Odisha Link
Bridging the Missing Links in Odisha
Daily Archives

December 11, 2020

ଡ୍ରଗ୍ସ‌ ମାମଲାରେ ଛନ୍ଦି ହୋଇଥିବା କନ୍ନଡ…

ମୁମ୍ବାଇ: ଡ୍ରଗ୍ସ‌ ମାମଲାରେ ଛନ୍ଦି ହୋଇଥିବା କନ୍ନଡ ଅଭିନେତ୍ରୀ ସଞ୍ଜନା ଗଲରାନୀଙ୍କୁ କର୍ଣ୍ଣାଟକ ହାଇକୋର୍ଟ ଶୁକ୍ରବାର ଦିନ ଜାମିନ ପ୍ରଦାନ କରିଛନ୍ତି।ଜଷ୍ଟିସ୍ ଶ୍ରୀନିବାସ ହରିଶ କୁମାର ୩,00,000 ଟଙ୍କା ମୂଲ୍ୟର ବଣ୍ଡ ଏବଂ ସମାନ ପରିମାଣର ଦୁଇଟି ସୁନିଶ୍ଚିତ କରିବା ସର୍ତ୍ତରେ ଜାମିନ ନିର୍ଦ୍ଦେଶ…

ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ…

କଟକ: ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ପ୍ରଦୀପ ଗିରଫ ହୋଇଥିବା ବେଳେ ଗତ ୭ ତାରିଖ ଭୁବନେଶ୍ବରର ଅତିରିକ୍ତ ଦୌରା ଜଜ୍ ଅଦାଲତରେ ତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ। ଆଜି ଆଉ ଥରେ…

୬ ଜଣ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା: ଆଜି କାମପୁର ଠାରେ ୬ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି। ପୁଲିସ ଅତର୍କିତ ଭାବେ ଚଢ଼ାଉ କରି ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର କରିଥିବା ବେଳେ ଏମାନଙ୍କୁ ହାଇଦ୍ରାବାଦ୍‌ ନେବା ପାଇଁ ଯୋଜନା କରିଥିବା ଦଲାଲକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ନରେନ୍ଦ୍ର ପଟେଲ (୨୫)। ପୁଲିସ ସୂଚନା ଅନୁଯାଇ…

ଆରଆରବି ପରୀକ୍ଷା ସୂଚୀ ପ୍ରକାଶ

ନୂଆଦିଲ୍ଲୀ: ରେଳବାଇର ୩ ବର୍ଗରେ ନିଯୁକ୍ତି ପାଇଁ ହେବାକୁ ଥିବା ଆରଆରବି ପରୀକ୍ଷାର ସୂଚୀ ପ୍ରକାଶ ପାଇଛି। ଏଥିସହ ପରୀକ୍ଷାର୍ଥୀ ମାନେ ଆଜିଠାରୁ ରେଳବାଇର ଓ୍ୱେବସାଇଟକୁ ଯାଇ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।…

ଭାରତର ଉର୍ଜା କ୍ଷେତ୍ରରେ କତାରର…

ଭୁବନେଶ୍ୱର: ଭାରତର ଉର୍ଜା କ୍ଷେତ୍ରରେ କତାରର ପୁଞ୍ଜିନିବେଶ ପାଇଁ ଟାସ୍କ୍ ଫୋର୍ସ ଗଠନ ହେବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶୁକ୍ରବାର କତାରର ଉର୍ଜା ମନ୍ତ୍ରୀ ତଥା କତାର ପେଟ୍ରୋଲିୟମ ସଭାପତି ଓ ସିଇଓ ସାଦ୍ ଶେରିଦା ଅଲ-କବିଙ୍କ ସହ ଟୋଲିଫୋନରେ ଆଲୋଚନା କରିବା ପରେ…

