Odisha Link
Bridging the Missing Links in Odisha

୨ ତାରିଖରେ ଓଡ଼ିଶା ଆସୁଛନ୍ତି…

ଭୁବନେଶ୍ୱର: ଆସନ୍ତା ୨ ତାରିଖରେ ଓଡ଼ିଶା ଆସୁଛନ୍ତି ଉପ-ରାଷ୍ଟ୍ରପତି । ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରକାଶ ଯେ, ଏପ୍ରିଲ ୨ ତାରିଖ ଦିନ ୧୧ଟା ୧୫ରେ ଉପରାଷ୍ଟ୍ରପତି ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ୨ ତାରିଖ ସନ୍ଧ୍ୟାରେ କଟକ ସାରଳା ଭବନରେ…

କରୋନା: ରାଜ୍ୟରେ ଜଣେ ସଂକ୍ରମିତଙ୍କ…

ଭୁବନେଶ୍ବର: ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ତା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଗତ୨୪ଘଣ୍ଟାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ କରୋନା ଆକ୍ରାନ୍ତ ଜଣକ ସୁନ୍ଦରଗଡ଼ ଜିଲ୍ଲାର ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ରାଜ୍ୟରେ ଏହାକୁ ମିଶାଇ ମୋଟ୍…

ରାଜ୍ୟରେ ପୁଣି ୨୦୦ ଟପିଲା ସଂକ୍ରମଣଙ୍କ…

ଭୁବନେଶ୍ବର: ରାଜ୍ୟରେ ଉପର ମୁହାଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପ୍ରତିଦିନ ବୃଦ୍ଧି ପାଉଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୨୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୯୯୦୪ରେ ପହଞ୍ଚିଛି।  ଚିହ୍ନଟ ହୋଇଥିବା…

ମାସ୍କ ଦେବା ନାଁରେ ଲକ୍ଷାଧିକ ଟଙ୍କା…

ସମ୍ବଲପୁର: ମାସ୍କ ଦେବା ନାଁରେ ଲୁଟିନେଲେ ଲକ୍ଷାଧିକ ଟଙ୍କା। ଜଣେ ବ୍ୟବସାୟୀଙ୍କୁ ମାସ୍କ ଦେବାକୁ କହି ୨୬ ଲକ୍ଷ ୫୦ ହଜାର ଠକି ଥିବା ସୂଚନା ମିଳିଛି । ସମ୍ବଲପୁରପୁଲିସ ଜଣଙ୍କୁ ଗିରଫ କରିଛି। ପ୍ରକାଶ ଯେ, ଅଭିଯୁକ୍ତ ଯତୀନ ସେହଗଲକୁ ଜଣେ ବ୍ୟବସାୟୀଙ୍କୁ ମାସ୍କ ଦେବା ନାଁରେ ୫ଟି କିସ୍ତିରେ ୨୬.୫ ଲକ୍ଷ…

ସଚିନ ତେନ୍ଦୁଲକରଙ୍କୁ କରୋନା

ମୁମ୍ବାଇ: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶର ପ୍ରମୁଖ ମହାରାଷ୍ଟ୍ର,ଗୁଜୁରାଟ, କର୍ଣ୍ଣାଟକ ଭଳି ରାଜ୍ୟ ଗୁଡ଼ିକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ମହାନ୍‌ କ୍ରିକେଟର ସଚିନ ତେନ୍ଦୁଲକର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସଚିନ…

ଭ୍ୟାକ୍ସିନ୍ ର ପ୍ରଥମ ଡୋଜ୍ ନେବା ପରେ…

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ଅନେକ ସ୍ଥାନରେ ଭ୍ୟାକ୍ସିନର ପ୍ରଥମ ଡୋଜ୍ ଦିଆ ଯାଇଛି। କିନ୍ତୁ ଅନେକ ଲୋକଙ୍କ ନିକଟରେ ପୁଣି କରୋନା ଲକ୍ଷଣ ଦେଖିବାକୁ ମିଳିଛି। ବଲିଉଡ ଅଭିନେତା ପରେଶ ରାୱଲ ପ୍ରଥମ ଡୋଜ୍ ନେଇଥିଲେ । କିନ୍ତୁ ସେ କରୋନା ସଂକ୍ରମିତ…

ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ…

ଭୁବନେଶ୍ୱର: ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଚାଲାଣ କାଟିବା ପାଇଁ ଗ୍ରାଜୁଏଟ୍ କନେଷ୍ଟବଳଙ୍କୁ କ୍ଷମତା ଦିଆଯାଇଛି । ରାଜ୍ୟ ସରକାର ଏକ ନୂଆ ନିୟମ ପ୍ରଣୟନ କରିଛନ୍ତି । ବର୍ଷକ ପାଇଁ କଟକ ଓ ଭୁବନେଶ୍ୱରରେ ଏହା ଲାଗୁ ହେବ । ପରେ ରାଜ୍ୟର ଅନ୍ୟ ସ୍ଥାନରେ ଏହାକୁ ଲାଗୁ କରାଯିବ ବୋଲି ରାଜ୍ୟ…

ରେଙ୍ଗାଲିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା,…

ସମ୍ବଲପୁର: ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣାଟି ସମ୍ବଲପୁର ରେଙ୍ଗାଲିରେ ଘଟିଛି। ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରକାଶ ଯେ, ବିଳମ୍ବିତ ରାତିରେ ଏକ କାରରେ ୫ ଜଣ ବ୍ୟକ୍ତି ଝାରସୁଗୁଡା ଆଡୁ ସମ୍ବଲପୁର…

ଏନ୍‌ଆଇଟିର କଡା ନିଷ୍ପତ୍ତି: ଅନଲାଇନ୍‌ରେ…

ରାଉରକେଲା : ଏନ୍‌ଆଇଟିରେ ପଜିଟିଭି ଚିହ୍ନଟ ହେବା ପରେ ସମସ୍ତ ହଷ୍ଟେଲ ଛୁଟି ପାଇଁ ନିଷ୍ପତ୍ତି ନିଆଯାଇଛି ।ଆସନ୍ତାକାଲିଠାରୁ ତିନି ଦିନ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଥୀଙ୍କ ହେବ କୋଭିଡ଼ ଟେଷ୍ଟ । ଏଥିସହିତ ଅନଲାଇନରେ ପରୀକ୍ଷା ହେବ। ଏହା ଏନଆଟି ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ମିଳିତ ଭାବରେ ନିଷ୍ପତ୍ତି…

ନକଲି ନର୍ସିଂ ସାର୍ଟିଫିକେଟ୍ ଦେଇ…

ଭୁବନେଶ୍ୱର: ନକଲି ନର୍ସିଂ ସାର୍ଟିଫିକେଟ୍ ଦେଇ ଲକ୍ଷାଧିକ ଟଙ୍କା ଲୁଟ। ଏପରି ଅଭିଯୋଗ ଆଇଗଣିଆ ଅଞ୍ଚଳରେ ଏକ ଉଚ୍ଚ ଶିକ୍ଷାନୁଷ୍ଠାନ ବିରୋଦ୍ଧରେ ଆସିଛି। ୬୦ରୁ ଅଧିକ ନର୍ସିଂ ଛାତ୍ରଛାତ୍ରୀ ଏହି ଅଭିଯୋଗରେ ଖଣ୍ଡଗିରି ଥାନାରେ ଧାରଣା ଦେଇଛନ୍ତି । ପ୍ରକାଶ ଯେ, ଖଣ୍ଡଗିରି ଥାନା ଆଇଗଣିଆ ଅଞ୍ଚଳରେ ଏକ ଉଚ୍ଚ…