Odisha Link
Bridging the Missing Links in Odisha
Browsing Category

Uncategorized

ରାଜଧାନୀ କାନ୍ଥରେ ଅଶ୍ଳୀଳ ଇଙ୍ଗିତ ଚିତ୍ର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ବିଏମସିର ଅଜବ କରୋନା ସଚେତନତା। ମହାମାରୀକୁ ନେଇ ବଡ ବଡ ପୋଷ୍ଟର ବ୍ୟାନର ସହ ଟିଭି ଓ ଖବରକାଗଜରେ ବିଜ୍ଞାପନ ଦେଇ ଲୋକଙ୍କୁ ସଚେତନ କରୁଛନ୍ତି ସରକାର। ଲୋକଙ୍କୁ ସଚେତନ କରିବାକୁ ରାଜଧାନୀର ବିଭିନ୍ନ ରାସ୍ତାକଡ ପାଚେରୀରେ କିଛି ଚିତ୍ର ଅଙ୍କାଯାଇଥିବାର ଦେଖିବାକୁ…

ଟିମ୍‌ ମୋଦୀରେ ଅଶ୍ବିନୀ ଓ ବିଶ୍ବେଶ୍ବର,…

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ଦ୍ବିତୀୟ ଇନିଂସରେ ପ୍ରଥମଥର ପାଇଁ ହୋଇଛି କେନ୍ଦ୍ର କ୍ୟାବିନେଟର ନବକଳେବର। ଟିମ୍‌ ମୋଦୀରେ ୪୩ ଜଣଙ୍କୁ ସାମିଲ କରାଯାଇଛି। ସେ ମଧ୍ୟରୁ ଦୁଇ ଜଣ ଓଡ଼ିଆ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ବେଳେ ରାଷ୍ଟ୍ରମନ୍ତ୍ରୀ ଥିବା ପ୍ରତାପ ଷଡ଼ଙ୍ଗୀ ବାଦ ପଡ଼ିଛନ୍ତି। ଏବେ…

୮ଟି ଜିଲ୍ଲାରେ ଅକ୍‌ସିଜେନ ପ୍ଲାଣ୍ଟ ପାଇଁ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ ଲିକ୍ୟୁଡି ମେଡିକାଲ ଅକ୍ସିଜେନ ଓ ପିଏସଏ ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଏହି ଜିଲ୍ଲାଗୁଡିକ ହେଲା – ବରଗଡ, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର, ରାୟଗଡା ଓ…

ଆହୁରି ସଶକ୍ତ ହେବ ଭାରତୀୟ ବାୟୁସେନା,…

ନୂଆଦିଲ୍ଲୀ: ଆହୁରି ସଶକ୍ତ ହେବ ଭାରତୀୟ ବାୟୁସେନା। ଆଗାମୀ ବର୍ଷ ସୁଦ୍ଧା ବାୟୁସେନାରେ ୩୬ଟି ଲଢ଼ୁଆ ବିମାନ ରାଫେଲ୍ ସାମିଲ ହେବ। ଏନେଇ ଆଜି ଭାରତୀୟ ବାୟୁସେନାର ପ୍ରମୁଖ ଏୟାରମାର୍ଶଲ ଆରକେଏସ୍ ଭଦୌରିଆ ସୂଚନା ଦେଇଛନ୍ତି। ଆରକେଏସ୍ ଭଦୌରିଆ କହିଛନ୍ତି ଯେ, ବର୍ତ୍ତମାନ ଏନେଇ ଉଦ୍ୟମ ଜାରି ରହିଛି। ଖୁବ୍…

ଟାଇମ୍‌ସ ହାଇଅର୍‌ ଏଜୁକେଶନ ଏସିଆନ୍‌…

ରାଉରକେଲା: ଟାଇମ୍‌ସ ହାଇଅର୍‌ ଏଜୁକେଶନ ଏସିଆନ୍‌ ୟୁନିଭର୍ସିଟି ର‍୍ୟାକିଙ୍କରେ ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି) ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ସ୍ଥାନ ଦଖଲ କରିଛି। ଦେଶର ସର୍ବଶ୍ରେଷ୍ଠ ଏନ୍‌ଆଇଟି ତାଲିକାରେ ପ୍ରଥମ ସ୍ଥାନ ଦଖଲ କରିଛି। ଏହାସହ ଏସିଆର ଶ୍ରେଷ୍ଠ…

