆକ୍ରମଣକୁ ପୂରିଲା ୪ ବର୍ଷ ;…

ଓଏଲ୍‌ ବ୍ୟୁରୋ : ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ଆଜି ପୂରଣ ହେଲା ୪ ବର୍ଷ । ଆଜିବି ମନେ ପଡ଼ନ୍ତି ଆତଙ୍କବାଦୀଙ୍କ ବର୍ବରତାର ସମ୍ମୁଖୀନ ହୋଇ ପ୍ରାଣ ହରାଇଥିବା ଭାରତ ମାଟିର ବୀରପୁତ୍ର। ୧୪ ଫେବ୍ରୁଆରୀ ୨୦୧୯ରେ ଯେତେବେଳେ ସାରା ଦେଶ ପ୍ରେମ ଦିବସ ପାଳୁଥିଲା ସେତେବେଳେ ସିଆରପିଏଫ୍ ଉପରେ ଆକ୍ରମଣ କରି…

ପୁଲୱାମା ବୀର ସହିଦଙ୍କ ଉଦ୍ଦେଶ୍ୟରେ…

ଭୁବନେଶ୍ୱର: ପୁଲଓ୍ୱାମା ଆକ୍ରମଣକୁ ଆଜି ଦୁଇ ବର୍ଷ ପୁରିଥିଲେ ମଧ୍ୟ ଆଜିବି ମନରୁ ଲିଭିନି ସେହି ଛାତିଥର ଘଟଣା। ସେହି ହୃଦୟ ବିଦାରକ ଘଟଣାକୁ ମନେ ପକାଇବା ବେଳକୁ ରୁମ ଟାଙ୍କୁରି ଉଠୁଛି। ୧୪ ଫେବୃୟାରୀ ୨୦୧୯ରେ ଜମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିଲେ ୪୦ ସିଆରପିଏଫ୍‌…

ପୁଲୱାମା ଆକ୍ରମଣକୁ ପୂରିଲା ୨ ବର୍ଷ ,ବୀର…

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣରେ ୨ ବର୍ଷ ପୁର୍ବେ ୪୦ ଜଣ ବୀର ପୁତ୍ରଙ୍କୁ ହରାଇଥିଲା ଦେଶ। ଏହାରି ମଧ୍ୟରେ ୨ ବର୍ଷ ବିତିଯାଇଛି, ହେଲେ ଆକ୍ରମଣରେ ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଆଜି ବି ଝୁରୁଛି ମା’ମାଟି। ଦେଶ ପାଇଁ ପ୍ରାଣବଳୀ ଦେଇଥିବା ସହିଦଙ୍କୁ ମନେ ପକାଇ ଗୁମୁରି କାନ୍ଦୁଛି ମାତୃଭୂମି। ସେଦିନ…

ପାକ୍ ମନ୍ତ୍ରୀଙ୍କ ସ୍ୱୀକାରୋକ୍ତି:…

ନୂଆଦିଲ୍ଲୀ: ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିଲା। ପାକ୍ ମନ୍ତ୍ରୀ ଫୱାଦ ଚୌଧୁରୀ ପାକ୍ ସଂସଦରେ ଏନେଇ ସ୍ବୀକାର କରିଛନ୍ତି। କେବଳ ସେତିକି ନୁହେଁ, ଏହା ଇମ୍ରାନ୍ ସରକାରର ବଡ଼ ସଫଳତା ଥିଲା ବୋଲି କହିବାକୁ ସେ ପଛାଇ ନାହାନ୍ତି। ପ୍ରଥମ ଥର ପାଇଁ ଭାରତ ବିରୋଧରେ ଏକ ଆତଙ୍କବାଦୀ…

ପୁଲୱାମା ଭଳି ଆଉ ଏକ ଆତଙ୍କବାଦୀ ଆକ୍ରମଣ…

ଶ୍ରୀନଗର: ପୁଲୱାମା ଭଳି ଆଉ ଏକ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ରକୁ ପଣ୍ଡ କରିଛି ସେନା। ଦକ୍ଷିଣ କାଶ୍ମୀରର ଅବନ୍ତିପୁରାରେ ଗୁରୁବାର ସୁରକ୍ଷାକର୍ମୀ ୨ଟି ସ୍ଥାନରେ ମାଟି ତଳେ ପୋତା ଯାଇଥିବା ବିପୁଳ ବିସ୍ଫୋରକ, ଗେଲଟିନ୍ ଷ୍ଟିକ୍ସ ଏବଂ ଡିଟୋନେଟର ଜବତ କରିବା ସହ ନଷ୍ଟ କରିଛନ୍ତି। ୨୫୦ ଲିଟରର ୨ଟି…

