Odisha Link
Bridging the Missing Links in Odisha
Monthly Archives

July 2020

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ

ଭୁବନେଶ୍ବର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ଆସନ୍ତା ଅଗଷ୍ଟ ୪ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯଦି ଲଘୁଚାପ ସୃଷ୍ଟି ହୁଏ। ତେବେ ଏହା ଦକ୍ଷିଣ-ପଶ୍ଚିମ ମୌସୁମୀକୁ ଅଧିକ ସକ୍ରିୟ କରିବାରେ…

କଟକ ସହରରୁ ଆଉ ୨୨ ଆକ୍ରାନ୍ତ ଚିହ୍ନଟ

କଟକ: ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିକି କଟକ ସହରରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି କଟକ ସହରରୁ ୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏନେଇ ସିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଆଜି କଟକ ସହରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ…

ନବୀନଙ୍କୁ ନିରଞ୍ଜନଙ୍କ ଚିଠି: ରାଜ୍ୟରେ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ବିଗାଡ଼ିବାରେ ଲାଗିଛି। ଏହାରି ମଧ୍ୟରେ ରାଜ୍ୟରେ କରୋନା ମୁକାବିଲାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଘର ଘର ବୁଲି ସର୍ଭେ କରାଯାଉ। କୋଭିଡ ହସ୍ପିଟାଲ…

ଏଣିକି ଅଗଷ୍ଟରୁ ରାଜ୍ୟରେ ଦିନକୁ ୨୦ ହଜାର…

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ଦୈନନ୍ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିକି ପୂର୍ବ ଅପେକ୍ଷା ରାଜ୍ୟରେ ଅଧିକା ଟେଷ୍ଟ ହେଉଥିବାରୁ ଅଧିକା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହକୁ ନଜରରେ ରଖି ରାଜ୍ୟରେ ଅଗଷ୍ଟରୁ କୋଭିଡ ଟେଷ୍ଟ ସଂଖ୍ୟା ବଢ଼ଯିବ। ଏନେଇ ସୂଚନା…

ରାଜସ୍ଥାନ ରାଜନୀତି: ୫୩ ବିଧାୟକଙ୍କୁ…

ଜୟପୁର: ରାଜସ୍ଥାନ ରାଜନୀତିରେ ନୂଆ ମୋଡ଼। ବିଧାନସଭା ଅଧିବେଶନ ତାରିଖ ଘୋଷଣା ହେଲା ପରେ କଂଗ୍ରେସ କ୍ୟାମ୍ପରେ ହଲଚଲ ସୃଷ୍ଟି ହେଇଛିି। ଆଉ ବାରମ୍ବାର ବୈଠକ ମଧ୍ୟ କରାଯାଉଛି। ଲାଗି ରହିଥିବା ରଜାନୈତିକ ସଙ୍କଟ ମଧ୍ୟରେ ବିଧାୟକଙ୍କୁ ସ୍ଥାନାନ୍ତରଣ କରିବାର ଦେଖିବାକୁ ମିଳିଛି। ଅପରପକ୍ଷେ ବିଧାୟକ କିଣାବିକା…

ବିରିୟାନୀ ପାଇଁ ମହାଭାରତ, ୮ ଗୁରୁତର

ଭଦ୍ରକ: ବିରିୟାନୀ ପାଇଁ ମହାଭାରତ। ବିରିୟାନୀ ଖାଇବାକୁ କେନ୍ଦ୍ର କରି ଗଣ୍ଡଗୋଳ। ଏପରିକି ଏହି ଗଣ୍ଡ ଗୋଳରେ ୮ଜଣ ଗୁରୁତର ହୋଇଥିବା ବେଳେ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଥିସହିତ ଏହି ଗଣ୍ଡ ଗୋଳରେ ୫ଟି ବାଇକ୍‌ ମଧ୍ୟ ଭଙ୍ଗାରୁଜା ହୋଇଛି। ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଜଗନ୍ନାଥ…

ରାଜସ୍ଥାନ ରାଜନୀତି: ବିଧାୟକଙ୍କୁ ହୋଟଲରୁ…

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିରେ ହଟଚମଟ। ରାଜସ୍ଥାନ ରାଜନୀତିରେ ଲାଗି ରହିଥିବା ସଙ୍କଟ ମଧ୍ୟରେ ଦିନକୁ ଦିନ ରାଜନୈତିକ ସଙ୍କଟ ବଢ଼ିବାରେ ଲାଗିଛି। ଲାଗିରହିଥିବା ସଙ୍କଟ ମଧ୍ୟରେ ବିଧାୟକଙ୍କୁ ସୁରକ୍ଷିତ ଭାବେ ନିଜ ପକ୍ଷରେ ରଖିବା କଂଗ୍ରେସ ପାଇଁ ଏକ ବଡ଼ ଆହ୍ବାନ ପାଲଟିଛି। ଅଗଷ୍ଟ ୧୪ରେ ବିଧାନସଭା…

କରୋନା ମୁକାବିଲା: ୨୪୧ ପିଜି ଡାକ୍ତରଙ୍କୁ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ବିଗାଡ଼ିବାରେ ଲାଗିଛି। କୋଭିଡ ସଂକ୍ରମଣ ଦିନକୁ ଦିନ ବ୍ୟାପୁଥିବାବେଳେ ଏବେ ରାଜ୍ୟ ସରକାର ଚିକିତ୍ସା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନେଇ ତତ୍ପରତା ପ୍ରକାଶ କରିଛନ୍ତି। ଅଧିକରୁ ଅଧିକ ଡାକ୍ତର ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଏହି ପରିପ୍ରେକ୍ଷୀରେ…

କରୋନା: ଚାଲିଗଲା ଆଉ ୮ ଜୀବନ, ମୋଟ ୧୭୭

ଭୁବନେଶ୍ବର: ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ରାଜ୍ୟରେ ବଢ଼ିବାରେ ଲାଗିଛି। କ୍ରମାଗତ ଭାବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ରାଜ୍ୟରେ ଆଜି ଆଉ ୮ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୭୭ରେ…

୨୯ ଜିଲ୍ଲାରୁ ୧୪୯୯ ଆକ୍ରାନ୍ତ ଚିହ୍ନଟ,…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। କ୍ରମାଗତ ଭାବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ୧୪୯୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଲରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୭୭ରେ ପହଁଞ୍ଚିଛି। ଏନେଇ ରାଜ୍ୟ…