Odisha Link
Bridging the Missing Links in Odisha

ଯୁବକଙ୍କୁ ଏସିଡ୍ ମାଡ଼

କଟକ : ପ୍ରେମ ହେଉକି ଅନ୍ୟ କିଛି କାରଣ ଏସିଡ ମାଡ କରିବାରେ ଦୂର୍ଶ୍ୟ ଦେଖିବାକୁ ମିଳିଥାଏ । ଗତ କାଲି ରାତିରେ ଜଣେ ଯୁବତୀ , ଯୁବକଙ୍କ ଉପରକୁ ଏସିଡ ଫୋପାଡ଼ିଥିଲେ । ଜଗତପୁର ଶିକାରୀପୁରର ବାରିକସାହିରେ ଏସିଡ ମାଡ ହୋଇଛି ।

ଆହାତ ଯୁବକଙ୍କୁ ଏସ ସି ବି ରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ତାଙ୍କ ଭିତରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ଥିଲା । ଯୁବତୀ ଜଣକ କଣ ପାଇଁ ଏପରି କାମ କରିଥିଲେ ତାହା ଜଣା ପଡି଼ି ନାହିଁ । ଯୁବତୀଙ୍କୁ ଜଗତପୁର ଥାନାରେ ଅଟକ କରାଯାଇଛି ।

Comments are closed.