Odisha Link
Bridging the Missing Links in Odisha
Browsing Tag

Road Accident

ଦୁର୍ଘଟଣାରେ ଜଳିଗଲା ଟ୍ରକ୍, ଡ୍ରାଇଭର…

ଓଏଲ୍‌ ବ୍ୟୁରୋ : ରେଢ଼ାଖୋଲ ନାକଟିଦେଉଳ ରାସ୍ତାର ତେରବେଡା ଗାଁ ନିକଟରେ ଏକ ଅଭାବନୀୟ ଘଟଣା ଘଟିଥିବା ଖବରରୁ ଜଣା ପଡ଼ିଛି। ତେରବେଡା ଗାଁ ନିକଟରେ ଭାରସାମ୍ୟ ହରାଇ ୧୨ ଚକିଆ ଟ୍ରକ ଓଲଟିଯାଇଥିବା କୁହାଯାଉଛି। ଭାରସାମ୍ୟ ହରାଇ ଟ୍ରକ୍‌ ଓଲଟିଯିବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଟ୍ରକ୍‌ ଓ ଡ୍ରାଇଭର।…

ଟ୍ରଲର ସହ କାର୍ ଧକ୍କା ; ଚାଲିଗଲା ୨…

ଓଏଲ୍‌ ବ୍ୟୁରୋ : କୁଆଖିଆ ଥାନା ଏନ୍ଏଚ୍ ୧୬ ଗୋପାଳପୁର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ଜାତୀୟ ରାଜପଥରେ ଟ୍ରଲର ପଛକୁ କାର୍ ଧକ୍କା ହେବା ଦ୍ୱାରା ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି। ଜଗତସିଂହପୁରରୁ ଘଟଗାଁ ତାରିଣୀ ଦର୍ଶନ ପାଇଁ ଯିବାବେଳେ ଘଟିଛି ଏଭଳି…

ଅଟୋ ଉପରେ ଅଜଣା ଗାଡି ମାଡ଼ିଗଲା,…

ଓଏଲ୍ ବ୍ୟୁରୋ : ବିଳମ୍ବିତ ରାତିରେ ଏକ ସଡକ ଦୁର୍ଘଟଣା ହୋଇଥିବା ଖବରରୁ ଜଣା ପଡିଛି। ଅଟୋ ଉପରେ ଏକ ଅଜଣା ଗାଡ଼ି ମାଡିଯାଇଛି। ଗାଡ଼ି ମାଡିଯିବାରୁ ଘଟଣା ସ୍ଥଳରେ ୩ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲା ସଦର୍ ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାସ୍ତାର ଦୁହୁରିଆ ଜମଧର ଛକ ନିକଟରେ ଗତକାଲି…

ସଡକ ଦୁର୍ଘଟଣା : ଟ୍ରକ ଧକ୍କାରେ ବାଇକ…

ଓଏଲ୍‌ ବ୍ୟୁରୋ : ବାଇକ ଆରୋହୀଙ୍କୁ ପଛରୁ ପିଟିଲା ଟ୍ରକ ଆଉ ଚାଲିଗଲା ଜୀବନ। ଆଜି ପୂର୍ବାହ୍ନ ପ୍ରାୟ ୧୧.୩୦ ପାଖାପାଖି, ଜୟପୁର ସହରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବରରୁ ଜଣା ପଡିଛି। ଜଣେ ବାଇକ ଆରୋହୀଙ୍କୁ ପଛରୁ ୧୦ଚକିଆ ଟ୍ରକ ପିଟିଥିବାରୁ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି। ଜୟପୁରର…

ଦ୍ରୁତ ଗତି ନେଲା ଜୀବନ, ସଡକ ଦୁର୍ଘଟଣାରେ…

ଓଏଲ୍ ବ୍ୟୁରୋ : ଜୀବନ ନେଲା ଦ୍ରୁତ ଗତିରେ ଗାଡି ଚାଳନା। ବସରେ ପିଟିହେଲା ବାଇକ, ଚାଲିଗଲା ୩ ବନ୍ଧୁଙ୍କ ଜୀବନ। ଦୁର୍ଘଟଣା ସ୍ଥଳରେ ବାଇକରେ ଯାଉଥିବା ଦୁଇ ବନ୍ଧୁଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କ ଜୀବନ ଚିକିତ୍ସାଳୟରେ ଚାଲିଯାଇଛି। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅଞ୍ଚଳରେ ଏହି ମର୍ମନ୍ତୁଦ ସଡ଼କ…