ଚଳିତବର୍ଷ ସ୍ୱାଭାବିକ ହେବ ମୌସୁମୀ ବର୍ଷା

ଭୁବନେଶ୍ୱର: ଚଳିତ ବର୍ଷ ସ୍ୱାଭାବିକ ହେବ ମୌସୁମୀ ବର୍ଷା। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଚଳିତ ଥର ଦେଶରେ ୯୬ରୁ ୧୦୪ ପ୍ରତିଶତ ବର୍ଷା ହୋଇପାରେ। ଏନେଇ ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଦେଶର ଉତ୍ତର-ପଶ୍ଚିମ ଓ ଦକ୍ଷିଣ ଭାଗରେ ମୌସୁମୀ ସ୍ୱାଭାବିକ ରହିବ। କେନ୍ଦ୍ରାଞ୍ଚଳ ମୁଖ୍ୟତଃ…

ଦିଲ୍ଲୀ ନପହଞ୍ଚିବାରୁ ଅଲପନଙ୍କୁ…

କୋଲକାତା: କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାରଙ୍କ ବିବାଦ ବଢ଼ିବାରେ ଲାଗିଛି। ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲପନ ବୋନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ରର ଦିଲ୍ଲୀ ଡାକରା ସତ୍ତ୍ବେ ସେ ଗତକାଲି ଯୋଗ ଦେଇ ନଥିଲେ। ଏଥିସହ ଗତକାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଲାପନ୍ ବନ୍ଦୋପାଧ୍ୟାୟଙ୍କୁ ନିଜର ମୁଖ୍ୟ…

ମୋତେ ଗିରଫ କରିବା ପାଇଁ କାହାର ସେତିକି…

ନୂଆଦିଲ୍ଲୀ: ଏଲୋପାଥିି ବିରୋଧରେ ବିବାଦୀୟ ମନ୍ତବ୍ୟ ପାଇଁ ରାମଦେବଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ବାବା ରାମଦେବଙ୍କ ବିରୋଧରେ ଦେଶଦ୍ରୋହ ମୋକଦ୍ଦମା କରାଯାଉ ବୋଲି ଦାବି କରାଯାଉଛି। ଏନେଇ ଇଣ୍ଡିଏନ ମେଡିକାଲ ଏସୋସିଏସନ (ଆଇଏମଏ) ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏହି ଦାବି ଜଣାଇଛନ୍ତି। ଏହାର…

ଲକଡାଉନ ପୂର୍ବରୁ ମଦ ଦୋକାନରେ ପ୍ରବଳ ଭିଡ଼

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି ମହାମାରୀ କରୋନା। ଦିନକୁ ଦିନ ହୁହୁ ବଢ଼ିବାରେ ଲାଗିଛି ସଂକ୍ରମଣ ହାର। ପ୍ରତିଦିନ ୮୦୦୦ରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ଏହି ଦ୍ରୁତ ସଂକ୍ରମଣ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୪ ଦିନିଆ ଲକ ଡାଉନ କରିଛନ୍ତି। ଆସନ୍ତା ୫ ତାରିଖରୁ ୧୯ ତାରିଖ ଯାଏଁ ଲାଗୁ…

କରୋନାକୁ ମାତ୍‌ ଦେଲେ ୧୦୫ ବର୍ଷୀୟ…

ସୁରତ: ଦେଶରେ କରୋନାର ଦ୍ବିତୀୟ ଲହର ମୃତ୍ୟୁର ତାଣ୍ଡବ ରଚୁଥିବା ବେଳେ ସୁରତର ଜଣେ ୧୦୫ ବର୍ଷୀୟା ବୃଦ୍ଧା କରୋନାକୁ ମାତ୍‌ ଦେଇଥଇବା ବେଳେ ତାହା ଏବେ ଅନ୍ୟମାନଙ୍କୁ ସାହସ ଯୋଗାଉଛି। ଉଜୀବାଙ୍କ ଦୃଢ଼ ମନୋବଳ ପାଇଁ ସେ କରୋନାକୁ ହରାଇ ଦେଇଛନ୍ତି। ପ୍ରଚଣ୍ଡ ଖରା, ବର୍ଷାରେ ଅନେକ ବର୍ଷ ଧରି ଏକା ଚାଷ…