ଦୁଷ୍କର୍ମ କରି ଛାତରୁ ଠେଲିଲେ, ଅଚେତ…

ଗୁଜୁରାଟ: ନାବାଳିକାକୁ ଦୁଷ୍କର୍ମ କରି ଛାତରୁ ଠେଲିଲେ ଦୁଷ୍କର୍ମକାରୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗୁଜୁରାଟର ସୁରଟ ସହରରେ। ଜଣେ ୧୮ବର୍ଷର କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କୁ ଛାତରୁ ତଳକୁ ଫିଙ୍ଗି ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି। ପୀଡିତାଙ୍କୁ ରାସ୍ତାରେ ଚେତାଶୂନ୍ୟ ଅବସ୍ଥାରେ…

ରାଜ୍ୟସ୍ତରୀୟ ସାଙ୍ଗଠନିକ ବୈଠକରେ ଯୋଗ…

ଭୁବନେଶ୍ୱର : ଆଗାମୀ ଦିନରେ ରାଜ୍ୟର ତୃଣମୂଳସ୍ତରରେ ବିଜେପିର ସଙ୍ଗଠନକୁ ଆହୁରି ସୁଦୃଢ କରାଯିବ। ପ୍ରତ୍ୟେକ ବୁଥରେ ୨୫ ଜଣିଆ ବୁଥ କମିଟି ଗଠନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଲୋକଙ୍କ ସୁଖ ଦୁଃଖରେ ଭାଗିଦାର ହୋଇ ରାଜ୍ୟରେ ଆଗାମୀ ଦିନରେ…

୫ ଦିନିଆ ରିମାଣ୍ଡରେ ଗଲେ ଆକାଶ

ଭୁବନେଶ୍ୱର: ୫ ଦିନିଆ ରିମାଣ୍ଡରେ ଗଲେ ଆକାଶ ପାଠକ। ଆକାଶ ପାଠକଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ। ଝାରପଡା ଜେଲରୁ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ଆକାଶଙ୍କୁ କଟକ ନେଇଛନ୍ତି। କଟକ କ୍ରାଇମବ୍ରାଞ୍ଚ ହେର୍ଡକ୍ୱାଟରରେ ଆକାଶଙ୍କୁ ପଚରାଉଚରା କରାଯିବ। କ୍ରାଇମବ୍ରାଞ୍ଚର ରିମାଣ୍ଡ ବେଳେ ଟାଟା…

ରେମୋ ଡି’ ସୁଜାଙ୍କୁ ହୃଦ୍‌ଘାତ

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଡ୍ୟାନ୍ସ କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡି ସୁଜାଙ୍କୁ ହୃଦ୍‌ଘାତ। ହୃଦ୍‌ଘାତ ଅନୁଭବ ହେବା ପରେ ବର୍ତ୍ତମାନ ରେମୋଙ୍କୁ ମୁମ୍ବାଇର କୋକିଲା ବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ନେଇ ଜଣାପଡିଛି। ସେ ଆସିୟୁରେ ଆଡମିଟ୍‌…

ରିମାଣ୍ଡରେ ଯିବେ ଡି’ ବ୍ରଦର୍ସ

ଭୁବନେଶ୍ଵର: ରିମାଣ୍ଡରେ ଯିବେ ଡି' ବ୍ରଦର୍ସ। କୁଖ୍ୟାତ ଅପରାଧୀ ଡି ବ୍ରଦର୍ସ ଜେଲ୍‌ ଭିତରେ ରହି ମଧ୍ୟ ନିଜର ଅପରାଧିକ ସାମ୍ରାଜ୍ୟ ଜାରି ରଖିଥିଲା। ସହଯୋଗୀଙ୍କ ଜରିଆରେ ବିହାରରୁ ବନ୍ଧୁକ ମଗାଇ କାରବାର କରିବା ସହ ଦାଦା ବଟି ଆଦାୟ କରୁଥିଲା। ଏଡିମାମଲାରେ ଅଧିକ ଜେରା ପାଇଁ ଧଳସାମନ୍ତ ବ୍ରଦର୍ସଙ୍କୁ…