ସଡକ ଦୁର୍ଘଟଣା: ଦ୍ରୁତ ଗତିରେ ଗଛକୁ…

ଓଏଲ୍‌ ବ୍ୟୁରୋ : ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଘଟଣା ସ୍ଥଳରେ ଚଳନ୍ତା କାରଟି ଗଛରେ ପିଟି ହୋଇଥିଲା ଯାହା ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ଆହତ ଥିବା ଖବର ସାମ୍ନାକୁ ଆସିଛି। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ସରାଗୁଡ଼ା…

ଶ୍ରୀକ୍ଷେତ୍ର ଯାତ୍ରା ହେଲା ଶେଷ ଯାତ୍ରା,…

ଓଏଲ୍ ବ୍ୟୁରୋ : ସକାଳୁ ସକାଳୁ ଏକ ମର୍ମତୁନ୍ତ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଟ୍ରକକୁ କାରଟି ପଛରୁ ପିଟିଥିବାବେଳେ ୪ଜଣଙ୍କ ମୃତ୍ୟୁ ହୋଇଛି। ଅଧା ରହିଯାଇଛି ଜଗା ଦର୍ଶନ। ଆଜି ଘଟଣାଟି ଖୋର୍ଦ୍ଧା ୧୬ନମ୍ବର ଜାତୀୟ ରାଜପଥ ବଡ଼ପୋଖରିଆ ନିକଟରେ ଦୁର୍ଘଟଣା ହୋଇଥିବାବେଳେ ଘଟଣା ସ୍ଥଳରେ ୪ଜଣ ବ୍ୟକ୍ତିଙ୍କର…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୮ ମୃତ

ବାରବାଙ୍କୀ: ଉତ୍ତର ପ୍ରଦେଶର ବାରବାଙ୍କୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଚାଲିଯାଇଛି ୧୮ ଶ୍ରମିକଙ୍କ ଜୀବନ। ଗତକାଲି ବିଳମ୍ବିତ ରାତିରେ ଲକ୍ଷ୍ନୌ-ଅଯୋଧ୍ୟା ଜାତୀୟ ରାଜପଥର ସଡ଼କ ପାଶ୍ୱର୍ରେ ଏକ ବସ୍‌ ଛିଡ଼ା ହୋଇଥିବା ବେଳେ ପଛରୁ ଆସି ଏକ ଟ୍ରକ୍ ପିଟି ହୋଇଥିଲା। ଦୁର୍ଘଟଣା ଏତେ ଭୟାବହ ଥିଲା…

ରେଙ୍ଗାଲିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା,…

ସମ୍ବଲପୁର: ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣାଟି ସମ୍ବଲପୁର ରେଙ୍ଗାଲିରେ ଘଟିଛି। ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରକାଶ ଯେ, ବିଳମ୍ବିତ ରାତିରେ ଏକ କାରରେ ୫ ଜଣ ବ୍ୟକ୍ତି ଝାରସୁଗୁଡା ଆଡୁ ସମ୍ବଲପୁର…

ବସ୍‌ ଓ ଟ୍ରକ୍ ମୁହାଁମୁହିଁ, ୧୫ ଆହତ

ବୌଦ୍ଧ: ବସ୍‌ ଓ ଟ୍ରକ୍ ମୁହାଁମୁହିଁ। ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ୫୭ ନମ୍ବର ଜାତୀୟ ରାଜପଥର ଖଜୁରୀପଡା ନିକଟରେ ଘଟିଛି ଏହି ସଡ଼କ ଦୁର୍ଘଟଣା। ଯାତ୍ରୀବାହୀ ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ବସରେ ଥିବା ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା…