Odisha Link
Bridging the Missing Links in Odisha
Daily Archives

May 17, 2020

ରାଜ୍ୟରେ ପ୍ରଥମ ଥର ପାଇଁ କଏଦୀଙ୍କୁ…

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ପୁରୀ ଜିଲ୍ଲାର। କିଛି ଦିନ ତଳେ ଗିରଫ କରିଥିଲା କୁମ୍ଭାରପଡ଼ା ଥାନା। କଏଦୀ ଜଣକ କରୋନା ପଜିଟିଜ ଚିହ୍ନଟ ହେବା ପରେ ଥାନାର ସମସ୍ତ କର୍ମଚାରୀ ସଙ୍ଗରୋଧରେ ରହିଥିବା ସୂଚନା ମିଳିଛି। ଏଥିସହିତ ପୁରୀ…

ଲକ୍‌ଡାଉନ୍‌ ୪: କ’ଣ ବନ୍ଦ,…

ନୂଆଦିଲ୍ଲୀ: ତୃତୀୟ ପାଳି ଲକ୍‌ଡାଉନ୍‌ ଆଜି ସମାପ୍ତ ହେଉଥିବା ବେଳେ ଏହାକୁ ପୁଣି ଆଉ ୧୪ ଦିନ ପାଇଁ ପରିବର୍ଦ୍ଧିତ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଆସନ୍ତାକାଲି ଠାରୁ ମେ' ୩୧ ତାରିଖ ଯାଏଁ ୪ର୍ଥ ପାଳଇ ଲକ୍‌ଡାଉନ୍‌ ଘୋଷଣା ହୋଇଥିବା ବେଳେ କିଛି କଟକଣାକୁ କୋହଳ କରିଛନ୍ତି କେନ୍ଦ୍ର ସରକାର। ଏହା…

ଲକ୍‌ଡାଉନ୍‌-୪: ମେ ୩୧ ଯାଏଁ ବଢ଼ିବ ଅବଧି!

ନୂଆଦିଲ୍ଲୀ: କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାର ୪ର୍ଥ ପାଇଁ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି। ମେ ୩୧ ଯାଏ‌ ଲକ୍‌ଡାଉନ୍‌ ବୃଦ୍ଧି ହୋଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର। ଲକ୍‌ଡାଉନ୍‌ର ୪ର୍ଥ ପର୍ଯ୍ୟାୟ ମେ ୧୮ରୁ ଆରମ୍ଭ ହୋଇ ମେ ୩୧ ପର୍ଯ୍ୟନ୍ତ ପୂର୍ବପରି…

ଭଲ ଖବର: ସୁସ୍ଥ ହେଲେ ଆଉ ୨୪, ମୋଟ ୨୨୦

ଭୁବନେଶ୍ବର: ରାଜ୍ୟ ପାଇଁ ଭଲ ଖବର। ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪ କରୋନା ଆକ୍ରାନ୍ତ। ଫଳରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୨୨୦ରେ ପହଁଞ୍ଚିଛି। ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମର ୧୯, ଯାଜପୁରର ୩ ଓ ବାଲେଶ୍ୱରର ୨ ଆକ୍ରାନ୍ତ ସାମିଲ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୨୨୦ କରୋନା ଆକ୍ରାନ୍ତ ସୁସ୍ଥ…

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ ନୁହେଁ…

ଭୁବନେଶ୍ବର: ରାଜ୍ୟରେ ଆଜି ୯୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଥିଲା ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟରେ ପ୍ରକାଶ ପାଇଥିଲା। ଫଲରେ ରାଜ୍ୟରେ ୫ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ଖବର ପ୍ରକାଶ ପାଇଥିଲା। ପ୍ରକାଶ ପାଇବାର…

ନିର୍ମଳାଙ୍କ ଋଣ ପେଡ଼ି: ଆଜି ୫ମ…

ନୂଆଦିଲ୍ଲୀ: ଆଜି ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜର ୫ମ ପର୍ଯ୍ୟାୟ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିସହିତ ଆଜି ଏହି ଆର୍ଥିକ ଯୋଜନାର ଶେଷ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ଆଜିର ଘୋଷଣାରେ ବିଶେଷ ରୂପେ ୭ଟି ବିଭାଗକୁ ଗୁରୁତ୍ବ ଦେଇଥିଲେ ନିର୍ମଳା। ଯାହା ମଧ୍ୟରେ…

ପୁରୀରୁ ବାରଣାସୀ: ହାତୀ ପିଠିରେ ହଜାରେ…

ଭୁବନେଶ୍ବର: ଲକ୍‌ଲାଉନ୍‌ ସମୟରେ ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରବାସୀ ବିଭିନ୍ନ ଉପାୟରେ ନିଜ ନିଜ ରାଜ୍ୟକୁ ଫେରିବାକୁ ଉଦ୍ୟମ ଚଳାଇଛନ୍ତି; କିଏ ଚାଲି ଚାଲି, କିଏ ଟ୍ରକ୍‌ ଡାଲାରେ, କିଏ ଶବଗଡ଼ ଗାଡ଼ିରେ, କିଏ ଟ୍ରେନ୍‌ ଆଉ ବସରେ ଫେରୁଛନ୍ତି। ଅନେକେ ଫେରିବାର କୌଣସି ସାଧନ ନ ପାଇ ଭାଗ୍ୟ ଉପରେ ଭରସା କରି ପଡ଼ି…

ରାଜ୍ୟରେ ପ୍ରଥମ ଥର ପାଇଁ ସରପଞ୍ଚଙ୍କୁ…

ଭୁବନେଶ୍ବର: ରାଜ୍ୟରେ ଆଜି ସକାଳୁ ସକାଳୁ ଆଉ ୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟରୁ ଜଣାପଡ଼ିଛି। ଆଜି ଚିହ୍ନଟ ହୋଇଥିବା ୯୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୮୭ ଜଣ ଆକ୍ରାନ୍ତ…

କରୋନା: ୨୪ ଘଣ୍ଟାରେ ୪୯୮୭ ନୂଆ ଆକ୍ରାନ୍ତ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୯୦ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।…

କରୋନା: ଆଉ ୨ ଆକ୍ରାନ୍ତ ମୃତ, ରାଜ୍ୟରେ…

ଭୁବନେଶ୍ବର: ରାଜ୍ୟରେ ଆଜି ସକାଳୁ ସକାଳୁ ଆଉ ୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟରେ ପ୍ରକାଶ ପାଇଛି। ମୃତକ ୨ବ୍ୟକ୍ତି ଗଞ୍ଜାମ ଜିଲ୍ଲାର ସୂଚନା ରହିଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା…