Odisha Link
Bridging the Missing Links in Odisha
Browsing Tag

Turkey

ତୁର୍କୀରେ ପ୍ରକୃତିର ତାଣ୍ଡବ; ମୃତ୍ୟୁ…

ଓଏଲ୍‌ ବ୍ୟୁରୋ : ତୁର୍କୀରେ ପ୍ରକୃତିର ତାଣ୍ଡବ କାରଣରୁ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଭୂକମ୍ପରେ ଥରି ଉଠିଛି ତୁର୍କୀ ଓ ସିରିଆ। ଭୂକମ୍ପ କାରଣରୁ ୨୫ ହଜାର ଟପିଲାଣି ମୃତକଙ୍କ ସଂଖ୍ୟା। ଏବେ ବି ଧ୍ୱଂସାବଶେଷ ତଳେ ଚାପିହୋଇ ରହିଛି ଅନେକ ଜୀବନ। ଅନ୍ୟପକ୍ଷେ ତୁର୍କୀରେ ତୁଷାରପାତ ହେବାରେ…

ତୁର୍କୀରେ ଭୂକମ୍ପର ତାଣ୍ଡବ, ଧ୍ୱଂସାବଶେଷ…

ଓଏଲ୍‌ ବ୍ୟୁରୋ : ପ୍ରକୃତିର ବିଚିତ୍ର ଲୀଳାରେ ଫସିଯାଇଛି ହଜାର ହଜାର ଜୀବନ। ତୁର୍କୀ ଓ ସିରିଆ ଭୂକମ୍ପର ବୀଭତ୍ସ ଚିତ୍ର ବିଶ୍ୱବାସୀଙ୍କ ମନ ଆନ୍ଦୋଳିତ କରୁଛି। ବର୍ତ୍ତମାନ ସୁଦ୍ଧା ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୯ହଜାରରୁ ଅଧିକ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଆଶଙ୍କା କରାଯାଉଛ। ସୂଚନା…

ଭୂକମ୍ପରେ ଥରିଲା ତୁର୍କୀ; ସହାୟତାର ହାତ…

ଓଏଲ୍‌ ବ୍ୟୁରୋ : ତୁର୍କୀରେ ବାରମ୍ବାର ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ଜଣା ପଡିଥିଲା। ଭୂକମ୍ପରେ ଅନେକ ଲୋକଙ୍କ ପ୍ରାଣ ଚାଲିଯାଇଥିବାବେଳେ ବଡ ବଡ଼ କୋଠା ଭାଙ୍ଗି ଯାଇଛି। ତେବେ ବଡ଼ ବଡ଼ କୋଠା ତଳେ ଅନେକ ଲୋକ ଚାପି ହୋଇ ରହିଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଭୂକମ୍ପ ପ୍ରଭାବିତ…

ପୁଣିଥରେ ତୁର୍କୀରେ ଭୂମିକମ୍ପର ଝଟକା

ଓଏଲ୍‌ ବ୍ୟୁରୋ : ପୁଣିଥରେ ଭୂକମ୍ପ ଝଟକାରେ ଥରି ଉଠିଲା ତୁର୍କୀ। ବଡ ଧରଣର ଭୂକମ୍ପ ରିକ୍ଟର ସ୍କେଲରେ ତୀବ୍ରତା ୭.୭ ରେକର୍ଡ କରାଯାଇଛି। ଭାରତୀୟ ସମୟ ଅନୁସାରେ ସମୟ ଅପରାହ୍ନ ୩ଟା ୪୫ମିନିଟ ପାଖାପାଖି ସମୟରେ ପୁଣିଥରେ ଭୂମିକମ୍ପ ଅନୁଭୂତ ହୋଇଛି। ପୂର୍ବରୁ ହୋଇଥିବା ଭୁକମ୍ପରେ ୧୩୦୦ ଲୋକ ପ୍ରାଣ…