ପୁଲଓ୍ବାମା ଅଭିଯୁକ୍ତ ନିଟ୍ ପରୀକ୍ଷା…

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ବିସ୍ଫୋରକ ଯୋଗାଣରେ ସାହାଯ୍ୟ କରିଥିବା ଅଭିଯୁକ୍ତ ନିଟ୍ ପରୀକ୍ଷା ପାଇଁ ମାଗିଲା ଅନୁମତି। ଯୁବକ ଜଣଙ୍କ ସେପ୍ଟେମ୍ବର ୧୩ରେ ହେବାକୁ ଥିବା ନିଟ୍ ପରୀକ୍ଷା ଦେବା ପାଇଁ ଜମ୍ମୁର ଏନଆଇଏ ସ୍ପେଶାଲ କୋର୍ଟରୁ ଅନୁମତି ମାଗିଛି। ଅଭିଯୁକ୍ତର ନାଁ ୱେଜ ଉଲ ଇସଲାମ…

ପୁଲୱାମା ଆକ୍ରମଣ: ମହିଳା ଗିରଫ, ବାପାଙ୍କ…

ଶ୍ରୀନଗର: ପୁଲଓ୍ବାମା ଆତଙ୍କୀ ଆକ୍ରମଣକୁ ନେଇ ଜୋରଦାର ଯାଞ୍ଚ ଆରମ୍ଭ କରିଛି ରାଷ୍ଟ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା (NIA)। ଯାଞ୍ଚ ଯେତିକି ଆଗକୁ ବଢ଼ୁଛି ଗୋଟାଏ ପରେ ଗୋଟିଏ ସତ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଦେଶକୁ ଦୋହଲାଇ ଦେବା ପରି ଏଭଳି ଆତଙ୍କୀ ହମଲା ପାକିସ୍ତାନର ଆତଙ୍କୀ ସଙ୍ଗଠନ ଜୈସ୍-ଏ-ମହମ୍ମଦର…

ପୁଲଓ୍ବାମା ଆକ୍ରମଣ: ୧୩,୫୦୦ ପୃଷ୍ଠାର…

ନୂଆଦିଲ୍ଲୀ: ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା(NIA) ଆଜି ୨୦୧୯ ମସିହା ଫେବୃ୍ଆରୀ ୧୪ରେ ହୋଇଥିବା ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ମାମଲାରେ ଏକ ଚାର୍ଜସିଟ୍‌ ଦାଖଲ କରିଛି। ଆଜି ଜମ୍ମୁର ସ୍ବତନ୍ତ୍ର NIA କୋର୍ଟରେ ୧୩,୫୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି NIA। NIA ଚାର୍ଜସିଟରେ ୧୯ ଜଣଙ୍କ ନାମ ଅଭିଯୁକ୍ତ…

ବାଲାକୋଟ୍ ଏୟାରଷ୍ଟ୍ରାଇକକୁ ବର୍ଷେ…

ନୂଆଦିଲ୍ଲୀ : ବାଲାକୋଟ୍ ଏୟାରଷ୍ଟ୍ରାଇକକୁ ବର୍ଷେ ପୂରିଲା। ପୁଲୱାମା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତୀୟ ବାୟୁସେନା ପିଓକେର ବାଲାକୋଟରେ ଏୟାରଷ୍ଟ୍ରାଇକ କରିଥିଲା। ୨୦୧୯ ଫେବୃୟାର ୨୬ ତାରିଖ ବିଳମ୍ବିତ ରାତିରେ ଏହି ଏୟାରଷ୍ଟ୍ରାଇକ ହୋଇଥିଲା। ଆଜି ଏହି ଏୟାରଷ୍ଟ୍ରାଇକକୁ ବର୍ଷେ ପୂରିଛି। ଶତ୍ରୁ…

ପୁଲଓ୍ବାମା: ୬୧ ହଜାର କିମି ଯାତ୍ରା କଲେ,…

ଶ୍ରୀନଗର: ପୁଲ୍‌ଓ୍ଵାମା ଆତଙ୍କବାଦୀ ଆକ୍ରମଣକୁ ଆଜି ବର୍ଷେ ପୂରିଲା। ୨୦୧୯ ଫେବୃଆରୀ ୧୪ ତାରିଖ ଦିନ ଜମ୍ମୁ-କଶ୍ମୀରର ପୁଲ୍‌ଓ୍ଵାମା ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ଜଣ ଯବାନ ସହିଦ ହୋଇଥିଲେ। ଆଜି ସାରା ଦେଶ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଶହୀଦ ଯବାନଙ୍କ ସ୍ମୃତିରେ ବିସ୍ଫୋରଣ ଘଟିଥିବା…