Odisha Link
Bridging the Missing Links in Odisha
Daily Archives

November 27, 2020

ଗପର ନାମ ପରୀ: କିଡ୍‌ନୀ କ’ଣ…

ଏ ଶୀର୍ଷକ ପଢ଼ି ମନରେ କିଛି ଦ୍ବିତୀୟ ଚିନ୍ତାକୁ ବସା ବାନ୍ଧିବାର ସୁଯୋଗ ଦେବା ଆଗରୁ ପାଠକେ ଜାଣିରଖନ୍ତୁ ଯେ ନୟାଗଡ଼ର ନିରୀହ ପରି ପ୍ରତି ଆମର ସମସ୍ତ ସମବେଦନା ରହିଛି। ୫ ବର୍ଷର ନିଷ୍ପାପ ବାଳିକା ପରୀକୁ ଯେ ବି ହତ୍ୟା କରିଛି ତାକୁ ଚିହ୍ନଟ କରି କଡ଼ା ଦଣ୍ଡ ଦିଆଯାଉ ବୋଲି ଆମର କାମନା। ତେବେ ପରୀ ମୃତ୍ୟୁ…

ଖାରଜ ହେଲା ପାଠକ ବାପ-ପୁଅଙ୍କ ଜାମିନ,…

ଭୁବନେଶ୍ୱର: ଜାମିନ ଖାରଜ ପରେ ଜେଲ ଗଲେ ପାଠକ ବାପ-ପୁଅ। ଆଜି କୋଭିଡ ପରୀକ୍ଷା ପରେପାଠକ ବାପ-ପୁଅଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହୋଇଥିଲେ ବାପ-ପୁଅ। ତେବେ ସେଠାରେ ପାଠକଙ୍କ ଓକିଲ ତାଙ୍କର ଜାମିନ ଆବେଦନ କରିଥିଲେ। ମାତ୍ର କୋର୍ଟ ପାଠକ ବାପ-ପୁଅଙ୍କର…

ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ହେଲେ…

ଭୁବନେଶ୍ୱର: ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିକେ ପଟେଲଙ୍କୁ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି। ଏନେଇ ଆଜି ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି। ଜଷ୍ଟିସ ବିପି ଦାଶ ଚଳିତ ମାସ ୧୪ତାରିଖରେ ଅଧ୍ୟକ୍ଷ ପଦବୀରୁ ଅବସର ନେବାପରେ ଏହି ପଦ ଖାଲି ପଡ଼ିଥିଲା।…

ଡିସେମ୍ବର ପହିଲାରୁ ଖୋଲିବ ମେଡିକାଲ କଲେଜ

ଭୁବନେଶ୍ୱର: କରୋନା ପାଇଁ ବନ୍ଦ ହୋଇଥିବା ରାଜ୍ୟର ସମସ୍ତ ମେଡିକାଲ କଲେଜ ପୁଣି ଖୋଲିବ। ଡିସେମ୍ବର ପହିଲାରୁ ଖୋଲିବ ସମସ୍ତ ମେଡିକାଲ କଲେଜ। ଉଚ୍ଚଶିକ୍ଷା ବିଭାଗର ସଚିବ, ଡିନ୍, ପ୍ରିନ୍ସିପାଲ ଓ ବିଭିନ୍ନ ମେଡିକାଲ୍ କଲେଜର ପରୀକ୍ଷା ନିୟନ୍ତ୍ରକଙ୍କ ସହ ଆଲୋଚନା ପରେ ସ୍ୱାସ୍ଥ୍ୟ ଓ ପରିଵାର କଲ୍ୟାଣ ବିଭାଗ…

ଆସିଲା ନୂଆ ଟେକ୍ନୋଲୋଜି, ଗର୍ଭବତୀ…

ବ୍ରିଟେନ୍ର: ପ୍ରସବ ଯନ୍ତ୍ରଣା କେତେ ଯେ କଷ୍ଟ ଦାୟକ ତାହା ଜଣେ ଗର୍ଭବତୀ ମହିଳା ହିଁ ଅନୁଭବ କରିପାରେ। ଏବେ ଡାକ୍ତରୀ ବିଜ୍ଞାନରେ ଆସିଛି ଏକ ନୂଆ ଟେକ୍ନୋଲୋଜି ଯାହା ଦ୍ବାରା ପ୍ରସବ ସମୟରେ ଗର୍ଭବତୀ ମହିଳାଙ୍କୁ ପ୍ରସବ ସମୟରେ ଗର୍ଭ ଯନ୍ତ୍ରଣା ଜଣାପଡିବ ନାହିଁ। ବିଶ୍ୱରେ ବିଜ୍ଞାନର ଦ୍ରୁତ ଅଗ୍ରଗତି…

ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ…

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡା. ରମେଶ ପୋଖରିଆଲ ନିଶାଙ୍କଙ୍କୁ ଚିଠି ଲେଖି ଏହି ପ୍ରସଙ୍ଗରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ…

ଜୈବଗ୍ୟାସ କ୍ଷେତ୍ରରେ ନୂଆ ଜ୍ଞାନକୌଶଳ…

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କର୍ଣ୍ଣାଟକର ବାଗଲକୋଟ ଜିଲ୍ଲା ଜାମଖଣ୍ଡି ଠାରେ ଲିଫନିଟି ବାୟୋଏନର୍ଜି’ର ଆଖୁଛେଦାରୁ ଉତ୍ପାଦନ ହେବାକୁ ଥିବା ସିବିଜି (କମ୍ପ୍ରେସଡ୍ ବାୟୋ ଗ୍ୟାସ)ପ୍ଲାଂଟର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ…

ଲୌହ ଦାନବର ରକ୍ତ ଭୋଜି: ଚାଲିଗଲା ୨୪…

ଢେଙ୍କାନାଳ: ଲୌହ ଦାନବର ରକ୍ତ ଭୋଜି। ଟ୍ରେନରେ କଟି ୨୪ଟି ମଇଁଷିଙ୍କର ମୃତ୍ୟୁ। ଏଭଳି ଘଟଣା ଘଟିଛି ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ଯୋରନ୍ଦା ରୋଡ୍ ଷ୍ଟେସନ ପାଖରେ। ଟ୍ରେନରେ କଟି ୨୪ଟି ମଇଁଷିଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଟି ମଇଁଷି ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ, ଗୋବିନ୍ଦପୁର…

ଘୋଷଣା ହେଲା ଧର୍ମପଦ ପୁରସ୍କାର,…

ଭୁବନେଶ୍ୱର: ୫ ବର୍ଷ ପାଇଁ ଘୋଷଣା ହେଲା ଧର୍ମପଦ ପୁରସ୍କାର। ଓଡ଼ିଶା ଲଳିତ କଳା ଏକାଡେମୀ ଆନୁକୁଲ୍ୟରେ ଦିଆଯାଉଥିବା କଳ‌ା କ୍ଷେତ୍ରର ସର୍ବୋଚ୍ଚ ପୁରସ୍କାର ଧର୍ମପଦ ସମ୍ମାନ ନେଇ ନାମ ଘୋଷଣା କରାଯାଇଛି। ୨୦୧୬ ମସିହାରୁ ୨୦୨୦ ମସିହା ପର୍ଯ୍ୟନ୍ତ ୫ବର୍ଷ ପାଇଁ ଧର୍ମପଦ ପୁରଷ୍କାର ଘୋଷଣା କରିଛନ୍ତି ଓଡ଼ିଆ…

ପ୍ରଥମ ଦିନିକିଆରେ ୬୬ ରନରେ ଜିତିଲା…

ସିଡନୀ: ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆଠୁ ହାରିଲା ଭାରତ। ଅଷ୍ଟ୍ରେଲିଆଠୁ ଭାରତ ୬୬ ରନରେ ପରାସ୍ତ ହୋଇଛି। ଖରାପ ବୋଲିଂ ପରେ ନୈରାଶ୍ୟଜନକ ବ୍ୟାଟିଂ କାରଣରୁ ଟିମ୍ ଇଣ୍ଡିଆ ଆଜିର ମ୍ୟାଚ୍‌ ଭାରି ପଡିଛି। ବିଜୟ ସହ ଅଷ୍ଟ୍ରେଲିଆ ତିନିଟିକିଆ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ସିରିଜର ୨ୟ…