ଭୟଙ୍କର ଭୂମିକମ୍ପରେ ଦୋହଲିଲା ତୁର୍କୀ,…

ଓଏଲ୍‌ ବ୍ୟୁରୋ: ତୁର୍କୀରେ ବଡ଼ ଧରଣଣ ଭୂମିକମ୍ପ । ଯାହାର ତୀବ୍ରତା ୭.୮ ରେକର୍ଡ କରାଯାଇଛି। ଦକ୍ଷିଣପୂର୍ବ ତିର୍କୀର ଗାଜିଆନଟେପରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ଏଥିରେ ଅନେକ କୋଠା ନଷ୍ଟ ହୋଇଥିବା ବେଳେ ୫୦ରୁ ଉର୍ଦ୍ଧ୍ବ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି…

ଇରାନ ସୀମାରେ ଭୂମିକମ୍ପ; ୯ ମୃତ

ଇସ୍ତାନବୁଲ : ତୁର୍କୀର ସୀମାନ୍ତ ଇରାନର ଉତ୍ତର-ପଶ୍ଚିମାଞ୍ଚଳରେ ଗତକାଲି ବଡଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୭ ରହିଥିଲା। ଏହି ଭୂମିକମ୍ପ ପ୍ରଭାବରେ ତୁର୍କୀରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ରବିବାର ରାତି ୯ଟା ୩୦ରେ ଏହି…

ତୁର୍କୀକୁ ଚେତାବନୀ ଦେଲା ଭାରତ

ନୂଆଦିଲ୍ଲୀ: ତୁର୍କୀକୁ ଚେତାବନୀ ଦେଇଛି ଭାରତ। କଶ୍ମୀର ପ୍ରସଙ୍ଗରେ ମନ୍ତବ୍ୟ ଦେଇଥିବା ତୁର୍କୀର ରାଷ୍ଟ୍ରପତି ରେଜେପୁ ତାୟିବୁ ଏରୁଦୁଆନ୍‌ଙ୍କୁ ଭାରତ ସମାଲୋଚନା କରିଛି। ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଶ। ତେଣୁ, ଏହା ଭାରତର ଅଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ନ କରିବାକୁ ଭାରତର ବୈଦେଶିକ…

ବିମାନ ଅବତରଣ ବେଳେ ଦୁର୍ଘଟଣା, ୩ ମୃତ,…

ତୁର୍କୀ: ବିମାନ ଅବତରଣ ବେଳେ ବଡ଼ ଦୁର୍ଘଟଣା। ଗତକାଲି ତୁର୍କୀର ରାଜଧାନୀ ଇସ୍ତାନବୁଲ ଏୟାରପୋର୍ଟ ରନ୍‌ୱେରେ ଘଟିଛି ବିମାନ ଦୁର୍ଘଟଣା। ୧୭୭ ଯାତ୍ରୀଙ୍କୁ ନେଇ ଆସୁଥିବା ପେଗାସସ ଏୟାରଲାଇନ୍ସର ବୋଇଂ ୭୩୭ ବିମାନ ଅବତରଣ ସମୟରେ ଭାରସାମ୍ୟ ହରାଇ ରନ୍‌ୱେ ବାହାରକୁ ଚାଲିଯାଇ ୩ ଖଣ୍ଡ ହୋଇଯାଇଛି। ଏହି…

ତୁର୍କୀରେ ଭୂକମ୍ପ, ୧୯ ମୃତ ୬୦୦ ଆହତ

ନୁଆଦିଲ୍ଲୀ: ଗତକାଲି ତୁର୍କୀରେ ଭୂକମ୍ପ ଝଟକା। ଭୂକମ୍ପ ଯୋଗୁଁ ୬୦୦ ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୧୯ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୭ ବୋଳି ଜଣାପଡିଛି। ଭୂକମ୍ପ ଯୋଗୁଁ ପାଖାପାଖି ୧୦ଟି କୋଠାଘର ଭୁଶୁଡ଼ିପଡ଼ିଛି। ଭୂକମ୍ପ ଆସିବା ସମୟରେ ୧୫ ଥର ଝଟକା…