ମନ୍ତ୍ରୀ, ବିଧାୟକଙ୍କ ମୋଟା ଅଙ୍କର ଦରମା…
ଓଏଲ୍ ବ୍ୟୁରୋ: ବଢ଼ିଲା ବିଧାୟକ ଓ ମନ୍ତ୍ରୀଙ୍କ ଦରମା। ମୋଟା ଅଙ୍କର ଦରମା ବଢ଼ାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗୁରୁବାର ରାଜ୍ୟ ବିଧାନସଭାରେ ମମତା ବାନାର୍ଜୀ ଦରମା ବୃଦ୍ଧି ସମ୍ପର୍କରେ ଘୋଷଣା କରିଛନ୍ତି। ମମତା ବାନାର୍ଜୀ କହିଛନ୍ତି, ଦେଶର ବିଭିନ୍ନ ରାଜ୍ୟରେ ବିଧାୟକମାନଙ୍କ ଦରମା…