Odisha Link
Bridging the Missing Links in Odisha
Browsing Category

Uncategorized

ବିଶ୍ବ ନିଯୁକ୍ତି ବଜାରରେ ଓଡ଼ିଶାର ଦକ୍ଷ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫେରେନ୍‌ସିଂ ଜରିଆରେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍‌ରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି । ୧୮ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଏହି ଆଇଟିଆଇରେ ଇଲେକ୍ଟ୍ରିସିଆନ, ଫିଟର, ଇଲେକ୍ଟ୍ରୋନିକ୍‌ସ ମେକାନିକ୍…

ରାଜସ୍ଥାନ: ସମସ୍ତ ମନ୍ତ୍ରୀଙ୍କ ସମୁହ…

ଜୟପୁର: ରାଜସ୍ଥାନ ସରକାରରେ ବଡ଼ ପରିବର୍ତ୍ତନ ଆଶ କରାଯାଉଛି। କଂଗ୍ରେସ ନେତୃତ୍ବାଧୀନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରକାରେ ସମସ୍ତ ମନ୍ତ୍ରୀ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ହଠାତ ମନ୍ତ୍ରୀମାନଙ୍କ ସମୁହ ଇସ୍ତଫାର କାରଣ ଜଣାପଡ଼ିନାହିଁ। ତେବେ ଆଗକୁ କ୍ୟାବିନେଟ୍‌ ପୁନର୍ଗଠନ ଥିବା ବେଳେ ରାଜସ୍ଥାନ…

ଇତିହାସ ରଚିଲା ‘ସ୍ପେସ୍-ଏକ୍ସ’

କେପ୍ କେନାଭେରାଲ୍‌: ଇତିହାସ ରଚିଲା ‘ସ୍ପେସ୍-ଏକ୍ସ’। ଗତରାତିରେ ‘ସ୍ପେସ୍‌ଏକ୍ସ୍‌’ର ପ୍ରଥମ ଘରୋଇ ମହାକାଶଯାନ ଉତ୍‌କ୍ଷେପଣ କରାଯାଇଛି। ଯେଉଁଥିରେ ସମସ୍ତ ସୌଖିନ୍ କ୍ରୁ’ଙ୍କୁ ନେଇ ପୃଥିବୀର କକ୍ଷପଥ ଅଭିମୁଖେ ଯାତ୍ରା କରିଥିବା ପ୍ରଥମ ରକେଟ୍‌। ଏଥିରେ କୌଣସି ପ୍ରବୀଣ ମହାକାଶଚାରୀ ନାହାନ୍ତି। ଏହି…

NIRF Ranking: ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ…

ଭୁବନେଶ୍ୱର: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନ୍ଆଇଆରଏଫ) ଗୁରୁବାର ପ୍ରକାଶ ପାଇଛି। ଏଥିରେ ଭାରତର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟକୁ ନେଇ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟ ତାଲିକାର ଶ୍ରେଷ୍ଠ ୨୧ତମ

ବଙ୍ଗୋପସାଗରରେ ଲଘୁଚାପ, ପ୍ରବଳ ବର୍ଷା…

ଭୁବନେଶ୍ୱର: ଥାଇଲାଣ୍ଡ ନିକଟରେ ସୃ୍‌ଷ୍ଟି ହୋଇଥିବା ଏକ ସାଇକ୍ଲୋଜିକ୍‌ ସର୍କୁଲେସନ୍‌ ପଶ୍ଚିମ ମୁହାଁ ହୋଇଥିବା ବେଳେ ଏହାର ପ୍ରଭାବରେ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏକ ଲଘୁଚାପ ଘନୀଭୂତ ହେବା ସମ୍ଭାବନା ରହିଛି । ଏଥିପାଇଁ ଶନିବାର ସୁଦ୍ଧା ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ

