Odisha Link
Bridging the Missing Links in Odisha
Daily Archives

December 3, 2020

ଚାଷୀ ଓ ଯୁବକ ମାନଙ୍କୁ ବ୍ୟାପକ କୃଷି…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗର ୧୫ଟି ଅନ୍‌ଲାଇନ ସେବାର ଶୁଭାରମ୍ଭ କରିଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ପଞ୍ଜୁରୀ ମାଛ ଚାଷ (Cage Culture) ପାଇଁ ବିଭିନ୍ନ ଉଦ୍ୟୋଗୀ…

ଖାଉଟିଙ୍କ ଉପରେ ମହଙ୍ଗା ମାଡ଼: ବଢ଼ିଲା…

ନୂଆଦିଲ୍ଲୀ: ୫ମାସର ବ୍ୟବଧାନ ପରେ ପୁଣିଥରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼। ଗୁରୁବାରଠାରୁ କେନ୍ଦ୍ର ସରକାର ଏଲପିଜିର ଦରରେ ୫୦ ଟଙ୍କା ବୃଦ୍ଧି କରିଛନ୍ତି। ଅଣ ସବସିଡି ଏଲପିଜିର ଦର ୫୦ ଟଙ୍କା ବଢ଼ିଥିବା ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସି) ପକ୍ଷରୁ କୁହାଯାଇଛି। ବର୍ଦ୍ଧିତ ଦର ପରେ ଏଣିକି ୧୪.୨ କେଜି…

ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କଲା…

ଭୁବନେଶ୍ବର: ପାଠକ ବାପା-ପୁଅ ଗିରଫ ପରେ ଗୁରୁବାର ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଜାଲିଆତି, ଠକେଇ ଅପରାଧିକ ଷଡଯନ୍ତ୍ର ମାମଲାରେ ପ୍ରଦୀପଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ପ୍ରଦୀପଙ୍କ ବିରୋଧରେ ୪୧୯, ୪୨୦, ୪୬୭, ୪୬୮, ୪୬୯…

ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇନେଲା…

ଭୁବନେଶ୍ବର: ପାଠକ ବାପା-ପୁଅ ଗିରଫ ପରେ ଗୁରୁବାର ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ। ଆକାଶ ପାଠକଙ୍କ ସହ ମିଶି ପ୍ରଦୀପ ପାଣିଗ୍ରାହୀ କେତେ ଜଣଙ୍କୁ ଲୁଟିଛନ୍ତି, କେତେ ଟଙ୍କା ନେଇଛନ୍ତି ? ପ୍ରଦୀପଙ୍କୁ ଏସବୁ ପଚରାଉଚରା କରୁଛି…

ଝାଡ଼ଖଣ୍ଡ ଗାଡ଼ିରେ ଓଡ଼ିଶା ନମ୍ବର,…

ବ୍ରହ୍ମପୁର: ଦିନକୁଦିନ ଗଞ୍ଜେଇ ବେପାର ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ପୁଲିସ ବିଭିନ୍ନ ପ୍ରକାର ଚେଷ୍ଟା କରୁଛି। ତେବେ ଝାଡ଼ଖଣ୍ଡ ଗାଡ଼ିରେ ଓଡ଼ିଶା ନମ୍ବର ଲଗାଇ ଗଞ୍ଜେଇ ବେପାର କରୁଥିଲେ ଅଭିଯୁକ୍ତ। ସେମାନେ ପିକ ଅପ୍ ଗାଡ଼ିଟି ଖାଲିଥିବା କହି ଖସି ଯିବାକୁ ଚେଷ୍ଚା କରିଥିଲେ । ତାହାସହ…

ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ…

ଧର୍ମଗଡ଼: ଲାଞ୍ଚ ନେବା ପଡ଼ିଲା ମହଙ୍ଗା । ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଜାଲରେ ପଡ଼ିଲେ କୋକସରା ସିଡିପିଓ। ଭିଜିଲାନ୍ସ ତାଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଆଲୋଚନା ହେଉଛି। ସୂଚନା ଅନୁସାରେ, ୩ ମାସର ବକେୟା ଦରମା କରାଇଦେବା ପାଇଁ…

ନକ୍ସା ଅନୁସାରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା…

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ସୀମା ବିବାଦର ସମାଧାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଯାଇଛି। ୧୯୬୩ ସେଟେଲମେଣ୍ଟ ନକ୍ସା ଅନୁସାରେ ୨ ରାଜ୍ୟର ସୀମା ନିର୍ଦ୍ଧାରଣ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଉଭୟ ସୀମାନ୍ତବାସୀ ଏହି ସୀମାକୁ ମାନିବାକୁ ବାଧ୍ୟ ହେବେ। ଏନେଇ ଉଭୟ ରାଜ୍ୟର…

ରିଲିଜ ହେଲା କୁଲି ନମ୍ବର-୧ର ପ୍ରଥମ ଗୀତ…

ମୁମ୍ବାଇ: ବଲିଉଡରେ ପ୍ରଥମ ଥର ପାଇଁ ଏକାଠି ନଜର ଆସୁଛନ୍ତି ଅଭିନେତା ବରୁଣ ଧୱନ ଓ ଅଭିନେତ୍ରୀ ସାରା ଅଲ୍ଲି ଖାନ। ଦୁହେଁ ସିନେମା କୁଲି ନମ୍ବର-୧ ରେ ଏକାଠି ନଜର ଆସୁଛନ୍ତି। ସିନେମାର ପ୍ରଥମ ଗୀତ ରିଲିଜ ହୋଇଛି। ପ୍ରଥମ ଗୀତ ‘ତେରି ଭାବି’କୁ ମେକର୍ସମାନେ ରିଲଜ କରିଛନ୍ତି। ଗୀତରେ ଉଭୟଙ୍କର ଦମଦାର…

ଆମାଜନ୍ ନାଆଁରେ ଏତଲା, ନିର୍ମାଲ୍ୟ…

ପୁରୀ: ଆମାଜନ୍‌ ବିରୋଦ୍ଧରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି। ପ୍ରଶାସନ ବିନା ଅନୁମତିରେ ଆମାଜନ୍ ନିର୍ମାଲ୍ୟ ବିକ୍ରିକୁ ନେଇ ଏହି ଏତେଲା ଦିଆଯାଇଛି। ଏଭଳି କାର୍ଯ୍ୟ ହେଉଥିବା ଏବଂ ଏହା ଦ୍ବାରା ନିର୍ମାଲ୍ୟର ଅପମାନ ହେଉଛି ଦର୍ଶାଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ…

ଆକାଶ ପାଠକଙ୍କୁ କେତେ ଟଙ୍କା ଦେଇଛନ୍ତି…

ଭୁବନେଶ୍ବର: ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ କୋଟିପତି ପାଠକ ବାପା-ପୁଅଙ୍କୁ ଘନ ଘନ ଜେରା ଚାଲିଥିବା ବେଳେ ସନ୍ଦେହ ଘେରକୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆସିଛନ୍ତି। ଦୁହିଁଙ୍କ ମଧ୍ୟରେ ଟଙ୍କା କାରବାରର ହୋଇଥିବାର ପ୍ରମାଣ ଭିଜିଲାନ୍ସକୁ ମିଳିଛି। ତେବେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ…