Odisha Link
Bridging the Missing Links in Odisha
Browsing Tag

VIRAT KOHLI

ସଚିନଙ୍କ ୧୭ ବର୍ଷର ପୁରୁଣା ରେକର୍ଡ…

କାନବେରା: ଲଗାତାର ଦୁଇଟି ମ୍ୟାଚ୍‌ ହାରିବା ପରେ ବୁଧବାର ଦିନିକିଆ ସିରିଜର ଶେଷ ମ୍ୟାଚରେ ଟିମ୍‌ ଇଣ୍ଡିଆ ୧୩ ରନରେ ଅଷ୍ଟ୍ରେଲିଆକୁ ହରାଇଛି। ଏଥିସହିତ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ନୂଆ କିର୍ତ୍ତୀମାନ ସ୍ଥାପନ କରିଛନ୍ତି। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୭ ବର୍ଷ ପୁରୁଣା ରେକର୍ଡ…

ଅଷ୍ଟ୍ରେଲିଆ ମାଟିରେ ରେକର୍ଡ ରଚିବେ କି…

ନୂଆଦିଲ୍ଲୀ: ଫଟାଫଟ୍‌ କ୍ରିକେଟ ମହାକୁମ୍ଭ ସରିବା ପରେ ଅଷ୍ଟ୍ରେଲିଆରେ ଟିମ୍‌ ଇଣ୍ଡିଆ। ଅଷ୍ଟ୍ରେଲିଆ ମାଟିରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଦ୍ବିପାକ୍ଷିକ ସିରିଜ। ଏହି ସିରିଜ ନଭେମ୍ବର ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ ଟିମ୍‌ ଇଣ୍ଡିଆ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ। ଅନ୍ୟପଟେ…

ଆଇପିଏଲରୁ ଏତେ ଟଙ୍କା ରୋଜଗାର କଲେଣି…

ନୂଆଦିଲ୍ଲୀ: ସରିଲା ୨୦୨୦ ଆଇପିଏଲ ମହାକୁମ୍ଭ। ଫାଇନାଲ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ୍‌ ଦେଇ ୫ମ ଥର ପାଇଁ ଆଇପିଏଲ ଟାଇଟଲ ହାତେଇଛି ମୁମ୍ବାଇ ଇଣ୍ଡିଆନ୍ସ। ଚାମ୍ପିଅନ ହୋଇ ମୁମ୍ବାଇ ଇଣ୍ଡିଆନ୍ସ ୧୦ କୋଟି ଟଙ୍କା ପୁରସ୍କାର ପାଇଛି। ଆଇପିଏଲ ଇତିହାସରେ ସର୍ବାଧିକ ଅର୍ଥ ରୋଜଗାର କରିଥିବା…

୩୨ ବର୍ଷରେ ପାଦ ଥାପିଲେ ବିରାଟ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍‌ କୋହଲିଙ୍କର ଆଜି ଜନ୍ମ ଦିନ। ସେ ୩୨ ବର୍ଷରେ ପାଦ ଥାପିଛନ୍ତି। ନଭେମ୍ବର ୫, ୧୯୮୮ରେ ଦିଲ୍ଲୀ ର ପଞ୍ଜାବୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପା ପ୍ରେମ କୋହଲି ହେଉଛନ୍ତି ଜଣେ କ୍ରିମିନାଲ ଲୟର ଓ ମାଙ୍କ ନାଁ ସରୋଜ କୋହଲି । କୋହଲି…

ଫିଟ୍ ଇଣ୍ଡିଆ ମୁଭ୍‌ମେଣ୍ଟ ୨୦୨୦:…

ନୂଆଦିଲ୍ଲୀ‌:  ଫିଟ୍‌ ଇଣ୍ଡିଆ ମୁଭମେଣ୍ଟର ପ୍ରଥମ ବାର୍ଷିକୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଫିଟ ଇଣ୍ଡିଆ ଡାଏଲଗ୍ ୨୦୨୦ ଇଭେଣ୍ଟରେ ଦେଶକୁ ଫିଟ ରହିବା ପାଇଁ ଅନୁପ୍ରାଣିତ କରୁଥିବା ବ୍ୟକ୍ତିତ୍ବଙ୍କୁ ସାମିଲ କରି ସେମାନଙ୍କୁ ପ୍ରଧାନମନ୍ତ୍ରୀ ସେମାନଙ୍କ…

ବିରୁଷ୍କା ଦେଲେ ଖୁସି ଖବର

ମୁମ୍ବାଇ: ବିରୁଷ୍କା ଦେଲେ ଖୁସି ଖବର। ମାଆ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା। ନୂଆ ଅତିଥି ଘରକୁ ଆସିବା ନେଇ ସୋଶିଆଲ ମିଡିଆ ଜରିଆରେ ନିଜ ଫ୍ୟାନ୍‌ମାନଙ୍କୁ ଜଣାଇଛନ୍ତି ବିରୁଷ୍କା। ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ନିଜ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି ଯେ, ୨୦୨୧ ରେ ନୂଆ…

କ୍ରିକେଟରୁ କେବେ ସନ୍ୟାସ ନେବେ ବିରାଟ,…

ନୂଆଦିଲ୍ଲୀ: ଲକ୍‌ ଡାଉନ୍‌ ଯୋଗୁଁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଏପ୍ରିଲ ୧୫ ଯାଏ ସ୍ଥଗିତ ରିହିଛି। ହେଲେ ଏହି ଲକ ଡାଉନ ସମୟରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବେଶ୍‌ ଚର୍ଚ୍ଚାରେ। କାରଣ ଲକ ଡାଉନ ପାଇଁ ଆଇପିଏଲ ସ୍ଥଗିତ ରହିଛି। ଫଳରେ ଅନ୍ତର୍ଜାତୀୟ କ୍ରିକେଟ୍ ୯ମାସ ଦୂରରେ ଥିବା…

କରୋନା: ବିରୁଷ୍କାଙ୍କ ସଚେତନତା…

ନୂଆଦିଲ୍ଲୀ: କରୋନା ଭୂତାଣୁ ପାଇଁ ଏବେ ସାରା ଦୁନିଆ ଚିନ୍ତିତ। ଏଭଳି ଏକ କଠିନ ସମୟରେ ଗତକାଲି ଦେଶବାସୀଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିଥିଲେ ପ୍ରଧାନମନ୍ତ୍ରୀ। ଏବେ ଏଥିରେ ସାମିଲ ହେଲେ ବିରୁଷ୍କା। ଅର୍ଥାତ୍‌ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା। ଉଭୟ…

ଚର୍ଚ୍ଚାରେ ଜେମିସନ୍‌ , ବିରାଟଙ୍କୁ…

ୱେଲିଂଟନ୍‌: ଆଜିଠୁ ଆରମ୍ଭ ହୋଇଛି ଭାରତ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଟିମ୍‌ ଇଣ୍ଡିଆ ୫ ଓ୍ବିକେଟ ହରାଇ ୧୨୨ରନ କରିଛି। ନ୍ୟୁଜିଲାଣ୍ଡର ଯୁବ ପେସ୍ ବୋଲର କାଇଲ୍ ଜେମିସନ୍ ଟେଷ୍ଟ କ୍ରିକେଟରେ ଡ୍ରିମ୍ ଡେବ୍ୟୁ କରିଛନ୍ତି। ଜେମିସନ୍ ଟେଷ୍ଟ କ୍ରିକେଟରେ ନିଜର ପ୍ରଥମ…

ନ୍ୟୁଜିଲାଣ୍ଡର ଏହି ଖେଳାଳି ବିରାଟ…

ଓ୍ବେଲିଙ୍ଗଟନ୍: ଶୁକ୍ରବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ। ଏହା ପୁର୍ବରୁ ଟିମ୍‌ ଇଣ୍ଡିଆ ଟି-୨୦ ସିରିଜ ବିଜୟୀ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ଦଳ ଦିନିକିଆ ସିରିଜରେ ବାଜିମାତ କରିଛି। ଏବେ ଦୁଇ ଦଳଙ୍କ ନଜର ଟେଷ୍ଟ ସିରିଜରେ ଉପରେ। ଏହାରି ମଧ୍ୟରେ ଟି-୨୦ ସିରିଜ୍‌ ଓ ଦିନିକିଆ…