Odisha Link
Bridging the Missing Links in Odisha
Daily Archives

December 3, 2020

କୃଷି ଆଇନକୁ ବିରୋଦ୍ଧ, ପଦ୍ମ ବିଭୂଷଣ…

ଚଣ୍ଡିଗଡ: କୃଷି ଆଇନକୁ ବିରୋଦ୍ଧ କରି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳୀ ଦଳର ବରିଷ୍ଠ ନେତା ପ୍ରକାଶ ସିଂହ ବାଦଲ ଗୁରୁବାର ଦିନ ପଦ୍ମ ବିଭୂଷଣ ପୁରସ୍କାର ଫେରାଇ ଦେଇଛନ୍ତି । ଗୁରୁବାର ଦିନ ଦିଲ୍ଲୀରେ ଆନ୍ଦୋଳନରତ କୃଷକ ନେତା ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ…

ରାଜନୀତିରେ ନିଜର ନୂଆ ଦଳ ଗଠନ କରିବେ…

ଚେନ୍ନାଇ: ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ରାଜନୀତିରେ ପାଦ ଥାପିଲେ ରଜନୀକାନ୍ତ। ରାଜନୀତିରେ ସକ୍ରିୟ ରହିବା ପାଇଁ ନିଜର ନୂଆ ଦଳ ଗଠନ କରିବେ ବୋଲି ଘୋଷଣା କରିଛନ୍ତି। ଆସନ୍ତା ୩୧ ତାରିଖରେ ସେ ଦଳ ସମ୍ପର୍କରେ ଘୋଷଣା କରିବେ ଏବଂ ନୂଆବର୍ଷରେ ଏହାର ଶୁଭାରମ୍ଭ କରିବେ ବୋଲି କହିଛନ୍ତି। ଆସନ୍ତାବର୍ଷ…

ଛେଣ୍ଡିପଦାରେ ପୁଣି ସକ୍ରିୟ ହେଉଛି…

ଛେଣ୍ଡିପଦା: ଦିନକୁ ଦିନ ଗଞ୍ଜେଇ ଚାଷ ବଢ଼ିବାରେ ଲାଗିଛି। ତେବେ ପୁଲିସ ଏହା ପ୍ରତି ଅଧିକ ସକ୍ରିୟ ହୋଇଛନ୍ତି। ଛେଣ୍ଡିପଦା ଥାନା ଭାଲିଆସର ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ଉପରେ ପୁଲିସ, ବନ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇଛି। ଆଜି ପ୍ରାୟ ଅଢେଇ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ସୂଚନା…

ବର୍ଷକରେ ପ୍ରଦୀପଙ୍କ ଆକାଉଣ୍ଟରେ ଜମା…

ଭୁବନେଶ୍ୱର: ଆଇଏଫଏସ ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସର ଘନଘନ ଜେରା ଚାଲିଥିବା ବେଳେ ସନ୍ଦେହ ଘେରକୁ ଆସିଛନ୍ତିି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ପ୍ରଦୀପ ପାଣିଗ୍ରାହୀ ଓ ଆକାଶଙ୍କ ମଧ୍ୟରେ ଲକ୍ଷାଧିକ ଟଙ୍କାର କାରବାର ହୋଇଥିବା ଜଣାପଡିଛି। ତଦନ୍ତ ବେଳେ ଭିଜିଲାନ୍ସ ହାତରେ ଲାଗିଛି…

ପୁଣି ଆଇଆଇସି ଧନେଶ୍ବର ସାହୁଙ୍କ ଘରେ…

ବାଲେଶ୍ବର: ବ୍ରାଉନ୍‌ ସୁଗାର ଲିଙ୍କ୍‌ ଘଟଣାର ଅଧିକ ତଦନ୍ତ ପାଇଁ ପୂର୍ବତନ ଆଇଆଇସି ଧନେଶ୍ବର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ୮ ଜଣିଆ ସଦସ୍ୟ ଟିମ୍ ସାହୁଙ୍କ ସରକାରୀ କ୍ବାଟର ସିଲ ଖୋଲି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ବୋଲି ଜାଣିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ, ଆୟ ବହିର୍ଭୂତ ସମତ୍ତି ଠୁଳ…

