ଦେଶ ଧର୍ମ ଆଧାରରେ ବିଭାଜିତ…
ଭୋପାଲ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ନେଇ ଗତକାଲି କହିଥିଲେ ଯେ, ଐତିହାସିକ ଭୁଲକୁ ଠିକ୍ କରିବା ଓ ବିଜେପିର ପୁରୁଣା ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ସିଏଏ ଅଣାଯାଇଛି। ଅପରପକ୍ଷେ ବିଜେପି ବିଧାୟକ ଓଲଟା ମତାମତ ଦେଇଛନ୍ତି। ମଧ୍ୟପ୍ରଦେଶର ବିଜେପି ବିଧାୟକ…