Odisha Link
Bridging the Missing Links in Odisha
Monthly Archives

September 2019

ବିଜେପୁରରେ ନିର୍ବାଚନ: ଆଜି ନାମାଙ୍କନ…

ବରଗଡ଼: ବିଜେପୁର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ। ତେଣୁ ବିରାଟ ପାଟ ପଟୁଆରରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୩ ପ୍ରମୁଖ ଦଳର ପ୍ରାର୍ଥୀ ନାମାଙ୍କନ ଭରିବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ବିଜେଡିରୁ ରୀତା ସାହୁ ପ୍ରାର୍ଥୀ ହୋଇଥିବା…

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍

ଭଦ୍ରକ: ଭଦ୍ରକ-ଧାମରା ରେଳପଥର ପାଳିଆର ଜିଝାରପୁର ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇ ଯାଇଛି। ଟ୍ରେନ୍‌ଟି ଧାମରାରୁ କୋଇଲା ବୋଝେଇ କରି ଭଦ୍ରକ ଅଭିମୁଖେ ଆସୁଥିଲା। ଏହି ସମୟରେ ଜିଝାରପୁର ନିକଟରେ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇ ଯାଇଛି। ଟ୍ରାକ୍‌ରୁ ୭ଟି ବଗି ଖସିଯାଇଥିବା ବେଳେ ଦୁଇଟି ବଗି…

ରାଉରକେଲାକୁ ଅତ୍ୟାଧୁନିକ ଷ୍ଟିଲ୍…

ରାଉଲକେଲା: ରାଉରକେଲାରେ ଗୋଟିଏ ଅତ୍ୟାଧୁନିକ ଷ୍ଟିଲ୍ କ୍ଲଷ୍ଟର ବନାଇବାର ମଧ୍ୟ ଲକ୍ଷ୍ୟ ରହିଛି। ରାଉରକେଲା ଇସ୍ପାତ୍ କାରଖାନାକୁ ସଂପ୍ରସାରଣ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି। ସପ୍ତମ ବେତନ କମିଶନ ଅନୁସାରେ ଶ୍ରମିକ ମାନଙ୍କର ପାରିଶ୍ରମିକ ବୃଦ୍ଧି କରିବାକୁ ସେଲ୍କୁ ପରାମର୍ଶ ଦିଆଯାଇଛି।…

ନବୀନଙ୍କୁ ପ୍ରଶ୍ନ କଲେ ସୁରେଶ,…

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ପାଇଁ ବାଜିଛି ବିଗୁଲ। ଏଥିସହିତ ରାଜ୍ୟରେ ଲାଗି ରହିଛି ନିର୍ବାଚନ ଉସ୍ମତା। ବିଜେପୁର ଉପନିର୍ବାଚନ ଅଖିରେ ରଖି ବିଜେଡିକୁ ଟାର୍ଗେଟ କରିଛି ବିଜେପି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ। ବିଜେପୁର ଉପନିର୍ବାଚନ…

ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ଡବଲ…

ନୂଆଦିଲ୍ଲୀ: ଚୀନରେ ଆୟୋଜିତ ଚୀନ ପାରା ଇଣ୍ଟରନ୍ୟାସନାଲ ବ୍ୟାଡମିଣ୍ଟନରେ ଓଡ଼ିଆପୁଅ ପ୍ରମୋଦଙ୍କୁ ସଫଳତା। ପ୍ରମୋଦ ଭଗତଙ୍କୁ ମିଳିଛି ଡବଲ ସ୍ୱର୍ଣ୍ଣ ପଦକ। ଅନ୍ତର୍ଜାତୀୟ ସ୍ତରରେ ପ୍ରମୋଦ ଭଗତଙ୍କୁ ଆଉ ୨ଟି ସ୍ୱର୍ଣ୍ଣ ପଦକ ମିଳିଛି। ଉଭୟ ସିଙ୍ଗଲ ଓ ଡବଲ ବର୍ଗରେ ପ୍ରମୋଦ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।…