ପରୀ ପରିବାରକୁ ସୁରକ୍ଷା ଦିଅ: ହାଇକୋର୍ଟ

କଟକ: ନୟାଗଡ ‘ପରୀ’ ମୃତ୍ୟୁ ମାମଲାର ଆଜି ଶୁଣାଣି କରିଛନ୍ତି ହାଇକୋର୍ଟ। ପରୀ ପରିବାରକୁ ସୁରକ୍ଷା ଦେବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି। ପରୀର ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଦେବାକୁ ହାଇକୋର୍ଟ ନୟାଗଡ଼ ଏସପିଙ୍କୁ ନିଦେ୍ର୍ଧଶ ଦେଇଛନ୍ତି। ଘଟଣା ସମ୍ପର୍କରେ ସବିଶେଷ…

ପେଟା ତରଫରୁ ସମ୍ମାନୀତ ହେଲେ ଜନ

ନୂଆଦିଲ୍ଲୀ : ପଶୁମାନଙ୍କ ପ୍ରତି ଭଲ ଚିନ୍ତା କରୁଥିବାରୁ ଜନ୍ ଆବ୍ରାହମଙ୍କୁ ପର୍ସନ ଅଫ୍‌ ଦି ୟଅରରେ ସମ୍ମାନୀତ କରାଗଲା। ଏହି ସମ୍ମାନଟି ପିପୁଲ୍‌ ଫର ଦି ଏଥିକାଲ୍‌ ଟ୍ରିଟ୍‌ମେଣ୍ଟ ଅଫ୍‌ ଆନିମାଲ୍‌ (ପେଟା) ଦ୍ବାରା କରାଯାଇଛି। ଚଳିତ ବର୍ଷ ଇ ରିଟେଲର ‘କ୍ବିକର’କୁ ଜିବୀତ ପଶୁଙ୍କ ବେପାର ବନ୍ଦ କରିବାକୁ…

ସଡ଼କ ଦୁର୍ଘଟଣାରେ ବରଯାତ୍ରୀ ମୃତ

ଛତିଶଗଡ : ରଯାତ୍ରୀକୁ ନେଇ ଛତିଶଗଡ ଯାଉଥିବା ଏକ ବୋଲେରୋ ସହ ଏକ ଟ୍ରକ ଧକ୍କା ହେବାରୁ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ସଡ଼କ ଦୁର୍ଘଟଣାଟି ଛତିଶଗଡ ପୁସୋର ଥାନା ଅର୍ନ୍ତଗତ ପୋଡାତରାଇ ଠାରେ ଘଟିଛି। ଦୁର୍ଘଟଣାଟି ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ…

ଅଫଲାଇନରେ ହେବ ମାଟ୍ରିକ୍‌ ଓ +୨…

ଭୁବନେଶ୍ୱର: କରୋନା ପାଇଁ ସ୍କୁଲ କଲେଜ ବନ୍ଦ ରହିଥିବା ବେଳେ ପରୀକ୍ଷାରେ ବାଧା ସୃଷ୍ଟି ହେଉଛି। ପାଠ ପଢା ଅନଲାଇନରେ ହେଉଛି। ତେବେ ଏନେଇ ମାଟ୍ରିକ ଓ +୨ ପରୀକ୍ଷା ଅନଲାଇନରେ ହେବ କି ଅଫଲାଇନରେ ହେବ ସେନେଇ କଳ୍ପନାଜଳ୍ପନା ଲାଗିରହିଥିବା ବେଳେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଏନେଇ ଆଶଙ୍କାକୁ ଦୂର…

ଏଟିଏମ୍‌ରେ କଳାକନା ବୁଲାଇଲେ ଲୁଟେରା

ବାଲେଶ୍ବର: ବାଲେଶ୍ବରେ ଦିନକୁ ଦିନ ଦୁର୍ବୃତ୍ତମାନଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଗତ ବିଳମ୍ବିତ ରାତିରେ ଦୁଇଟି ଏଟିଏମ୍‌ ଲୁଟ ଉଦ୍ୟମ କରୁଥିଲେ ଲୁଟେରା। ମିଳିଥିବା ସୂଚନା ମୁତାବକ ସ୍ଥାନୀୟ ପାଖର ସ୍ଥିତ ହିଟାଚି ଏଟିଏମ୍‌କୁ ଭାଙ୍ଗି ସବୁ ଟଙ୍କା ଲୁଟି ନେବା ପରେ ବାଗୁଡ଼ିସ୍ଥିତ ଏକ୍ସିସ୍‌…