Odisha Link
Bridging the Missing Links in Odisha
Monthly Archives

October 2019

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ…

ପୁରୀ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନରେନ୍ଦ୍ର ମୋଦି ସରକାରଙ୍କ ଗୋଟିଏ ମହତ୍ୱକାଂକ୍ଷୀ ଯୋଜନା । ଏହି ଯୋଜନାରେ ରାଜ୍ୟ ସରକାରଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ଗଣମାଧ୍ୟମର ଏ ସମ୍ପର୍କିତ ପ୍ରଶ୍ନର ଉତରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନ କହିଛନ୍ତି ଯେ ଛୋଟ ମନ କଲେ କାମ…

୫-ଟିକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି…

ଭୁବନେଶ୍ୱର : ଆଇଏଏସ ପ୍ରଶିକ୍ଷଣ ସମୟରେ ୫-ଟି ( ଟ୍ରାନ୍ସପରେନ୍ସି, ଟିମ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସଫରମେସନ ଏବଂ ଟାଇମ)ପାଠ ପଢାଯାଉଥିଲା । ରାଜ୍ୟ ସରକାର ଲାଗୁ କରିଥିବା ୫-ଟି ଏକ ଅଭିନବ ପଦକ୍ଷେପ ନୁହେଁ । ଏଥିରେ କୌଣସି ନୂତନତ୍ୱ ନାହିଁ, ଏହା ବହୁତ ପୂରୁଣା କଥା । ଏହା ସୁଶାସନର ପକ୍ଷ ନୁହେଁ।…

ସମ୍ବଲପୁରରେ ଖୋଲିଲା ରିଲାଏନ୍ସ ସ୍ମାର୍ଟର…

ସମ୍ବଲପୁର : ରିଲାଏନ୍ସ ରିଟେଲ୍ର ବୃହତ ଆକାରର ଗ୍ରୋସରି ସୁପରମାର୍କେଟ ବ୍ରାଣ୍ଡ୍ ରିଲାଏନ୍ସ ରିଟେଲ୍ ପକ୍ଷରୁ ସମ୍ବଲପୁରର ବୁଢ଼ାରଜା ମେନ୍ ରୋଡ୍ ରେ ବାଲାଜୀ ଡେଭେଲପରରେ ପ୍ରଥମ ଷ୍ଟୋର ଖୋଲାଯାଇଛି । ଗୋଟିଏ ଛାତ ତଳେ ଗ୍ରୋସରି, ଫଳ ଓ ପନିପରିବା, ଦୁଗ୍ଧ ଠାରୁ ଆରମ୍ଭ କରି କିଚେନ ଓୟାର ଏବଂ ହୋମଓୟାର…

ଆରଟିଓ ଅଫିସ୍ ସାମ୍ନାରୁ ଦଲାଲକୁ ଧରିଲେ…

ନାୟାଗଡ଼: ଆରଟିଓ ଅଫିସ ସାମ୍ନାନାରେ ଖୁଲମାଖୁଲା ଚାଲିଥିଲା ଦାଲାଲି। ଆଉ ଏତିକିବେଳେ ସାଦା ପୋଷାକରେ ଅଚାନକ ଚଢାଉ କଲେ ଏସପି। ନୟାଗଡ ପିଟିଏସ ରୋଡରେ ଥିବା ଆରଟିଓ ଅଫିସ ସମ୍ମୁଖରେ ଆଜି ଏଭଳି ଘଟଣା ଦେଖିବାକୁ ମିଳିଛି। ଆରଟିଓ ଅଫିସ ବାହାରେ ଦଲାଲି ଚାଲିଥିବା ନେଇ ଏସପି ଖବର ପାଇବା ପରେ ହଠାତ ଚଢାଉ…

ଭିଡିଓ କଲ କରି ଚାଷୀଙ୍କ ସହ କଥା ହେଲେ…

ଭୁବନେଶ୍ବର: ରାଜ୍ୟବାସୀ ମୌଳିକ ସୁବିଧା ପାଉଛନ୍ତି କି ନାହିଁ ସେ ସବୁ ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କୁ ଫୋନ କରି ସୁବିଧା ଅସୁବିଧା ବୁଝୁଛନ୍ତି। ନୀବନ ପଟ୍ଟନାୟକଙ୍କ ପରେ କୃଷି ମନ୍ତ୍ରୀ ଅରୁଣ ସାହୁ ଚାଷୀଙ୍କ ସୁବିଧା ଅସୁବିଧା ଜାଣିବା ପାଇଁ ଚାଷୀଙ୍କୁ ଭିଡିଓ କଲ କରି ନେଉଛନ୍ତି…

