Odisha Link
Bridging the Missing Links in Odisha
Daily Archives

May 5, 2020

ଦିନକରେ ୭ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ। ଆକ୍ରାନ୍ତ ଜଣକ ଯାଜପୁରର ୫୮ ବର୍ଷୀୟ ପୁରୁଷ ଏବଂ କଲିକତା ଫେରନ୍ତା ବୋଲି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୬ରେ ପହଁଞ୍ଚିଛି। ଆଜି ସକାଳେ ଗଞ୍ଜାମରେ ଜଣେ, ଅପରାହ୍ଣରେ…

ଟିମ୍‌ ଇଣ୍ଡିଆରୁ କିପରି ବାଦ୍‌ ପଡ଼ିଲେ…

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମରେ ସ୍ଥାନ ନପାଇ ବାହାରେ ଅଛନ୍ତି ବାମହାତୀ ବ୍ୟାଟସ୍ପମ୍ୟାନ୍‌ ସୁରେଶ ରାଇନା। ୨୦୧୮ ଜୁଲାଇ ମାସ ପରଠାରୁ ଭାରତୀୟ ଦଳରୁ ବାଦ ପଡ଼ିଛନ୍ତି ସୁରେଶ ରାଇନା। କିଛିିଦନ ତଳେ ସୁରେଶ ରାଇନା ୟୁଟ୍ୟୁବ ସୋ 'ସ୍ପୋର୍ଟସ୍‌ ଟକ୍'ରେ ଭାରତୀୟ ଦଳରେ ଜାଗା ନପାଇବା ନେଇ…

୬୪ଟି ବିମାନରେ ବିଦେଶରୁ ଆସିବେ ୧୪…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ପାଇଁ ବିମାନ ସେବା ବନ୍ଦ କରିଛନ୍ତି କେନ୍ଦ୍ର ସରକାର। ଫଳରେ ବିଦେଶରେ ଫସି ରହିଛନ୍ତି ବହୁ ଭାରତୀୟ। ଭାରତୀୟଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ନେଲେ ବଡ଼ ପଦକ୍ଷେପ। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ କହିଛନ୍ତି ଯେ,…

କାଳବୈଶାଖୀ: ୯ ଜିଲ୍ଲା ପାଇଁ ଅରେଞ୍ଜ…

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ସମୟରେ ଗୁଳୁଗୁଳି ହେବା ସହିତ ତାତି ମଧ୍ୟ ବୃୃଦ୍ଧି ପାଉଛି। ଏପରିକି କିଛି ଦିନ ହେବ ରାଜ୍ୟରେ ବର୍ଷା ମଧ୍ୟ ହେଉଛି। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ କାଳବୈଶାଖୀର ସମ୍ଭାବନା ନେଇ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ…

କରୋନା: ରାଜ୍ୟରେ ଆଉ ୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଚିହ୍ନଟ ହେଲେ ଆଉ ୩ କରୋନା ଆକ୍ରାନ୍ତ। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୩ରେ ପହଁଞ୍ଚିଛି। ଆକ୍ରାନ୍ତ ୩ଜଣଙ୍କ ମଧ୍ୟରୁ ଜଣେ କଟକ ଜିଲ୍ଳାର ହୋଇଥିବା ବେଳେ ଆଉ ୨ ଜଣ ବାଲେଶ୍ବର ଜିଲ୍ଲାର ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କିଛିଦିନ ପରେ…

ଜୁଲାଇରେ ହେବ ଜେଇଇ ମେନ୍‌ ଓ ନିଟ୍‌…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ କୁ ପ୍ରତିହତ କରିବା ପାଇଁ ସାରା ଦେଶ ଲକ୍‌ଡାଉନ୍। ହେଲେ ଏହାରି ମଧ୍ୟରେ ସ୍ଥଗିତ ଥିବା ପରୀକ୍ଷାକୁ ନେଇ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର। ଜୁଲାଇ ୧୮ରୁ ୨୩ ଭିତରେ ହେବ ଜେଇଇ ମେନ୍ ପରୀକ୍ଷା । ସେହିପରି ଅଗଷ୍ଟରେ ହେବ ଜେଇଇ ଆଡ଼ଭାନ୍ସ ପରୀକ୍ଷା। ଜୁଲାଇ ୨୬ରେ…