NIRF ର‍୍ୟାଙ୍କିଙ୍ଗ୍‌: ଓଡ଼ିଶାର ଶ୍ରେଷ୍ଠ…

ଭୁବନେଶ୍ବର: ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନୀତ ହୋଇ ବଜାୟ ରଖି ଓଡ଼ିଶାର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ନିଜ ସ୍ଥାନ ବଜାୟ ରଖିଛି ଶିକ୍ଷା ଓ ଅନୁସନ୍ଧାନ। ଗୁରୁବାର ବିଭିନ୍ନ ବର୍ଗର ଶିକ୍ଷାନୁଷ୍ଠାନକୁ ନେଇ ନ୍ୟାସନାଲ୍‌ ଇନଷ୍ଟିଚ୍ୟୁସନାଲ୍‌ ର‍୍ୟାଙ୍କିଙ୍ଗ୍‌ ଫ୍ରେମ୍‌ୱାର୍କ -୨୦୨୧

ଏକ ଶିଶୁ ପାଇଁ ନିଲାମ କରିଦେଲେ…

ନୂଆଦିଲ୍ଲୀ: ଏକ ଶିଶୁ ପାଇଁ ନିଲାମ କରିଦେଲେ ଅଲିମ୍ପିକ୍ସ ମେଡାଲ୍। ପଲିସର ମହିଳା ଆଥଲେଟ୍ ମାରିଆ ଆନ୍ଦ୍ରେଜିକ୍ ଟୋକିଓ ଅଲିମ୍ପିକ୍ସର ଜାଭେଲିନ୍ ଥ୍ରୋ’ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ। ହେଲେ ସେ ଏବେ ଏକ କୁନି ଶିଶୁର ଜୀବନ ବଞ୍ଚାଇବା ଲାଗି ସେହି ମେଡାଲକୁ ନିଲାମ କରିଦେଇଛନ୍ତି। ମାରିଆ ସୋଶାଲ…

ବିନା ଭକ୍ତରେ ହେବ ଗଣେଶ ପୂଜା ଓ ଦୁର୍ଗା…

ଭୁବନେଶ୍ବର: ବିନା ଭକ୍ତରେ ହେବ ଗଣେଶ ପୂଜା ଓ ଦୁର୍ଗା ପୂଜା। ପାର୍ବଣ ପାଇଁ ଆସିଲା ଏସଆରସିଙ୍କ ସ୍ୱତନ୍ତ୍ର ଗାଇଡଲାଇନ୍। ପୂଜା ପାର୍ବଣ ବେଳେ ଜନସମାଗମ ଅଧିକ ହେଉଥିବାରୁ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି କରିଛନ୍ତି । ଗାଇଡଲାଇନ୍‌ ମୁତାବକ,…

ଟୋକିଓ ଅଲମ୍ପିକ୍ସ: କ୍ୱାର୍ଟର ଫାଇନାଲରେ…

ଟୋକିଓ: ଟୋକିଓ ଅଲମ୍ପିକ୍ସରୁ ଆଉ ଏକ ପଦକର ଆଶା ଦେଲେ ତୀରନ୍ଦାଜ ଦୀପିକା କୁମାରୀ। ବିଶ୍ୱର ଏକ ନମ୍ବର ତୀରନ୍ଦାଜ ଦୀପିକା କୁମାରୀ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେନିଆ ପରୋଭାଙ୍କୁ ସୁଟଆଉଟରେ ପରାସ୍ତ କରି ଦୀପିକା କ୍ୱାର୍ଟର ଫାଇନାଲକୁ ଯାଇଛନ୍ତି। କଡା ମୁକାବିଲାରେ ୬-୫ରେ ଜିତିଛନ୍ତି…

ରାଜଧାନୀ କାନ୍ଥରେ ଅଶ୍ଳୀଳ ଇଙ୍ଗିତ ଚିତ୍ର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ବିଏମସିର ଅଜବ କରୋନା ସଚେତନତା। ମହାମାରୀକୁ ନେଇ ବଡ ବଡ ପୋଷ୍ଟର ବ୍ୟାନର ସହ ଟିଭି ଓ ଖବରକାଗଜରେ ବିଜ୍ଞାପନ ଦେଇ ଲୋକଙ୍କୁ ସଚେତନ କରୁଛନ୍ତି ସରକାର। ଲୋକଙ୍କୁ ସଚେତନ କରିବାକୁ ରାଜଧାନୀର ବିଭିନ୍ନ ରାସ୍ତାକଡ ପାଚେରୀରେ କିଛି ଚିତ୍ର ଅଙ୍କାଯାଇଥିବାର ଦେଖିବାକୁ…