Odisha Link
Bridging the Missing Links in Odisha
Daily Archives

February 6, 2020

ସମୁଦ୍ରରୁ ଦମ୍ପତ୍ତିଙ୍କୁ ଉଦ୍ଧାର କଲେ…

ପୁରୀ: ସମୁଦ୍ରରେ ଲହଡିରେ ଭାସି ଯାଉଥିବାବେଳେ ଦେବଦୂତ ସାଜି ଜୀବନ ବଞ୍ଚାଇଲେ ଲାଇଫ ଗାର୍ଡ। ଏଭଳି ଘଟଣା ଘଟିଛି ପୁରୀ ଚୈତନ୍ୟ ଛକ ସମୁଦ୍ର ବେଳାଭୂମି ନିକଟରେ। ପଶ୍ଚିମବଙ୍ଗରୁ ପୁରୀ ବୁଲିବାକୁ ଆସିଥିବା ୨ ଦମ୍ପତି ସମୁଦ୍ରରେ ଗାଧୋଉଥିଲେ ହଠାତ୍ ଏକ ବଡ଼ ଲହଡି ଆସିବାରୁ ୪ ଜଣ ଭାସି ଯାଇଥିଲେ। ସେହି ସମୟରେ…

ନାଗରିକତା ଆଇନକୁ ନେଇ ବଡ଼ ବୟାନ ଦେଲେ…

ନୂଆଦିଲ୍ଲୀ: ସାରା ଦେଶରେ ନାଗରିକତା ସଂଶୋଦନ ଆଇନ୍‌(ସିଏଏ)କୁ ବିରୋଧ ଜାରି ରହିଛି। ଏହାରିମଧ୍ୟରେ ସିଏଏକୁ ନେଇ ବଡ଼ ବୟାନ ଦେଇଛନ୍ତି ତାମିଲ ସୁପରଷ୍ଟାର ରଜନୀକାନ୍ତ। ନାଗରିକତା ସଂଶୋଧନ ଆଇନକୁ ନେଇ ରଜନୀକାନ୍ତ କହିଛନ୍ତି ଯେ, ଏହି ଆଇନ ଦ୍ବାରା ମୁସଲମାନମାନଙ୍କୁ କୌଣସି ବିପଦ ଆସିବ ନାହିଁ । ସେହିପରି…

ପରବିନ୍ଦରଙ୍କ ନାଁରେ ପାଲଟା ମାମଲା

ଭୁବନେଶ୍ୱର: ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଶିଖ ବ୍ୟକ୍ତିଙ୍କୁ ମାଡ଼ ଘଟଣାରେ ଏବେ ଆଉ ଗୋଟିଏ ଟ୍ୱିଷ୍ଟ ଆସିଛି। ଶିଖ ବ୍ୟକ୍ତି ପରବିନ୍ଦର ପାଲ ସିଂହଙ୍କ ବିରୋଧରେ ପାଲଟା ମାମଲା ରୁଜୁ କରାଯାଇଛି। ପ୍ରତିପକ୍ଷଙ୍କ ପକ୍ଷରୁ ଭୁବନେଶ୍ୱର ଏସଡିଜେଏମଙ୍କ କୋର୍ଟରେ ପରବିନ୍ଦର ପାଲ ସିଂହଙ୍କ ବିରୋଧରେ ପାଲଟା…

ରାହୁଲଙ୍କ ‘ଠେଙ୍ଗାରେ ପିଟିବେ…

ନୂଆଦିଲ୍ଲୀ: ବଜେଟ ଅଧିବେଶନରେ ରାଷ୍ଟ୍ରପତି ଦେଇଥିବା ଅଭିଭାଷଣର ଧନ୍ୟବାଦ ଭାଷଣ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା କରିବା ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି ନରେନ୍ଦ୍ର ମୋଦି। ରାହୁଲଙ୍କ ବୟାନକୁ ଟାର୍ଗେଟ କରି ମୋଦି କହିଲେ…

ସାନି ଡେଥ୍ ୱାରେଂଟ ପାଇଁ ତିହାର ଜେଲ…

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ଆବେଦନ କଲେ ତିହାର ଜେଲ କର୍ତ୍ତୃପକ୍ଷ। ସାନି ଡେଥ ୱାରେଂଟ ଜାରି କରିବାକୁ ଟ୍ରାଏଲ କୋର୍ଟରେ ଆବେଦନ କରିଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ। ଏଥିସହ ଆସନ୍ତାକାଲି ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ଶୁଣାଣି…