‘ଜ୍ଞାନ ମନ୍ଦିର’ରେ ମଦର…

ନୟାଗଡ଼: ବହି ଦୋକାନ ଭିତରେ ମଦ ବେପାର। କହିବାକୁ ଗଲେ ବହି ଦୋକାନ ପାଲଟିଛି ମଦର ଭଣ୍ଡାର। ଏକଥା ଆପଣଙ୍କୁ ଶୁଣିବାକୁ ଭଲ ଲାଗୁ ନଥିବ କି ବିଶ୍ବାସ ମଧ୍ୟ ହେଉନଥିବ। ହେଲେ ଏଭଳି ଏକ ଖବର ଆସିଛି ନୟାଗଡ଼ ଜିଲ୍ଲା ଇଟାମାଟିରେ। ମହାମାରୀ କରୋନା ଭାଇରସ୍‌ ପାଇଁ ସାରା ଦେଶ ଲକ୍‌ଡାଉନ୍। ଏଥିପାଇଁ ଜାରି ହୋଇଛି…

ରାଜ୍ୟରେ ଏବେ ଖୋଲିବନି ମଦ ଦୋକାନ

ଭୁବନେଶ୍ବର: ସାରା ଦେଶରେ ଲାଗୁ ହୋଇଛି ଲକ୍‌ଡାଉନ୍‌ ୩.୦। ଏହି ପର୍ଯ୍ୟାୟରେ କୋହଳ ହୋଇଛି କଟକଣା। ସବୁଠୁ ବଡ଼ କଥା ହେଲା ଦେଶରେ ମଦ ଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ହେଲେ ରାଜ୍ୟରେ ଖୋଲିବ ନାହିଁ ମଦ ଦୋକାନ। କାରଣ ଏ ଯାଏ ରାଜ୍ୟ ସରକାରଙ୍କ ପକ୍ଷରୁ ମଦ ଦୋକାନ ଖୋଲା ନେଇ…

ରାଜ୍ୟରେ ଗଡ଼ିବନି ବସ୍

ଭୁବନେଶ୍ବର: ମେ ୧୭ ଯାଏ ସାରା ଦେଶରେ ଲାଗୁ ହୋଇଛି ଲକ୍‌ଡାଉନ୍‌ ୩.୦। ହେଲେ ଳକ୍‌ଡାଉନ୍‌ର ୩ୟ ପର୍ଯ୍ୟାୟରେ କିଛି କଟକଣା କୋହଳ ହୋଇଛି। ଗ୍ରୀନ ଜୋନରେ ବସ୍‌ ଚାଲିବା ନେଇ ନିଷ୍ପତ୍ତି ନେିଛନ୍ତି କେନ୍ଦ୍ର ସରକାର। ବସ୍ ଚଳାଚଳ ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିଲେ ମଧ୍ୟ ବସ୍ ନ ଚଳାଇବାକୁ ଘରୋଇ ବସ୍…

ମଦ ପରେ ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ

ନୂଆଦିଲ୍ଲୀ: ମଦ ପରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କଲେ ଦିଲ୍ଲୀ ସରକାର। ଦିଲ୍ଲୀ ସରକାର ପେଟ୍ରୋଲ ଓ ଡିଡେଲରେ ଲାଗୁଥିବା ଭ୍ୟାଟ ବୃଦ୍ଧି କରିଛନ୍ତି। ଫଳରେ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଦିଲ୍ଲୀ ସରକାର ପେଟ୍ରୋଲରେ ୨୭% ରୁ ୩୦% କୁ ଭ୍ୟାଟ ବୃଦ୍ଧି କରିଛନ୍ତି। ସେହିପରି ଡିଜଲରେ…