ବିଜେପି ପ୍ରାର୍ଥୀ ହେଲେ ସନତ ଗଡ଼ତିଆ

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ପାଇଁ ବିଜେପି ଆଜି ତାର ପ୍ରାର୍ଥୀ ଘୋଷଣା କରିଛି। ବିଜେପି ପୁଣିଥରେ ସନତ ଗଡ଼ତିଆଙ୍କ ଉପରେ ଭରଷା ରଖି ବିଜେପୁର ଉପ-ନିର୍ବାଚନ ପାଇଁ ଟିକେଟ୍‌ ଦେଇଛି। ଏହାପୂର୍ବରୁ ବିଜେପୁର ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛି। ବିଜେଡି…

ମନ୍‌ କି ବାତ୍: ‘ଭାରତ୍‌ କି ଲକ୍ଷ୍ମୀ’…

ନୂଆଦିଲ୍ଲୀ: ପ୍ରତ୍ୟେକ ମାସର ଶେଷ ରବିବାର ପରି ଏଥର ମଧ୍ୟ ବହୁ ଚର୍ଚ୍ଚିତ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧି୍‌ତ କରିଛନ୍ତି। ମନ୍‌ କି ବାତ୍‌ ରେ ମୋଦି ପ୍ରଥମେ ସୁର ସମ୍ରାଜ୍ଞୀ ଲତା ମଙ୍ଗେସ୍କରଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। ଗତ କାଲି…

ବଦଳିଗଲେ ନବୀନ

ଭୁବନେଶ୍ୱର: ପୂର୍ବ ଅପେକ୍ଷା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଦଳି ଯାଇଛନ୍ତି। ନବୀନ ନିର୍ବାଚନ ପୂର୍ବରୁ ଗୋଟେ ପ୍ରକାର ଥିଲେ ଆଉ ଏବେ ବଦଳି ଯାଇଛନ୍ତି। ନିର୍ବାଚନ ପୂର୍ବରୁ ଗୋଟିଏ କଥା କହୁଥିଲେ। କିନ୍ତୁ ନିର୍ବାଚନ ପରେ ବଦଳିଗଲେ। ଏଭଳି କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ…

ଅମିତାଭଙ୍କ ସହ ଧମାଲ କରିବେ ଚିରଞ୍ଜୀବ

ନୂଆଦିଲ୍ଲୀ :ପ୍ରଥମ ଥର ପାଇଁ ଦୁଇଟି ମହାନ କଳାକାରଙ୍କୁ ପରଦାରେ ଏକାଠି ଦେଖିବାକୁ ମିଳିବ । ଚିରଞ୍ଜୀବ ତେଲଗୁ ସିନେମା ଇଣ୍ଡଷ୍ଟ୍ରି ସୁପରଷ୍ଟାର ହୋଇଥିବା ସମୟରେ ଅମିତାଭ ବଚ୍ଚନ ବଲିଉଡର ଅମିତାଭ ବଚ୍ଚନ ଅଟନ୍ତି । ଦୁଇ ମହାନାୟକଙ୍କୁ ଆଗାମୀ ସିନେମା ସଈ ରା ନରସିମହା ରେଡୀ ରେ ନଜର ଆସୁଛନ୍ତି । ଏହାର…

‘ବାଗି-୩’ରେ ନଜର ଆସିବେ…

ମୁମ୍ବଇ:ଅହମଦ ଖାଁ ଙ୍କ ନିର୍ଦ୍ଦେଶିତ ‘ବାଗି’ ସିନେମାର ଦୁଇଟି ଯାକ ଭାଗ ସୁପରହିଟ୍ ହୋଇଥିଲା । ବର୍ତ୍ତମାନ ଏହାର ତୃତୀୟ ଭାଗ ରିଲିଜ ହେବ। ଏହି ସିନେମାର ମୁଖ୍ୟ ଭୂମିକାରେ ଟାଇଗର୍ ଶ୍ରଫ୍ ଓ ଶ୍ରଦ୍ଧା କପୁର ଙ୍କ ସହ ରିତେଶ ଦେଶମୁଖ୍ ମଧ୍ୟ ନଜର ଆସିବେ।‘ବାଗି’୨ରେ ଟାଇଗର୍ ଶ୍ରଫ୍ ଙ୍କ ସହ ଦିଶା ପଟାନି…