Odisha Link
Bridging the Missing Links in Odisha
Browsing Tag

Viral Video

ସଲ୍ୟୁଟ୍ ଭିଡିଓ ଭାଇରାଲ୍‌ ପରେ କୁନି…

ଲେହ: ୫ ବର୍ଷର କୁନି ବାଳକକୁ ସମ୍ମାନିତ କଲା ଆଇଟିବିପି। କିଛି ଦିନ ତଳେ ଏକ କୁନି ବାଳକ ଯବାନଙ୍କୁ ସଲ୍ୟୁଟ୍ କରିବା ଭିଡିଓ ବେଶ୍ ଭାଇରାଲ୍ ହୋଇଥିଲା। ବର୍ତ୍ତମାନ ସେହି କୁନି ବାଳକକୁ ଆଇଟିବିପି ପକ୍ଷରୁ ସମ୍ମାନିତ କରାଯାଇଛି। ଆଇଟିବିପି ପୋଷାକ ପିନ୍ଧି ନୱାଙ୍ଗ ପରେଡ୍ ମାର୍ଚ କରିବା ସହ ପୁଣି ସେନା…

ଦରଜୀଙ୍କ ରାସଲୀଳା: ବିବାହିତ ମହିଳାଙ୍କୁ…

ଅନୁଗୁଳ: ପ୍ରଥମେ ପ୍ରେମ। ପରେ ଯୌନ ସମ୍ପର୍କ ଓ ପରିଶେଷରେ ବ୍ଲାକ୍‌ମେଲିଂ। ଏପରି ଏକ ଖବର ଆସିଛି ଅନୁଗୁଳ ଜିଲ୍ଲାରୁ। ଜଣେ ବ୍ୟକ୍ତି ଜଣେ ବିବାହିତ ମହିଳାଙ୍କୁ ପ୍ରେମ ଜାଲରେ ଫସାଇଲା। କେବଳ ସେତିକି ନୁହେଁ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଲା। ଏପରିକି ଅନ୍ତରଙ୍ଗ ମୁହୂର୍ତ୍ତକୁ ସବୁ…

ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିବାକୁ ୨…

ହାଇଦ୍ରାବାଦ୍: ଚର୍ଚ୍ଚାରେ ହାଇଦ୍ରାବଦର ଜଣେ ଟ୍ରାଫିକ୍‌ ପୁଲିସ୍। ଏକ ଜନଗହଳି ପୂର୍ଣ୍ଣ ରାସ୍ତାରେ ଏକ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିବା ପାଇଁ ଟ୍ରାଫିକ୍ ଜାମ୍‌ ହଟାଇବାକୁ ଦୀର୍ଘ ୨ କିମି ଦୌଡ଼ିଲେ ଟ୍ରାଫିକ୍‌ ପୁଲିସ୍। ଯାହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆମ୍ବୁଲାନ୍ସରେ…

ଫେସ୍‌ବୁକ୍‌ରେ ଭିଡିଓ ଖୋଜିବା ହେଲା…

ନୂଆଦିଲ୍ଲୀ: ଆଜିର ସମୟରେ ପ୍ରାୟତଃ ସମସ୍ତେ ସାମାଜିକ ଗଣମାଧ୍ୟମ ବିଷୟରେ ଉଣା ଅଧିକେ ଜାଣିଥିବେ। ସାମାଜିକ ଗଣମାଧ୍ୟମରୁ ସବୁଠାରୁ ବଡ଼ ପ୍ଲାଟଫର୍ମ ମଧ୍ୟରୁ ଫେସ୍‌ବୁକ୍‌ ଅନ୍ୟତମ। ପ୍ରାୟତଃ ସମସ୍ତେ ଫେସବୁକ୍‌ ବ୍ୟବହାର କରିଥାଆନ୍ତି। ଫେସବୁକ୍‌ ମାଧ୍ୟମରେ ନିଜ ନିଜ ଫଟୋ, କିଛି ସୂଚନା ଆଦି ସେୟାର…

JCB ଦ୍ବାରା ନିଜ ପିଠି କୁଣ୍ଡାଇଲେ…

ନୂଆଦିଲ୍ଲୀ: ଗତବର୍ଷ JCB ଖୁବ୍‌ ଭାଇରାଲ ହୋଇଥିଲା। ହଠାତ୍‌ ସୋସିଆଲ ମିଡିଆରେ JCB ଏମିତି ଟ୍ରେଣ୍ଡ କଲା ଯେ ସୋସିଆଲ ମିଡିଆ ବ୍ୟବହାରକାର ମାନେ JCB ସହ ଫଟୋ ଉଠାଇ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଛାଡ଼ିଥିଲେ। ଏବେ ଆଉଥରେ JCB ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥର ଜଣେ ବୟସ୍କ ଲୋକଙ୍କ ପାଇଁ JCBର ଆଉ…

