Odisha Link
Bridging the Missing Links in Odisha
Daily Archives

November 27, 2020

ଭୁଜାଲିରେ ହାଣି ଲୁଟିନେଲେ ଟଙ୍କା

ବାରିପଦା: ଭୁଜାଲିରେ ହାଣି ଲୁଟି ନେଲେ ଟଙ୍କା। ବାରିପଦାରେ ଜଣେ ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ୩ ଲକ୍ଷରୁ ଅଧିକ ଟଙ୍କା ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଆଜି ଏପରି ଘଟଣାଟି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବଜାର ଅଞ୍ଚଳରେ ଘଟିଛି। ଗୋଟିଏ କଳା ପଲସରରେ ୩ ଜଣ ଦୁର୍ବୃତ୍ତ ଆସି ବ୍ୟବସାୟୀଙ୍କୁ ହାଣି ଟଙ୍କା…

ଗିରଫ ହେଲେ ପାଠକ ବାପ-ପୁଅ

ଭୁବନେଶ୍ୱର: ଗିରଫ ହେଲେ ବାପା ପୁଅ। ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଉଭୟ ଗିରଫ ହୋଇଛନ୍ତି। ଉଭୟଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି ଭିଜିଲାନ୍ସ। ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଉଭୟ ବାପା, ପୁଅ ହାଜର…

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ

ସୁନ୍ଦରଗଡ: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ସୁନ୍ଦରଗଡରେ ଭିଜିଲାନ୍ସ ଜାଲରେ ୱେସକୋ ଯନ୍ତ୍ରୀ। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି କନିଷ୍ଠ ଯନ୍ତ୍ରୀ। ଲାଞ୍ଚ ନେଉଥିବା ବେଳେ ୱେସକୋର ସବଡେଗା ସେକସନର କନିଷ୍ଠ ଯନ୍ତ୍ରୀ ଯଶୋବନ୍ତ ଦେଓଙ୍କୁ ଗିରଫ କରିଛି ଭିଜିଲାନ୍ସ । ଟାଙ୍ଗର…

ବିଧାନସଭା: ଆସନ୍ତାକାଲି ଯାଏଁ ଗୃହ…

ଭୁବନେଶ୍ୱର: ଆସନ୍ତାକାଲି ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ନୟାଗଡର ‘ପରୀ’ ମାମଲାକୁ ନେଇ ଅପରାହ୍ନ ଅଧିବେଶନରେ ବି ହଟ୍ଟଗୋଳ ହୋଇଥିଲା। ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିବା ସହ ନାରାବାଜି କରିଥିଲେ। ପରୀ ମାମଲାରେ ମନ୍ତ୍ରୀଙ୍କ…

ବିଧାନସଭା ସାମ୍ନାରେ ଚାଷୀଙ୍କ ଆତ୍ମହୁତି…

ଭୁବନେଶ୍ୱର: ବିଧାନସଭା ସାମ୍ନାରେ ଚାଷୀଙ୍କ ଆତ୍ମହୁତି ଉଦ୍ୟମ। ୩ ଜଣ ଚାଷୀ ଆତ୍ମହୁତି ଉଦ୍ୟମ କରିଛନ୍ତି। ଆଠଗଡର ୩ ଚାଷୀ ନିଜ ଦେହରେ କିରୋସିନି ଢାଳି ଆତ୍ମହୁତି ଉଦ୍ୟମ କରିଥିବା ସୂଚନା ମିଳିଛି।ଦେହରେ କିରୋସିନି ଢାଳିବା ବେଳେ ସୁରକ୍ଷା କର୍ମଚାରୀ ତାଙ୍କୁ କାବୁ କରିନେଇଥିଲେ।  ଆଠଗଡ କୋଅପରେଟିଭ…

ସୁନ୍ଦରଗଡ଼: ବାଙ୍କିବାହାଲ-ଟପରିଆ ରାସ୍ତା…

ହେମଗିରି: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ବାଙ୍କିବାହାଲ ଠାରୁ ଟପରିଆକୁ ରାସ୍ତା ନିର୍ମାଣ ନେଇ ଦାବି। ରାସ୍ତା ନିର୍ମାଣ ନେଇ ଆଜି ବିଧାୟିକା କୁସୁମ ଟେଟେ, ରେଙ୍ଗାଲି ବିଧାୟିକା, ବିରମିତ୍ରପୁର ବିଧାୟିକା, ଦେବଗଡ ବିଧାୟିକା ଓ ଲିସିଙ୍ଗା ବିଧାୟିକାଙ୍କ ନେତୃତ୍ବରେ ବିଧାନସଭା ଘେରାଉ କରାଯାଇଥିଲା।…

କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ , ୫ ମୃତ

ଗୁଜରାଟ : ଆଜି ଭୋର ସମୟରେ ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଦୁର୍ଘଟଣା ଗୁଜରାଟର ରାଜକୋଟରେ ଘଟିଛି। ଏଥିରେ ୫ ରୋଗୀ ନିଆଁରେ ଜଳି ଜୀବନ୍ତ ଦଗ୍ଧ ହୋଇଛନ୍ତି। ଅନେକ କେତେକ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।…

ବିଧାୟକଙ୍କ ବାସଭବନରେ ମରଣାନ୍ତକ ଆକ୍ରମଣ…

ଗଜପତି : ବିଧାୟକ କେ.ନାରାୟଣ ରାଓଙ୍କ ବାସଭବନରେ ପଶି ତାଙ୍କ ମାଉସୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାର ୨ ଦିନ ମଧ୍ୟରେ ପୁଲିସ ଆଜି ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ ସେମାନଙ୍କ ନିକଟରୁ ଗୋଟିଏ ମୋଟର ସାଇକେଲ, ୩ଟି ମୋବାଇଲ ଜବତ କରିଛି। ଏନେଇ ଏସଡିପିଓ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ…

କଙ୍ଗନାଙ୍କ ଭାଙ୍ଗିଥିବା ଅଫିସର…

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାଓ୍ଵତ୍‌ଙ୍କ ବିନା ଅନୁମତିରେ ଭଙ୍ଗା ଯାଇଥିବା ଘରର କ୍ଷତିପୂରଣ ଭରିବ ‘ବିଏମ୍‌ସି’ । ପାଲି ସ୍ଥିତ କଙ୍ଗନା ଅଫିସକୁ ବିଏମସି ବେଆଇନ କହି ଭାଙ୍ଗିଥିଲା। ଯାହାକୁ ନେଇ କଙ୍ଗନା ବମ୍ବେ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଏବେ ଏହି ରାୟ କଙ୍ଗନାଙ୍କ ସପକ୍ଷରେ ଯାଇଛି।…

ପରୀ’ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ…

ଭୁବନେଶ୍ବର: ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ପରୀ’ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେ ବିଧାନସଭାକୁ ସୁରୁଖୁରୁ ଭାବେ ଚଳାଇବା ଲାଗି ବିରୋଧୀ ଦଳର ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ଆଜି ବିଧାନସଭାରେ ପୁଣି ପରୀ ମୃତ୍ୟୁ ପ୍ରସଙ୍ଗ ଉଠିବା ସହ…