ଓଡିଶାରେ ରାମକୃଷ୍ଣ ମଠ ଓ ମିଶନ…

ଭୁବନେଶ୍ୱର : ଆଗାମୀ ୧୦୦ ବର୍ଷ ମଧ୍ୟରେ ଓଡିଶାକୁ ନବଜାଗରଣ କରିବାରେ ଭୁବନେଶ୍ୱର ସ୍ଥିତ ଏହି ରାମକୃଷ୍ଣ ମଠ ଓ ମିଶନ କେନ୍ଦ୍ରବିନ୍ଦୁ ହେଉ ବୋଲି ଏହାର ଶତବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମାଜକୁ ସ୍ୱାଭିମାନୀ କରିବା, ସମାଜକୁ ଦୈନନ୍ଦିନ ଜୀବନର…

ମହାରାଷ୍ଟ୍ର: ମୁଖ୍ୟମନ୍ତ୍ରୀ ପରେ…

ମୁମ୍ବାଇ: ଆଜି ଶିବସେନା ତାର ବିଧାୟକ ଦଳ ନେତା ଭାବେ ଏକନାଥ ସିନ୍ଦେଙ୍କୁ ମନୋନୀତ କରିଛି। ପରେ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଥିଲେ ଶିବସେନା ସଭାପତି ଉଦ୍ଧବ ଠାକରେ। ଆଜି ଦଳୀୟ ବିଧାୟକ ଓ ସମର୍ଥକମାନଙ୍କୁ ଉଦୋବଧନ ଦେଇ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ପୁଣିଥରେ ୫୦:୫୦ ଫର୍ମୁଲା ଲାଗୁ କରିବାକୁ ଜୋର…

ସୌରଭ ନେଲେ ସେଲଫି, ତାପରେ..

ବାଙ୍ଗାଲୋର: ସୋଶିଆଲ ମିଡିଆ ଚର୍ଚ୍ଚାରେ ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ସେ ଏବେ ସୋଶିଆଲ ମଡିଆରେ ଖୁବ୍‌ ଚର୍ଚ୍ଚାରେ। ସୌରଭ ଗାଙ୍ଗୁଲିଙ୍କ ଏକ ସେଲଫି ଖୁବ୍‌ ଭାଇରାଲ ହେବାରେ ଲାଗିଛି। ବୁଧବାର ସେ ବେଙ୍ଗାଲୁରୁ ଯାଇଥିବା ବେଳେ ବିମାନବନ୍ଦରରେ ନିଜ…

ଘରୋଇ ଓ ବିଦେଶୀ ପୁଞ୍ଜିନିବେଶ ଉପରେ…

ଭୁବନେଶ୍ୱର :ରାଜ୍ୟରେ ପୁଞ୍ଜିନିବେଶ ପରିବେଶକୁ ଅନୁକୂଳ ଏବଂ ବିଦେଶୀ ପୁଞ୍ଜିନିବେଶକମାନଙ୍କୁ ଆକର୍ଷିତ କରିବା ନିମନ୍ତେ ଓଡ଼ିଶା ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଶିଳ୍ପ ପ୍ରତିଷ୍ଠାକୁ ପ୍ରୋତ୍ସାହନ ଏବଂ ସିଙ୍ଗଲ ଓ୍ୱିଣ୍ଡୋ ବ୍ୟବସ୍ଥାର ସଫଳ ରୂପାୟନ ଫଳରେ ଓଡ଼ିଶାରେ ପୁଞ୍ଜିନିବେଶ କ୍ଷେତ୍ରରେ…

ରାଜ୍ୟରେ ଅନ୍ଧାରୀ ଶାସନ ଚାଲିଛି: ସାଲୁଜା

ଭୁବନେଶ୍ବର: ଅଫିସକରଙ୍କ ମୁହଁରେ ତୁଣ୍ଡି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା। ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟରେ ରାଜା ରାଜୁଡ଼ା ଓ ଅନ୍ଧାରୀ ଶାସନ ଚାଲିଛି। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ମୁହଁରେ ଅଫିସରଙ୍କ ଦ୍ବାରା ତୁଣ୍ଡି ଦେବାକୁ ଚାହୁଁଛନ୍ତି…