Odisha Link
Bridging the Missing Links in Odisha
Daily Archives

November 21, 2019

ମୋଦିଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ଉପରେ…

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ କରିବା ପାଇଁ ଜୋରଦାର ପ୍ରୟାସ କରୁଛି ଶିବସେନା। ହେଲେ ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ଉପରେ ନଜର ପକାଇଛି ଶିବସେନା। ଆସନ୍ତାକାଲି ଶିବସେନା, ଏନ୍‌ସିପି ଓ କଂଗ୍ରେସ ସରକାର ଗଠନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ସମ୍ପର୍କରେ ଘୋଷଣା…

ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ

ସମ୍ବଲପୁର: ସମ୍ବଲପୁର ଚାଷୀ ଆନ୍ଦୋଳନ ପ୍ରତ୍ୟାହାର ହୋଷଣା କରାଯାଇଛି। ଚାଷୀ ପ୍ରତିନିଧି ମିଟିଂରେ ଆଲୋଚନା ପରେ ପ୍ରତ୍ୟାହାର ଘୋଷଣା କଲେ ଆବାହାକ ଅଶୋକ ପ୍ରଧାନ। ମନ୍ତ୍ରୀ, ବିଧାୟକଙ୍କ ପ୍ରତିଶ୍ରୁତି ପରେ ଚାଷୀଙ୍କ ମିଟିଂ ବସିଥିଲା। ମନ୍ତ୍ରୀ ସୁଶାନ୍ତ ସିଂ, ବିଧାୟକ ରୋହିତ ପୂଜାରୀ ପ୍ରତିଶ୍ରୁତି…

ପ୍ରତିରକ୍ଷା ସଂସଦୀୟ କମିଟିରେ ସାଧ୍ୱୀ…

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶଦାତା କମିଟିରେ ସ୍ଥାନ ପାଇଛନ୍ତି ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର। ରାଜନାଥ ସିଂହଙ୍କ ନେତୃତ୍ୱାଧୀନ ପ୍ରତିରକ୍ଷା ସଂସଦୀୟ କିମିଟିରେ ଆଜି ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ଆଜି ସାମିଲ କରାଯାଇଛି। ଏଥିସହିତ ଏହି କମିଟିରେ ବିରୋଧୀ…

ଲାଲଗଡରୁ ପ୍ରେମ ବିବାହ

ଅନୁଗୋଳ: ଲାଲଗଡ଼ରୁ ଆରମ୍ଭ ହୋଇଥିବା ପ୍ରେମ ଶେଷରେ ବିବାହରେ ପରିଣତ ହୋଇଛି। ଏ ହେଉଛି ଦୁଇ ନକ୍ସଲ କମାଣ୍ଡର ମୁଖ୍ୟ ଛୋଟୁ ଓ ଜଲିଙ୍କ ଜୀବନ କାହାଣୀ। ଝାଡଖଣ୍ଡର ଛୋଟୁ ଅନୁଗୋଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ସଂଗଠନ ପାଇଁ କାମ କରିବା ବେଳେ ଜଲିଙ୍କ ସହ ତାଙ୍କର ଭେଟ ହୋଇଥିଲା। ମାଓ ଶିବିରରେ କାମ କରିବା…

ଲୋକସଭାରେ ଉଠିଲା ଟୋକନ ସମସ୍ୟା

ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହ ବ୍ୟବସ୍ଥାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ଟୋକନ ବ୍ୟବସ୍ଥାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି। ଟୋକନ ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ଦାବିରେ ଚାଷୀମାନେ ଏବେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ରାଜରାସ୍ତାକୁ ଜାମ କରିଦେଇଛନ୍ତି। ସେପଟେ ଟୋକନ…

ରାଜ୍ୟରେ ଗଡ଼ୁଛି ଲକ୍ଷ ଲକ୍ଷ ପୁରୁଣା…

ଭୁବନେଶ୍ବର: ଲକ୍ଷ ଲକ୍ଷ ପୁରୁଣା ଗାଡ଼ି ଗଡୁଛି ରାଜ୍ୟରେ। ନୂଆ ମୋଟର ଯାନ ଆଇନ ଅନୁସାରେ ୧୫ବର୍ଷରୁ ଅଧିକ ସମୟ ଚାଲିଥିବା ଗାଡ଼ିର ଚଳାଚଳକୁ ନିଷେଧ କରାଯାଇଛି। ହେଲେ ପୁରୁଣା ଗାଡ଼ି ରାସ୍ତାରେ ଚଳାଚଳି କରୁଛି। ପୁରୁଣା ଗାଡ଼ି ପ୍ରସଙ୍ଗରେ ଆଜି ବିଧାନସଭାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି,…

ଉତ୍କଳକେଶରୀ ଡ. ହରେକୃଷ୍ଣ ମହତାବଙ୍କ…

ଭୁବନେଶ୍ୱର : ଓଡ଼ିଶା ବିଧାନସଭା ଆନୁକୂଲ୍ୟରେ ଡ. ହରେକୃଷ୍ଣ ମହତାବଙ୍କ ୧୨୦ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଧାନସଭା ପରିସରରେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବାଚସ୍ପତି ଡ. ପାତ୍ର ବିଧାନସଭା…

ଆକାଶରୁ ବର୍ଷିଲା ଟଙ୍କା, ଦେଖନ୍ତୁ ଭିଡିଓ

କୋଲକାତା: ଆକାଶରୁ ଟଙ୍କା ବର୍ଷିବା କଥାଟି ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ସତ। ଆକାଶରୁ କେମିତି ଟଙ୍କା ବର୍ଷା ହେଲା ଏହା ଆପଣ ଭାବୁଥିବେ। କୋଲକାତାରେ ଏଭଳି ଟଙ୍କା ବର୍ଷା ଦୃଶ୍ୟ ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ, ଆକାଶରୁ ୨ ହଜାର, ୫୦୦ ଓ ୧୦୦ ଟଙ୍କିଆ ନୋଟ ବର୍ଷା…

ମହାରାଷ୍ଟ୍ର: ବସୁଛି ଘନଘନ ବୈଠକ,…

ମୁମ୍ବାଇ: ଆସନ୍ତାକଲି ମହାରାଷ୍ଟ୍ର ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ଦିନ। କାରଣ କିଏ ମହାରାଷ୍ଟ୍ରରେ ସରକାର ଗଠନ କରିବ ସେ ନେଇ ଆସନ୍ତାକାଲି ହେବ ଫୈସଲା। ଗତକାଲି କଂଗ୍ରେସ-ଏନସିପି ଏ ସମ୍ପର୍କରେ ଘୋଷଣା କରିଥିବା ବେଳେ ଆଜି ଶିବସେନା ସମାନ କଥା ଦୋହରାଇଛି। ବିଜେପି ସରକାର ଗଠନ ରେସରୁ ବାଦ ପଡ଼ିବାରେ…

ଭୁବନେଶ୍ୱରରୁ ୟୁଏଇକୁ ବିମାନ ସେବା ପାଇଁ…

ଭୁବନେଶ୍ୱର: ଭୁବନେଶ୍ୱର ଓ ୟୁଏଇ ସ୍ଥିତ ରାସ୍‍-ଅଲ୍‍- ଖଇମା ସହର ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି। ଏଥିରେ ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ଧର୍ମେନ୍ଦ୍ର…