ହାତୀ ଉପରେ ଯୋଗ କରୁଥିଲେ ବାବା ରାମଦେବ,…

ନୂଆଦିଲ୍ଲୀ: ବଡ଼ ଅଘଟଣରୁ ବର୍ତ୍ତିଗଲେ ଯୋଗଗୁରୁ। ଯୋଗଗୁରୁ ବାବା ରାମଦେବ ହାତୀ ଉପରେ ଯୋଗ କରୁ କରୁ ତଳକୁ ଖସି ପଡ଼ିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ସୈଭାଗ୍ୟ ବଶତଃ ଏଥିରେ ବାବାଙ୍କ ଶରୀରରେ କୌଣସି କ୍ଷତି ହୋଇନଥିବା ଜଣାପଡିଛି। ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ…

ସିଂଘମ୍ ଷ୍ଟାଇଲରେ ଷ୍ଟଣ୍ଟ କରି ଅଡ଼ୁଆରେ…

ଭୋପାଳ: ସିଂଘମ୍ ଷ୍ଟାଇଲରେ ଷ୍ଟଣ୍ଟ କରି ଅଡ଼ୁଆରେ ପୋଲିସ୍‌ ବାବୁ। ମଧ୍ୟପ୍ରଦେଶର ଦମୋହ ଜିଲ୍ଲାର ପୋଲିସ୍‌ ଏସ୍‌ଆଇ ମନୋଜ ଯାଦବ ୨ଟି ଚଳନ୍ତା କାର ଉପରେ ଠିଆ ହୋଇ ଷ୍ଟଣ୍ଟ କରିବା ମହଙ୍ଗା ପଡ଼ିଲା। ଏଭଳି ଘଟଣାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ହେବା ପରେ ପୋଲିସ୍‌…

ଜଣେ ମହିଳାଙ୍କ ଭିଡିଓ ଶେୟାର କଲେ…

ନୂଆଦିଲ୍ଲୀ: ସାରା ବିଶ୍ବରେ ବର୍ତ୍ତମାନ ଗୋଟାଏ ଚର୍ଚ୍ଚା ତାହା ହେଉଛି କରୋନା ଭାଇରସ୍। ୯ ହଜାରରୁ ଉର୍ଦ୍ଧ୍ବ ବ୍ୟକ୍ତି କରୋନା ଭାଇରସର ପ୍ରକୋପରେ ମୃତ୍ୟୁବରଣ କରି ସାରିଲେଣି। ଦିନକୁ ଦିନ ଭାରତରେ ମଧ୍ୟ କରୋନା ଭାଇରସର ପ୍ରକୋପ ଦେଖିବାକୁ ମିିଳୁଛି। ଭାରତରେ ୨୮୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆକ୍ରାନ୍ତ…

ମନ୍ତ୍ରୀ ଅରୁଣଙ୍କ କରୋନା କଟକଣା,…

ଭୁବନେଶ୍ବର: କରୋନା ଭାଇରସ୍‌ ଏବେ ବିଶ୍ବର ସବୁଠୁ ବଡ଼ ବିପଦ ଭାବେ ଉଭା ହୋଇଥିବା ବେଳେ ୧୫୭ ଦେଶକୁ ଏହା ବ୍ୟାପିଗଲାଣି। ଭାରତରେ ୧୧୪ ଜଣ ଏବେ କରୋନା ପ୍ରଭାବିତ ହୋଇଥିବା ବେଳେ ଓଡ଼ିଶାରେ ଜଣେ ପଜିଟିଭ୍‌ ଜଣାପଡ଼ିଛି। ଅପରପକ୍ଷେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା…

ଚର୍ଚ୍ଚାରେ ମହିଳାଙ୍କ ସାହସିକ କାର୍ଯ୍ୟ,…

ଥିରୁଅନନ୍ତପୁରମ୍‌: ଆଜିକାଲି ସମୟରେ ସମସ୍ତଙ୍କ ପାଖରେ ସମୟର ଅଭାବ। ସେଥିପାଇଁ ରାସ୍ତାରେ ଯିବା ସମୟରେ ଦେଖିବାକୁ ପାଇବେ ଅନେକ ଲୋକ ରଙ୍ଗ ରୁଟରେ ଯାଇଥାନ୍ତି। ଯଦି ଆପରଙ୍କ ସାମ୍ନାରେ କେହି ରଙ୍ଗ୍‌ ରୁଟ୍‌ରେ ଗାଡ଼ି ଚଳାଇଲେ ଆପଣ କ’ଣ କରିଥାନ୍ତେ କୁହନ୍ତୁ। ଅତି ବେଶିରେ ଆପଣ ସେହି ବ୍ୟକ୍ତି ବା ଗାଡ଼ି…