ପ୍ରଶ୍ନପତ୍ର ଭାଇରାଲ ହେଲେ…

ଭୁବନେଶ୍ୱର: ଆସନ୍ତା ୧୯ ତାରିଖରୁ ଅନୁଷ୍ଠିତ ହେବ ମାଟ୍ରିକ ପରୀକ୍ଷା। ଏନେଇ ଗଶଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ହୋଇସାରିଛି। ତେବେ ଚଳିତ ବର୍ଷ ଯଦି ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହୁଏ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ…

ରେପୋରେଟ୍‌ ଅପରିବର୍ତ୍ତିତ, ଜିଡିପି ଆକଳନ…

ନୂଆଦିଲ୍ଲୀ: ଆଜି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆରବିଆଇ) ରେପୋରେଟ୍‌ ପୂର୍ବବତ୍‌ ୫.୧୫%ରେ ଅପରିବର୍ତ୍ତିତ ରଖିଥିବା ଘୋଷଣା କରିଛି। ମନିଟାରୀ ପଲିସି କମିଟି (ଏମ୍‌ପିସି) ଷଷ୍ଠ ଦ୍ୱିମାସିକ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକର ଆକଳନ ଅନୁଯାୟୀ ୨୦୨୦-୨୧ ବା ଆଗାମୀ ଆର୍ଥିକ ବର୍ଷରେ ୬%…

ହୋମ ସର୍ଭିଲିଆନ୍ସରେ ୨୬ ସନ୍ଦିଗ୍ଧ:…

ଭୁବନେଶ୍ୱର: ଦିନକୁ ଦିନ ଭୟଙ୍କର ରୂପ ନେଉଛି କରୋନା ଭାଇରସ। ତେବେ ବର୍ତ୍ତମାନ ୨୬ ଜଣ କରୋନା ସନ୍ଦିଗ୍ଧଙ୍କୁ ହୋମ ସର୍ଭିଲିଆନ୍ସରେ ରଖାଯାଇଛି। ରାଜ୍ୟରେ କରୋନା ମୁକାବିଲା ନେଇ ଡିଏମଇଟି ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ ଗତ ମାସ ୧୫ ପରେ ଚୀନ, ଥାଇଲାଣ୍ଡ ଓ ହଂକଂରୁ ୩୩…

ବାବର ହେଉଛନ୍ତି ଆତଙ୍କବାଦୀ:…

ପୁରୀ : ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ୫ ଏକରର ଜମି ଦେବାନେଇ ବିରୋଧ କରିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ସେ କହିଛନ୍ତି, ଏହି ନିଷ୍ପତି ଆତଙ୍କବାଦ ଓ ଦେଶ ବିଭାଜନକୁ ପ୍ରୋତ୍ସାହିତ କରିବ। ଏପରିକି ଯେଉଁମାନେ ଏଭଳି ନିଷ୍ପତି ନେଉଛନ୍ତି ସେମାନେ ଦେଶରେ ଅରାଜକତା ସୃଷ୍ଟି…

ଫ୍ୟାକ୍ଟ୍ରିରେ ଗ୍ୟାସ୍‌ ଲିକ୍‌, ୭ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସୀତାପୁର ଏକ ଫ୍ୟାକ୍ଟ୍ରିରେ ଆଜି ଗ୍ୟାସ୍‌ ଲିକ୍‌ ହୋଇ ୭ ଜଣଙ୍କ ମୃତ୍ୟୁ ଘଟିଛି। ଫ୍ୟାକ୍ଟ୍ରିରେ ଗ୍ୟାସ୍‌ ଲିକ୍‌ ସମୟରେ ସେଠାରେ ଥିବା ୭ ଜଣ ଅଣନିଃଶ୍ଵାସୀ ହୋଇ ଚେତାଶୂନ୍ୟ ହୋଇପଡ଼ିଥିଲେ। ପରେ ସେମାନଙ୍କୁ ହସ୍ପିଟାଲରେ ନିଆଯାଇଥିଲା ହେଲେ ହସ୍ପିଟାଲରେ ଡାକ୍ତର ସମସ୍ତଙ୍କୁ…