Odisha Link
Bridging the Missing Links in Odisha

ବ୍ରାଜିଲକୁ ପଠାଯିବ ୨୦ଲକ୍ଷ ଡୋଜ୍ କୋଭିସିଲ୍ଡ

ନୂଆଦିଲ୍ଲୀ: ବ୍ରାଜିଲ ରାଷ୍ଟ୍ରପତି ବୋଲସନାରୋଙ୍କ ଅନୁରୋଧରେ ବ୍ରାଜିଲକୁ ପଠାଯିବ ୨୦ଲକ୍ଷ ଡୋଜ୍ କୋଭିସିଲ୍ଡ। ଏହା ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ
ଦୁଇ ସପ୍ତାହ ମଧ୍ୟରେ ପ୍ରାୟ ୨୦ଲକ୍ଷ ଡୋଜ୍ କୋଭିସିଲ୍ଡ ପଠାଇବ।

ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଦର ପୁନାୱାଲା ସୂଚନା ଦେଇଛନ୍ତି। କୋଭିସିଲ୍ଡ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଥିଲେ ବୋଲସନାରୋ

 

Comments are closed.