Odisha Link
Bridging the Missing Links in Odisha
Daily Archives

January 31, 2020

ସିଏଏକୁ ରାଓରତ ଆଇନ ସହ ତୁଳନା କଲେ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ସାରା ଦେଶରେ ସମର୍ଥନ ଓ ବିଦ୍ରୋହ ଦେଖିବାକୁ ମିଳିଛି। ଅନ୍ୟପଟେ ସିଏଏକୁ ନେଇ ବୁଦ୍ଧିଜୀବୀ ମାନେ ଭିନ୍ନ ଭିନ୍ନ ମତ ପୋଷଣ କରୁଛନ୍ତି। ଏହାରି ମଧ୍ୟରେ ବଲିଉଡ୍‌ ଅଭିନେତ୍ରୀ ତଥା ରାଜନେତ୍ରୀ ଊର୍ମିଳା ମାତୋଣ୍ଡକର ସିଏଏକୁ ନେଇ ନିଜ ମତ ଦେଇଛନ୍ତି। ସେ ୧୦୦…

ଆଲିଆଙ୍କ ସହ ଡେବ୍ୟୁ କରିବେ ଏହି ଟେଲି…

ମୁମ୍ବାଇ : ବଲିଉଡ ନାୟିକା ଆଲିୟା ଭଟ୍ଟଙ୍କ ସହ ଅନେକ ଅଭିନେତା କାମ କରିବାକୁ ପସନ୍ଦ କରିଥାନ୍ତି । ଟେଲିଭିଜନର ଅଭିନେତା ଶାନ୍ତନୁ ମାହେଶ୍ୱରୀ ଖୁବ୍‌ ଶୀଘ୍ର ଆଲିଆ ସିନେମା 'ଗଙ୍ଗୁବାଈ କାଠିୟାବାଡ଼ି' ଶାନ୍ତନୁ ନଜର ଆସିବେ। ଶାନ୍ତନୁ ଜଣେ ମୋଷ୍ଟ ଷ୍ଟାଇଲିସ୍‌ ଡ୍ୟାନସର୍‌ ଓ ଅଭିନେତା ।…

‘ନୀତି ଆୟୋଗ’ ଢ଼ାଞ୍ଚାରେ…

ଭୁବନେଶ୍ବର: ବଦଳିବ ରାଜ୍ୟ ଯୋଜନା ବୋର୍ଡର ରୂପରେଖ। ‘ନୀତି ଆୟୋଗ’ ଢ଼ାଞ୍ଚାରେ ଗଠନ ହେବ ଯୋଜନା ବୋର୍ଡର ରୂପରେଖ। ଏହି ପୁନର୍ଗଠନ କାମ ପୂର୍ଣ୍ଣାଙ୍ଗ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଖୁବ୍‌ଶୀଘ୍ର ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,…

୩ ଦିନରେ ୨ଟି ସୁପର ଓଭର ଜିତିଲା ଟିମ୍‌…

ଓ୍ବେଲିଂଟନ: ୪ର୍ଥ ଟି-୨୦ ମ୍ୟାଚରେ ନିର୍ଦ୍ଧାରିତ ଓଭରରେ ଫଳାଫଳ ନ ଆସିବାରୁ ସୁପରଓଭର ମ୍ୟାଚ୍‌ ଖେଳାଯାଇଥିଲା। ସୁପରଓଭରରେ ବମ୍ପର ବିଜୟ ଲାଭ କଲା ଟିମ୍‌ ଇଣ୍ଡିଆ। ପୂର୍ବରୁ ସିରିଜ ଜିତି ସାରିଥିବା ଟିମ୍‌ ଇଣ୍ଡି୍ରା ୪ର୍ଟ ଟି-୨୦ ମ୍ୟାଚ ଜିତିବା ସହ ଟିମ୍‌ ଇଣ୍ଡିଆ ୫ଟିକିଆ ମ୍ୟାଚ ବିଶିଷ୍ଟ ସିରିଜକୁ…

୩ ଦୋଷୀଙ୍କ ଫାଶି ପାଇଁ ଅନୁମତି ମାଗିଲା…

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଆସନ୍ତାକାଲି ଫାଶୀ ଦଣ୍ଡାଦେଶରେ ଦଣ୍ଡିତ କରିବା ପାଇଁ ଦିଲ୍ଲୀର ପାଟିଆଲା ହାଉସ କୋର୍ଟ ସାନି ‘ମୃତ୍ୟୁ ପରଓ୍ଵାନା’ ଜାରି କରିଛନ୍ତି। ଚାରି ଦୁଷ୍କର୍ମକାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ତିହାର ଜେଲରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହେବା ସହ…

ପ୍ରକାଶ ପାଇଲା ଟିଆରପି ତାଲିକା, ଜାଣନ୍ତୁ…

ମୁମ୍ବାଇ : ସିରିୟଲରେ ଟିଆରପି ସବୁଠାରୁ ଅଧିକ ଗୁରୁତ୍ବ ରହିଥାଏ । ତେବେ ଚଳିତ ବର୍ଷ ତୃତୀୟ ସପ୍ତାହର ଟେଲିଭିଜନ୍‌ ସିରିଏଲ୍‌ର ଟିଆର୍‌ପି ଲିଷ୍ଟ ବାହାରିଛି । ଟିଆର୍‌ପି ବଡ଼ିବା କମିବା ଶୋ ଉପରେ ଅନେକ ପ୍ରଭାବ ପକାଇଥାଏ । ତେବେ ଚାଲନ୍ତୁ ଜାଣିବା କେଉଁ ସିରିଏଲ୍‌ କେତେ ନମ୍ବରରେ ରହିଛି । ୧-ଏକ…

ନୂଆ ମାଇଲଖୁଣ୍ଟ ଛୁଇଁଲେ ରାହୁଲ୍‌

ୱେଲିଂଟନ୍‌: ନୂଆ ମାଇଲଖୁଣ୍ଟ ଛୁଇଁଲେ ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ।। ରାହୁଲ ଟି-୨୦ରେ ୪ହଜାର ରନ୍ ପୂରଣ କରିଛନ୍ତି। ଶୁକ୍ରବାର ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚରେ ରାହୁଲ୍ ୮ ରନ୍ କରିଥିବା ବେଳେ ଏହି କ୍ଲବରେ ସାମିଲ୍ ହୋଇଛନ୍ତି। ତାଙ୍କ ବୂର୍ବରୁ ବିରାଟ୍…

କରୋନା ଭାଇରସ୍: ଦିଲ୍ଲୀରେ ୬ଜଣ ଆକ୍ରାନ୍ତ…

ନୂଆଦିଲ୍ଲୀ: ଏବେ ଦିଲ୍ଲୀରେ କରୋନା ଆତଙ୍କ। ଆଜି ଦିଲ୍ଲୀରେ କରୋନା ଭାଇରସରେ ଆକ୍ରାନ୍ତ ସନ୍ଦେହରେ ୬ ଜଣ ଲୋକଙ୍କୁ ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୬ ଜଣଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି ଓ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ପରୀକ୍ଷା କରାଯାଇଛି କିନ୍ତୁ ଏନେଇ ରିପୋର୍ଟ ମିଳି ନାହିଁ।…

ବାଇକ ଦୁର୍ଘଟଣାରେ ୨ ମୃତ୍ୟୁ ,୧ ଗୁରୁତର

ସୋର : ଆଜି ଦିନ ୧୧ଟାରେ ଏକ ବାଇକକୁ ଏକ ଟମାଟୋ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କା ଦେଇଛି । ବାଇକର ପଛ ପଟୁ ଭ୍ୟାନ୍‌ଟି ଥିବାରୁ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାଟି ବାଲେଶ୍ୱର ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥର ଛପୋଲିଆ ନିକଟରେ ହୋଇଛି । ଏକ ବାଇକ୍‌ରେ ଚନ୍ଦନ, ସୀମା ଓ ସ୍ୱପ୍ନାରାଣୀ ଅସୁରାଳିରୁ…

ଦୁଇରୁ ଅଧିକ ଥର ବିବାହ କରିଛନ୍ତିି ଏହି…

ମୁମ୍ବାଇ : ଦର୍ଶକ ସର୍ବଦା ନିଜ ପସନ୍ଦିଦା ଷ୍ଟାର ମାନଙ୍କ ବିଷୟରେ ଜାଣିବା ପାଇଁ ଅଧିକ ଇଚ୍ଛୁକ ଥାନ୍ତି । ତାଙ୍କର ଖାଇବା , ପିଇବା, ପୋଷାକ ଇତ୍ୟାଦି ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି । ସେମାନ ତାଙ୍କ ଷ୍ଟାରମାନଙ୍କ ପ୍ରଫେଶନ ଲାଇଫ ବ୍ୟତିତ ବ୍ୟତିଗତ ଜୀବନ ବିଷୟରେ ଭାବିଥାନ୍ତି । ତେବେ ଅନେକ…